<< leftward lefty >>

leftwards Meaning in Odia (Oriya). ( leftwards ଶବ୍ଦର ଓଡିଆ ଅର୍ଥ)



ବାମକୁ,

Adverb:

ପଶ୍ଚିମ ଦିଗ,

leftwards తెలుగు అర్థానికి ఉదాహరణ:

ଦ୍ରୁତ ବେଗରେ ବାମକୁ ବୁଲିଲେ ଚାଳକମାନେ ବେକରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଇଛି ।

ଏହାଙ୍କର ଶୁଣ୍ଢ ବାମକୁ ମୋଡ଼ି ହୋଇ ରହିଥିବାରୁ ଏହାଙ୍କୁ ଇଦାମ‌ପୁରୀ ବା ବାମାବର୍ତ୍ତ ଗଣେଶ କୁହାଯାଏ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ସୁଦର୍ଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି ।

ଏହି ଦୁର୍ଗର ବାମକୁ କିରାଟ ସିଂହ ନାମକ ସୈନ୍ୟଙ୍କ ସ୍ମାରକୀ ରହିଛି ।

ଘିରିଘିରି ହୋଇ ବୁଲିବା, ତଳୁ ଉପରକୁ ରକେଟ ପରିଯିବା, ଉପରୁ ତଳକୁ ଖସିବାବେଳେ ମୁଣ୍ଡକୁ ଲମ୍ବାଇ ଉଡ଼ିବା, ଚିତ୍ ପଟାଙ୍ଗ ମାରିବା, ଡାହାଣରୁ ବାମକୁ ଓ ବାମରୁ ଡାହାଣକୁ କଡ଼େଇ କଡ଼େଇ ଉଡ଼ିବା ଆଦି ନାନାଦି କରାମତି ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର ।

ବାମକୁ ଖରସ୍ରୋତା ନଦୀ ନାମରେ ନାମିତ ହୋଇ ପ୍ରବାହିତ ହୋଇଅଛି ।

ଯେହେତୁ ଏହି ଖେଳଟି 2Dରେ ଉପଲବ୍ଦ, ତେଣୁ ପିଲାଟି ବାମକୁ, ଡାହାଣକୁ ଯାଇପାରେ କିଛି ଉପରେକୁ ଡେଇଁପାରେ ଏବଂ ଦରକାରବେଳେ କିଛିବାଟ ଚଢ଼ିପାରେ ।

ବୃହତ ସଂହିତାରେ ଲମ୍ବୋଦର ଏବଂ ମସ୍ତକରେ କିଞ୍ଚିତ ବାମକୁ ଢ଼ଳିପଡ଼ିଥିବା ହୀରକଯୁକ୍ତ ମୁକୁଟ , ହସ୍ତମାନଙ୍କରେ ଶଙ୍ଖ ଓ ପଦ୍ମନିଧି ସହିତ ମୁଦ୍ଗର ଧାରଣ କରିଥିବା ବର୍ଣ୍ଣିତ ହୋଇଛି ।

leftwards's Usage Examples:

It is a small, leftwards-facing hook joined to the bottom-right side of a letter, and is distinguished.


is held with the spout (siphonal canal) pointed up, its spiral twists rightwards rather than very much more common form, which twists leftwards.


ballistic annihilation, a system of particles moving both leftwards and rightwards through a one-dimensional medium.


lArr: ISO 10646 does not say that "leftwards double arrow" is the same as the "is implied by" arrow, but also does.


in terms of ballistic annihilation, a system of particles moving both leftwards and rightwards through a one-dimensional medium.


NumberOfValidInputCharacters(); // Starting from the right and working leftwards is easier since // the initial "factor" will always be "2".


inclination can be adjusted by tilting it forwards, backwards, leftwards, or rightwards.


either upwards or rightwards (instead of left) and PgDn will move down or leftwards (instead of right).


and regarded the Unitied Party"s new leader JGN Strauss as taking it leftwards.


Foot directed leftwards.


commonly formed by combining the decimal point with a closely "attached" leftwards-descending arc-shaped segment.


, leftwards packed or smallest in lexicographic order) of either the normal form of.


In right-to-left settings, PgUp will move either upwards or rightwards (instead of left) and PgDn will move down or leftwards (instead of right).



leftwards's Meaning in Other Sites