<< legislatorship legislature >>

legislatorships Meaning in Odia (Oriya). ( legislatorships ଶବ୍ଦର ଓଡିଆ ଅର୍ଥ)



ବିଧାନସଭା,

ବିଧାନସଭା କାର୍ଯ୍ୟାଳୟରେ,

legislatorships తెలుగు అర్థానికి ఉదాహరణ:

ସେ ଆନ୍ଧ୍ରପ୍ରଦେଶ ବିଧାନସଭାର ଦୁଇ ଥର ମନୋନୀତ ହୋଇଥିଲେ ଏବଂ ୨୦୦୪ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ।

୧୯୭୭ ମସିହା ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ଟିକଟରେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

ଏହି ଗାଆଁଟି ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ସେ ଆନ୍ଧ୍ରପ୍ରଦେଶ ବିଧାନସଭାର ମନୋନୀତ ଆଙ୍ଗ୍ଲୋ-ଭାରତୀୟ ସଦସ୍ୟା ଥିଲେ ।

୧୯୭୭ରେ ସେ ଆଉଥରେ ଜନତା ପାର୍ଟି ପ୍ରାର୍ଥୀ ଭାବରେ ବହଳଦାରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହୋଇଥିଲେ ।

|୧୯୫୨ ମସିହାରେ ସେ ବହଳଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଉତ୍କଳ ଆଦିବାସୀ କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ବର୍ତ୍ତମାନର ବିଧାନସଭା ସଦସ୍ୟ ପ୍ରତାପ କେଶରୀ ଦେବ ଓ ଲୋକସଭା ପ୍ରତିନିଧି ଅନୁଭବ ମହାନ୍ତି ।

୧୯୬୨ ମସିହାରେ ସେ ପୁଣିଥରେ ଜନ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ବହଳଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସେ ଓଡ଼ିଶାର ବହଳଦା (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇ ପରେ ମନ୍ତ୍ରୀ ହୋଇଥିଲେ ।

Synonyms:

post, place, office, berth, position, billet, situation, spot,

Antonyms:

e-mail, email, electronic mail, deglycerolize, disarrange,

legislatorships's Meaning in Other Sites