legibly Meaning in Odia (Oriya). ( legibly ଶବ୍ଦର ଓଡିଆ ଅର୍ଥ)
ଆଇନତ,
Adverb:
ନିଶ୍ଚିତ ଭାବରେ |,
People Also Search:
legionlegionaries
legionary
legionary ant
legioned
legionella
legionnaire
legionnaires
legions
legislate
legislated
legislates
legislating
legislation
legislations
legibly తెలుగు అర్థానికి ఉదాహరణ:
|ଦଫା ୧୭୭- ଆଇନତଃ ବାଧ୍ୟ କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କୁ କୌଣସି ବିଷୟରେ ସତ୍ୟକୁ ଲୁଚାଇ କିଛି ମିଥ୍ୟ ସମ୍ବାଦ ପ୍ରଦାନ କରନ୍ତି ତା’ହେଲେ ତାଙ୍କୁ ଛଅମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।
ଉକ୍ତ ରାୟରେ ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କଲେ କି, ନିର୍ମୋହୀ ଆଖାଡା ରାମଲାଲାଙ୍କ ସେବାୟତ ନୁହେଁ ଏବଂ ତାଙ୍କର ମାମଲା ଆଇନତଃ ସମୟସୀମା ମଧ୍ୟରେ କରାଯାଇନ ଥିବାରୁ ତାଙ୍କର ଦାବୀ ଗ୍ରହଣ ଯୋଗ୍ୟ ନୁହେଁ ।
ଏହା ପରେ ଖାନ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ଅପିଲ କରି ପକ୍ଷ ରଖିଲେ ଯେ ଦ୍ୱୀତୀୟ ବିବାହ କରିବା ପରେ ମୁସଲିମ ବ୍ୟକ୍ତିଗତ ଆଇନ ଅନୁସାରେ ସେ ପ୍ରଥମ ପତ୍ନୀଙ୍କୁ ଭରଣ ପୋଷଣ ଦେବାପାଇଁ ଆଇନତଃ ବାଧ୍ୟ ନୁହନ୍ତି ।
| ଅଧ୍ୟାୟ X | ସରକାରୀ କର୍ମଚାରୀଙ୍କ ଆଇନଗତ କ୍ଷମତା ଅବଜ୍ଞା ସମ୍ବନ୍ଧୀୟ ଅପରାଧ |ଦଫା ୧୭୨- ଯଦି କେହି ବ୍ୟକ୍ତି ଆଇନତଃ କ୍ଷମତାପ୍ରାପ୍ତ ସରକାରୀ କର୍ମଚାରୀଙ୍କର ସମନ ବା ନୋଟିସ୍ ଗ୍ରହଣ ନ କରନ୍ତି ବା ଗ୍ରହଣ ନ କରିବା ପାଇଁ ଫେରାର ହୋଇଯାଆନ୍ତି ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।
|ଦଫା ୧୭୫- ଯଦି କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କ ନିକଟରେ କୌଣସି ଦଲିଲ ବା ବୈଦ୍ୟୁତିକ ନଥି ଦାଖଲ କରିବା ପାଇଁ ଆଇନତଃ ବାଧ୍ୟ ମାତ୍ର ସେଚ୍ଛାରେ ଦାଖଲ କରନ୍ତି ନାହିଁ ।
|ଦଫା ୧୭୬- ଯଦି କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କୁ ଟିପ୍ପଣୀ ବା ତଥ୍ୟ ଜଣାଇବାକୁ ଆଇନତଃ ବାଧ୍ୟ କିନ୍ତୁ ନିର୍ଦ୍ଧାରିତ ସମୟ ମଧରେ ନ ଜଣାନ୍ତି ତା’ହେଲେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।
|ଯେ କେହି ବ୍ୟକ୍ତି କୋର୍ଟରେ ଶପଥ ନେବା ଯୋଗୁଁ ବା କୌଣସି ଆଇନର ନିର୍ଦ୍ଦେଶାନୁଯାୟୀ ବା ବ୍ୟବସ୍ଥାନୁସାରେ କୌଣସି ବିଷୟରେ ସତ୍ୟ କହିବାକୁ ଆଇନତଃ ବାଧ୍ୟ ସ୍ଥଳେ, ଯଦି ସେହି ବ୍ୟକ୍ତି ସତ୍ୟ ନ କହି ମିଥ୍ୟ କୁହନ୍ତି କିମ୍ବା ଯାହା କୁହନ୍ତି ତାହା ମିଥ୍ୟ ବୋଲି ଜାଣିଥାନ୍ତି ବା ବିଶ୍ୱାସ କରୁଥାନ୍ତି ବା ସତ୍ୟ ବୋଲି ବିଶ୍ୱାସ କରୁ ନଥାନ୍ତି ତା’ହେଲେ ସେହି ବ୍ୟକ୍ତି ମିଥ୍ୟ।
ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ ପୁରୁଷଟିଏ ମାତ୍ର ତିନିଥର ତଲାକ (ଆରବୀ ଭାଷାରେ ବିବାହ ବିଚ୍ଛେଦର ପ୍ରତିଶବ୍ଦ ) ଶବ୍ଦ ଉଚ୍ଚାରଣ କରି (ମୌଖିକ, ଲିଖିତ କିମ୍ବା କୌଣସି ଇଲେକ୍ଟୋନିକ ଉପକରଣ ମାଧ୍ୟମରେ) ନିଜ ସ୍ତ୍ରୀକୁ ଆଇନତଃ ଛାଡପତ୍ର (ବିବାହବେଚ୍ଛେଦ) ଦେଇପାରିବେ ।
|ଦଫା ୧୬୭- ଯେ କେହି ସରକାରୀ କର୍ମଚାରୀ, କୌଣସି ଆଦେଶକୁ ଆଇନତଃ ନିର୍ଦ୍ଦିଷ୍ଟ ଭାବେ ପାଳନ କରିବାକୁ ବାଧ୍ୟ ଜାଣି ମଧ୍ୟ ଅନ୍ୟ କାହାର କ୍ଷତି କରିବା ଉଦ୍ଦେଶ୍ୟରେ ଏହାର ଅବଜ୍ଞା କରେ, ତା’ହେଲେ ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ଜୋରିମାନା ହେବ ।
|୨୦୧୩ ମସିହାରୁ କେଶା ଏବଂ ତାଙ୍କର ପୂର୍ବତନ ପ୍ରଯୋଜକ ଡ. ଲୁକେଙ୍କର ଆଇନତଃ ବିବାଦ ଲାଗିରହିଛି ।
|ଅଧିନିୟମର ଧାରା ୩ ଅନୁସାରେ ଉପରୋକ୍ତ ଆଇନ ଉଲ୍ଲଙ୍ଘନ ପୂର୍ବକ କରାଯାଇଥିବା ବାଲ୍ୟ ବିବାହ ଆଇନତଃ ବୈଧ ବିବାହ ନୁହେଁ ବୋଲି ଧରାଯିବ ।
legibly's Usage Examples:
letters had become more angular and were written closer together, less legibly than in previous centuries; at the same time, the modern dotted i appeared.
unique oval-based penmanship style that could be written very quickly and legibly to aid in matters of business correspondence as well as elegant personal.
has written on that handsome but fatal-looking countenance of his, quite legibly to my prophetic eye, "Go and get thyself beheaded, but not before having.
Schumann cannot speak coherently or write legibly, he is lazy, unreliable, and conceited, a mediocre composer whose music is unclear and almost impossible to perform, incompetent, childish, unmanly, in short totally lost for any social adjustment.
casting of foreign origin entering the United States has to be marked legibly with the English name.
Markam at this same point uses a caret to insert a line of text that is illegibly crossed out; see picture in Damore, p.
to be the first draft of the poem, but rather a "fair copy" written out legibly for publication, though it has some minor differences from the final published.
Note that the two pioneer settlements west of the city are described (illegibly) as a group of "various splitters, lum[ber]".
She first appeared in Lloyd"s Register in 1800, and then more legibly in 1801 (though with the name Admiral Man), with W.
depictions of chess in television and film, the game is shown continuously and legibly for several seconds in a single shot.
users—such as internal numeric identifiers for values in a database, illegibly encoded data, session IDs, implementation details, and so on.
various existing scripts as inspiration to develop a unique oval-based penmanship style that could be written very quickly and legibly to aid in matters.
The twist was they had to edibly and legibly write their name on their cake.
Synonyms:
decipherably, readably,
Antonyms:
unreadably, undecipherably, illegibly,