<< legitimizing leglen >>

legitims Meaning in Odia (Oriya). ( legitims ଶବ୍ଦର ଓଡିଆ ଅର୍ଥ)



ଆଇନଗତ,

Verb:

ଆଇନଗତ କରିବାକୁ |, ଆଇନଗତ କରନ୍ତୁ |, ବ Val ଧତା,

People Also Search:

leglen
leglens
legless
legless lizard
leglessness
leglet
leglets
legman
legmen
legno
lego
legos
legroom
legs
legume

legitims తెలుగు అర్థానికి ఉదాహరణ:

ମାକାଉକୁ ଏକ ପୃଥକ ଆଇନଗତ ଅଞ୍ଚଳ ଭାବରେ ଗ୍ରହଣ କରାଯାଏ।

ଦାରିଦ୍ର୍ୟ, ଯୈାତୁକ ଦାବି ଓ ସାଂସ୍କୃତିକ ପରମ୍ପରା,କିଛି ଆଇନଗତ ସ୍ୱୀକୃତି,ସାମାଜିକ ଓ ଧାର୍ମିକ ଚାପ,ଝିଅ ଅବିବାହିତ ହୋଇ ରହିଯିବାର ଭୟ, ଅସ୍ୱାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି ।

ଏଥି ମଧ୍ୟରେ ୧୦ଟି ହତ୍ୟା, ବେଆଇନ ଜମି ଦଖଲ ଓ କୋରାପୁଟ ଜିଲ୍ଲାର ଅନେକ ଥାନାରେ ଡକାୟତି ଆଦି ଆଇନଗତ ଅପରାଧ ନିମନ୍ତେ ୨୦୦୯ ପରଠାରୁ ସେ ପୋଲିସଦ୍ୱାରା "ମୋଷ୍ଟ ୱାଣ୍ଟେଡ଼" ଭାବେ ଗଣା ଯାଉଥିଲେ ।

| ଆଇନଗତ ନିହିତାର୍ଥ |ଦାୟଭାଗ ଅନୁସାରେ ପିତାଙ୍କ ମୃତ୍ୟୁପରେ ହିଁ ପୈତୃକ ସମ୍ପତ୍ତିରେ ଏକାଏକା ପୁତ୍ରର ସ୍ୱତ୍ୱ ପ୍ରବର୍ତ୍ତେ ।

|ମାନସିକ ରୋଗୀ ଚିକିତ୍ସାଳୟରେ ଚିକିତ୍ସିତ କୌଣସି ମାନସିକ ଅନଗ୍ରସର ବ୍ୟକ୍ତିର କୌଣସି ଆଇନଗତ ସହାୟତା ଆବଶ୍ୟକ ହେଉଥିଲେ, ସ୍ଥାନୀୟ ଆଇନ ସହାୟତା ଅନୁଷ୍ଠାନ ବିହିତ ପଦକ୍ଷେପ ନେଇ ତାଙ୍କୁ ଉପଯୁକ୍ତ ଆଇନ ସାହୟତା ଯୋଗାଇଥାନ୍ତି ।

ସେ କହିଥିଲେ ଗଞ୍ଜେଇକୁ ବେଆଇନ ଘୋଷଣା କରି ମଦକୁ ଆଇନଗତ ରଖିବା ଗରିବ ଲୋକମାନଙ୍କ ସମ୍ପର୍କରେ ଜାତିଆଣ ମନୋଭାବ ଭଳି ଅଟେ ।

ଫଳରେ ବିଧବା ପୁନର୍ବିବାହକୁ ଆଇନଗତ ମାନ୍ୟତା ମିଳିଲା ଏବଂ ଉକ୍ତ ଆଇନ କମ୍ପାନୀ ଶାସିତ ଅଞ୍ଚଳରେ ଲାଗୁ ହେଲା ।

| ଗଞ୍ଜେଇର ଆଇନଗତ ପ୍ରଚଳନ ଉପରେ |ଗଞ୍ଜେଇ/ଭାଙ୍ଗ ଆଦିର ବେଆଇନ କରିବା ନିୟମକୁ ତଥାଗତ ତୀବ୍ର ସମାଲୋଚନା କରିଥିଲେ, ସେ କହିଥିଲେ ଏହା ପାରମ୍ପରିକ କାଳରୁ ଦେଶରେ ବିଭିନ୍ନ ପର୍ବପର୍ବାଣିରେ ଏବଂ ମାଦକ ଦ୍ରବ୍ୟ ଭାବରେ ବ୍ୟବହୃତ ହୋଇଆସୁଅଛି ।

| ଆଇନଗତ ନିହିତାର୍ଥ |ମିତାକ୍ଷରାର ବିଧାନ ଅନୁସାରେ ପୁତ୍ର ଜନ୍ମହେଲା କ୍ଷଣି ଜୀବିତ ପିତାଙ୍କ ସଙ୍ଗେ ପିତାମାତାଙ୍କ ତ୍ୟକ୍ତ ସମ୍ପତ୍ତିରେ ମଧ୍ୟ ଜଣେ ସତ୍ୱାଧିକାରୀ ବା ଅଂଶୀଦାର ହୁଏ ।

ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଆଦେଶ ଜାରି କଲେ କି, ବିଚାରାଧୀନ ବନ୍ଦୀମାନେ ତ୍ୱରିତ ନ୍ୟାୟ ତଥା ଆଇନଗତ ସହାୟତା ପାଇବା ପାଇଁଁ ହକ୍‌ଦାର ଅଟନ୍ତି ।

ରାଷ୍ଟ୍ରବିହୀନ ଦେଶଗୁଡ଼ିକ କୌଣସି ସରକାରୀ ଭାଷା ଆଇନଗତ କରିବା ଅବସ୍ଥାରେ ନଥାନ୍ତି ।

ପରିଶେଷରେ ଓଡ଼ିଶା ସରକାର ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଏହି ଅଧିନିୟମଦ୍ୱାରା ଏହାର ପରିବର୍ତ୍ତନ କରାଇଥିଲେ ।

legitims's Meaning in Other Sites