leisurewear Meaning in Odia (Oriya). ( leisurewear ଶବ୍ଦର ଓଡିଆ ଅର୍ଥ)
ଅବକାଶ,
ଅବକାଶ ପୋଷାକ |,
People Also Search:
leisuringleitmotif
leitmotifs
leitmotiv
leitmotivs
lek
leks
lely
lem
leman
lemans
leme
lemel
leming
lemma
leisurewear తెలుగు అర్థానికి ఉదాహరణ:
ଏହାପରେ ସେ ତାଙ୍କର ପିତାମାତାଙ୍କ ସହ ଆମେରିକା ଚାଲିଯାଇଥିଲେ ଏବଂ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶରେ ସେ ଭାରତ ଆସିଲେ ଭାରତୀୟ ନୃତ୍ୟ ଶିକ୍ଷା କରୁଥିଲେ ।
ଏହି ଅବକାଶରେ ଶ୍ୟାମଦେଶ (ଥାଇଲ୍ୟାଣ୍ଡ )ରେ କଦଳୀପଟୁଆ ନିର୍ମିତ ଛୋଟଛୋଟ ଡଙ୍ଗା ଭସାଇବା ପରମ୍ପରା ଏବେ ମଧ୍ୟ ପ୍ରଚଳିତ ।
ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ।
|କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ୱିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତୀ ‘ବଡ଼ସିଂହାର ଭୋଗ’କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ।
ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।
|ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ, ତାପରେ ରାତି-ପହଡ଼;|ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ୱାର ବନ୍ଦ ରହେ ।
ସେଗୁଡ଼ିକ ହେଲେ :| ପ୍ରସାଦ (ଧୂପ) |ଏଇ ମନ୍ଦିରରେ ଦିଅଁମାନଙ୍କ ପାଇଁ ୩ଟି ଧୂପ ଓ ୫ଟି ଅବକାଶ ରହିଛି।
ଠାକୁରମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜ୍ଜିତ କରାଇଥାନ୍ତି ।
|ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ପାଳନ|ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ ।
ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ ।
ଅବକାଶ ବେଶ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ୪ଟି ତଡ଼ପ ଲାଗିହୁଏ ।
ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ ।
leisurewear's Usage Examples:
California is an American men’s leisurewear clothing line based in Santa Cruz, California.
Today, they are mostly worn as leisurewear.
club to the Kumar brothers, owners of a Manchester-based fashion and leisurewear company.
cover being the band "gathered in a gaudy fun pub clad in polyester leisurewear, an image carrying the pungent subtext that modern life was rubbish".
higher crowned dark felt hats with wide brims emerged as a country leisurewear fashion along with the Age of Revolution around the 1770s.
examples of this type of branding are Adidas, Kelme, and other sports and leisurewear manufacturers.
Non-binding stretch pants originally worn as athletic or leisurewear.
that incorporated War Office requirements with traditional aspects of leisurewear.
Perhaps inspired by the Early Modern era capotain, higher crowned dark felt hats with wide brims emerged as a country leisurewear fashion along with the Age.
brand specialising in the manufacturing of custom-made team wear and leisurewear garments for sports clubs, schools, and universities around the world.
Lola and Coco by La Senza was a leisurewear collection launched in 2008, promoted by British dance group Booty Luv.
Semir opened its first store in 1997 in Jiangsu Province, selling leisurewear.
It produces men and women"s underwear, bras, socks, baby clothing, leisurewear, nightwear; knitted fabrics, elastic ribbons and trimmings.