<< lemon geranium lemon meringue pie >>

lemon juice Meaning in Odia (Oriya). ( lemon juice ଶବ୍ଦର ଓଡିଆ ଅର୍ଥ)



ଲେମ୍ବୁ ରସ,

Noun:

ଲେମ୍ବୁ,

lemon juice తెలుగు అర్థానికి ఉదాహరణ:

ଭୋଜନ ସାଧାରଣତଃ ତେନ୍ତୁଳୀ ଓ ଲେମ୍ବୁ ରସ ସହିତ ଟାଙ୍ଗୀ ପକ୍ଷରେ ଅଧିକ ହୋଇଥାଏ ।

ଟଭାଲେମ୍ବୁ ରସକୁ କିଞ୍ଚିତ୍ ଯବକ୍ଷାର ଓ ମହୁ ମିଶାଇ ସେବନ କଲେ ବାୟୁ ବିକୃତି, ତଳି ପେଟର ବେଦନା, ମୂତ୍ରରୋଧ, ମଳରୁଦ୍ଧତା ଆଦି ଦୂର ହୁଏ।

ସେଥିରେ ଅଳ୍ପ ଲେମ୍ବୁ ରସ ଏବଂ ପିଅଜ ଦେଇ ସଜାଇ ଦିଅନ୍ତୁ।

ଚିଙ୍ଗୁଡିକୁ ଭଲ ଭାବରେ ସଫା କରିବା ପରେ ଏଥିରେ କର୍ଣ୍ ଫ୍ଲୋର ମିଶାଇ ବିଭିନ୍ନ ମସଲା, କଟା ପିଆଜ, କଟା ଲଙ୍କା,ଅଦା ଓ ରସୁଣର ପେସ୍ଟ,ଲୁଣ, ଲେମ୍ବୁ ରସ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଭିନେଗାର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଏ ।

| ଉପାଦାନ |ଥାଇଲାଣ୍ଡରେ ଅଧିକାଂଶ ଟମ୍ ଖା କାଇ ସୁପ୍ ପ୍ରସ୍ତୁତ କରିବାରେ ନଡ଼ିଆ କ୍ଷୀର, ଗାଲାଙ୍ଗଲ୍ ଅଦା, କାଫିର୍ ଲେମ୍ବୁ ପତ୍ର, ଶତବେଧି, ଥାଇ ଲଙ୍କା, ଧନିଆ କିମ୍ବା ଡିଲ୍ ସାମୁଦ୍ରିକ ଉଦ୍ଭିଦ, ଛତୁ, କୁକୁଡ଼ା ମାଂସ, ମାଛର ସସ୍ ଓ ଲେମ୍ବୁ ରସ ପ୍ରଭୃତି ଉପାଦାନ ବ୍ୟବହୃତ ହୋଇଥାଏ ।

ପାଚିଲା ଟଭାଲେମ୍ବୁ ରସରେ ଗୋଲମରିଚ ବାଟି ଲଗାଇଲେ ତୁଣ୍ଡ ଘା ନିବାରିତ ହୁଏ।

ଏହାକୁ ତିଆରି କରିବା ପାଇଁ ଚିକେନକୁ ଛୋଟ ଟୁକୁଡ଼ା କରି କାଟି ଏଥିରେ ମକାଗୁଣ୍ଡ, କଟା ପିଆଜ, କଟା ଲଙ୍କା, ଅଦା ଓ ରସୁଣ ବଟା, ଲୁଣ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଭିନେଗାର ଓ ଅନ୍ୟାନ୍ୟ ମସଲା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ ।

ଟଭାଲେମ୍ବୁ ରସରେ ପାନ ରସ ମିଶାଇ ଲଗାଇଲେ ବୟସ ଛଉ ଓ ଅନ୍ୟାନ୍ୟ ଚର୍ମରୋଗ ନିବାରିତ ହୁଏ ।

ଏହାର ଏକ ଶୁଖିଲା ପ୍ରକାର ବହୁ ପ୍ରଚଳିତ ଭଡଙ୍ଗ ରୂପେ ଜଣାଯାଏ ଯାହାକୁ ପିଆଜ, ଲେମ୍ବୁ ରସ ଏବଂ ଧନିଆ ସହିତ ସଜାଯାଏ ।

|ସାମଗ୍ରୀ|ମାଛ ୫୦୦ ଗ୍ରାମ୍|ଲଙ୍କା ୪ ଗୋଟି|ଅଦା|ଧନିଆ ପତ୍ର|ବେସନ ୨ ଚାମଚ|ଲଙ୍କାଗୁଣ୍ଡ|୧ଟି ବଡ଼ ପିଆଜ|ଅଦା ରସୁଣ ପେସ୍ଟ୍|ଚାଉଳ ଅଟା|ଜିରା ୧ ଚାମଚ|ହଳଦୀ ୧ ଚାମଚ|ଲେମ୍ବୁ ରସ|ଲୁଣ ସ୍ୱାଦ ଅନୁସାରେ|ତେଲ| ତିଆରି ପ୍ରଣାଳୀ |ପ୍ରଥମେ ମାଛକୁ ଭଲକରି ସଫାକରି ସେଥିରେ ଲୁଣ, ହଳଦୀ ପକାଇ ଭଲକରି ମିଶାଇ ରଖିଦିଅନ୍ତୁ ।

|କାଗିଜିଲେମ୍ବୁ ରସରେ ଏହାର ରସକୁ ମିଶାଇ ସେବନ କଲେ କର୍ଣ୍ଣ ବଧିରତା ଦୂରହୁଏ।

ଏହି ସୁପରେ ଶତବେଧି, କାଫିର୍ ଲେମ୍ବୁ ପତ୍ର, ଗାଲାଙ୍ଗଲ୍, ଲେମ୍ବୁ ରସ, ମାଛର ସସ୍ ଓ କୁଟା ହୋଇଥିବା ଲାଲ୍ ଥାଇ ଲଙ୍କା ଆଦି ବ୍ୟବହୃତ ହୋଇଥାଏ ।

lemon juice's Usage Examples:

gin, maraschino liqueur, orange bitters and fresh lemon juice.


either lemon juice, water, oil, or vinegar, used as a marinade for meat, or rubbed directly upon it.


traditionally a homemade drink using lemon juice, water, and a sweetener such as cane sugar, simple syrup or honey.


maraschino liqueur shaken with lemon juice and crushed ice and topped with a cupful of flaming rum.


salt, olive oil, sometimes with vinegar or lemon juice, and herbs such as dill, mint, parsley and thyme.


In the UK, recipes typically add to the base capers, gherkins, lemon juice, and dill.


These include kibbeh prepared with sumac (kibbe sumāqiyye), yogurt (kibbe labaniyye), quince (kibbe safarjaliyye), lemon juice (kibbe ḥāmḍa), pomegranate sauce, cherry sauce, and other varieties, such as the disk kibbeh (kibbe arāṣ), the plate kibbeh (kibbe biṣfīḥa or kibbe bṣēniyye) and the raw kibbeh (kibbeh nayyeh).


browning on the surface of freshly cut apples using lemon juice or other acidulated water.


The coagulation can be caused by adding rennet or any edible acidic substance such as lemon juice or vinegar, and then.


When thoroughly cool, sprinkle with a little powdered sugar or mix lemon juice and grated lemon rind into powdered sugar for frosting.


The whiskey sour is a mixed drink containing whiskey (often bourbon), lemon juice, sugar, and optionally, a dash of egg white or cocktails foamer.


fumet, in traditional terms it is differentiated by the inclusion of acidulating ingredients such as wine, vinegar, or lemon juice.


typically containing mayonnaise, sour cream, chervil, chives, anchovy, tarragon, lemon juice, and pepper.



Synonyms:

juice,

Antonyms:

brave, achromatic, healthy, unsensational, new,

lemon juice's Meaning in Other Sites