<< lenifying leningrad >>

lenin Meaning in Odia (Oriya). ( lenin ଶବ୍ଦର ଓଡିଆ ଅର୍ଥ)



ଲେନିନ,

Noun:

ଲେନିନ୍ |,

People Also Search:

leningrad
leninism
leninist
leninists
leninite
lenis
lenities
lenition
lenitive
lenitives
lenity
lennon
leno
lenos
lens

lenin తెలుగు అర్థానికి ఉదాహరణ:

|ସରକାର|ଭିଏତନାମ ଏକ ଐକିକ ମାର୍କ୍ସବାଦୀ-ଲେନିନ୍ବାଦୀ ଏକଦଳୀୟ ସମାଜବାଦୀ ଗଣତନ୍ତ୍ର ।

ଭେଟୁ ସଂସ୍କୃତିର ପ୍ରାଣକେନ୍ଦ୍ର ଲେନିନ୍‌ଗ୍ରାଡ଼ରେ ଜାରଙ୍କ କାରାଗାରରେ ବନ୍ଦୀ ଦସ୍ତାଭିକଙ୍କ ପାଦର ଶିକୁଳୀକୁ; ତରବାରୀ ସଙ୍ଘାତରେ ମରିଶୋଇଥିବା ପୁସ୍‌କିନ୍ ଓ ଲେର୍‌ମାଣ୍ଟୋଭଙ୍କୁ ।

ସେ ଶାଢ଼ୀ ଉପରେ ଲେନିନଙ୍କ ଛବି ମଧ୍ୟ ବୁଣିଥିଲେ ।

ପରେ କାର୍ଲ ମାର୍କସ, ଫ୍ରେଡ଼ରିକ ଏଙ୍ଗେଲ୍ସ, ଭ୍ଲାଦିମିର ଲେନିନ, ଜୋସେଫ ଷ୍ଟାଲିନ, ମାଓ ସେତୁଙ୍ଗଙ୍କ ଲେଖାଦ୍ୱାରା ବହୁ ପ୍ରଭାବିତ ହୋଇଥିଲେ ।

୧୯୯୩ରେ ନୋବେଲ ଶାନ୍ତି ପୁରସ୍କାର, ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ବେସାମରିକ "ପ୍ରେସିଡ଼େଣ୍ଟସିଆଲ ମେଡ଼ାଲ ଅଫ ଫ୍ରିଡ଼ମ", ଋଷିଆର ସର୍ବୋଚ୍ଚ ବେସାମରିକ ସମ୍ମାନ "ଅର୍ଡର ଅଫ ଲେନିନ", ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ " ଭାରତ ରତ୍ନ " ସହିତ ୨୫୦ରୁ ଉର୍ଦ୍ଧ୍ୱ ସମ୍ମାନ ଓ ପୁରସ୍କାରରେ ମଣ୍ଡେଲା ସମ୍ମାନିତ ହୋଇଛନ୍ତି ।

ଇଭାନ୍ ପାଭ୍ଲଭ୍ ୧୯୩୬ ମସିହା ଫେବୃଆରୀ ୨୭ ତାରିଖରେ ସୋଭିଏତ୍ ୟୁନିୟନ୍ର ଲେନିନ୍ ଗ୍ରାଡ୍ ସହରରେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ।

ଧର୍ମ ତାଙ୍କ ଦର୍ଶନ କିମ୍ବା ଆଦର୍ଶରେ ଏକ ପ୍ରମୁଖ କାରଣ ନ ଥିଲା; ତାମିଲ ଟାଇଗରଙ୍କ ଚିନ୍ତାଧାରା ମାର୍କ୍ସବାଦୀ-ଲେନିନ୍ବାଦୀ ଚିନ୍ତାଧାରାରୁ ଉତ୍ପନ୍ନ ହୋଇଥିଲା ଏବଂ ସ୍ପଷ୍ଟ ଭାବରେ ଧର୍ମନିରପେକ୍ଷ ଥିଲା ।

|ନିଜ ସମାଜସେବା କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା ଓ ୧୯୬୧ ମସି‌ହାରେ ସେ ଲେନିନ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିଲେ।

|୧୯୨୪ରେ ଲେନିନଂକ ମୃତ୍ୟୁ ପରେ, ଯୋଶେଫ୍ ଷ୍ଟାଲିନ, କମ୍ୟୁନିଷ୍ଟ ପାର୍ଟିର ନିର୍ବାଚିତ ମୁଖ୍ୟସଚିବ, ଦଳ ମଧ୍ୟରେ ଥିବା ତାଙ୍କର ବିରୋଧୀ ଗୋଷ୍ଠୀଙ୍କୁ ଦମନକରି ନିଜ ହାତରେ ଅତ୍ୟଧିକ କ୍ଷମତା ଦ୍ରୁଢୀଭୂତ କରିଥିଲେ ।

|୨୦୧୧-୨୦୧୪(ହ୍ୟାଟ୍ରିକ ସଫଳତା)|୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଜର୍ମାନ ଚଳଚ୍ଚିତ୍ର ‌ଗୁଡ୍ ବାଏ ଲେନିନ୍‌ର କିଛି କାହାଣୀକୁ ୨୦୧୧ ମସିହାରେ ନିର୍ଦ୍ଦେଶକ ‌ଶ୍ରୀନୁ ଭାଇତ୍‌ଲା‌ ମହେଶ ବାବୁଙ୍କୁ ନେଇ ନିର୍ମାଣ କରିଥିଲେ ‌ଦୋକୁଡ଼ୁ‌ ।

ଦୂରଦର୍ଶନର ଟେଲି ଫିଲ୍ମ 'ଲାଲ ଘାସ ପର ନୀଲେ ଘୋଡେ'ରେ ସେ ଲେନିନ ଭୂମିକାର ଅଭିନୟ କରିଥିଲେ ।

lenin's Usage Examples:

It was founded in 1994 as a successor of the Young Communist League of Sweden (marxist-leninists), which existed 1972-1978.


Lignin and cutin have been found in the thalli, and sporopollenin in the spore walls.


17α-Dihydroequilenin itself is an analogue of 17α-estradiol, the C17 epimer of estradiol (or 17β-estradiol).


London-listed RusPetro has spudded the latest development well on its Krasnoleninsk oilfield in Russia’s West.


* Krasnyi internatsional profsouzov v bor'be za osushchestvlenie leninskoi taktiki edinogo fronta 1921-1923.


outer cuticularized wall composed largely of sporopollenin called the exospore or exine.


Comet Elenin started disintegrating in August 2011, and as of mid-October 2011 was not visible even using.


Many Aroideae have spiny pollen grains without a sporopollenin outer exine layer and lacking an aperture.


(LINEAR) and C/2017 A3 (Elenin) have had epoch-dependent solutions with aphelia of more than 1,000,000 AU (16 ly).



Synonyms:

Nikolai Lenin, Vladimir Lenin, Vladimir Ilyich Lenin, Vladimir Ilich Lenin, Vladimir Ilyich Ulyanov, Vladimir Ilich Ulyanov,

lenin's Meaning in Other Sites