<< lawings lawk >>

lawins Meaning in Odia (Oriya). ( lawins ଶବ୍ଦର ଓଡିଆ ଅର୍ଥ)



ଆଇନ,

ନିୟମ,

Noun:

ନିୟମ,

People Also Search:

lawk
lawks
lawless
lawlessly
lawlessness
lawlessnesses
lawmaker
lawmakers
lawmaking
lawman
lawmen
lawmonger
lawn
lawn bowling
lawn cart

lawins తెలుగు అర్థానికి ఉదాహరణ:

ଏହା ପୂର୍ବରୁ ସତ୍ୟେନ୍ଦ୍ର ମଧ୍ୟ ଆଇନ୍‌ଷ୍ଟାଇନ୍ଦ୍ୱାରା ଲିଖିତ ସାଧାରଣ ଆପେକ୍ଷିକ ତତ୍ତ୍ୱକୁ ଜର୍ମାନରୁ ଈଂରାଜୀରେ ଅନୁବାଦ କରିଥିଲେ ।

ଆଇନଷ୍ଟାଇନଙ୍କ ମତରେ ଆଲୋକ ତରଙ୍ଗ ନୁହେଁ, ବରଂ ଏଥିରେ ଅନେକ ଶକ୍ତିର ଛୋଟ ଛୋଟ ପୁଡ଼ା ବହନ କରୁଥିବା କ୍ଷୁଦ୍ରକଣ ପଦାର୍ଥ (ଫୋଟୋନ୍) ଥାଆନ୍ତି ।

ତଥାପି, ସାଂସଦମାନଙ୍କଦ୍ୱାରା ସ୍ୱାଧୀନ ଭାବେ ପ୍ରସ୍ତାବିତ ଅନେକ ଚିଠାକୁ ଆଇନରେ ପରିଣତ କରାଯାଇଛି | ବାଚସ୍ପତି ଜାତୀୟ ସଂସଦରେ ଅଧ୍ୟକ୍ଷତା କରିଛନ୍ତି।

|ଚାକିରି ଜୀବନ|୧୯୬୧ ମସିହାରେ ସେ କଟକସ୍ଥିତ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତକ ଉପାଧି ହାସଲ କରିଥିଲେ ।

|ଗୀତ|ଆଧାର|ବାହାର ଆଧାର|୨୦୦୧ର ଓଡ଼ିଆ କଥାଚିତ୍ର ଭାରତୀୟ ଆଇନ କମିଶନଙ୍କ ୪୧ତମ ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଭାରତୀୟ ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୪୩୮ରେ ଅଗ୍ରୀମ ଜାମିନର ପ୍ରାବଧାନ ରଖାଯାଇଛି ।

ସହର କହିଲେ ଆଇନ ଗତ କିମ୍ବା ରାଜନୈତିକ ଭାବରେ ସୀମା ଚିହ୍ନଟ ହେଇଥିବା ଓ ପ୍ରଶାସନଦ୍ୱାରା ସ୍ୱୀକୃତ ସହରାଞ୍ଚଳ ଭାବେ  ହେଇଥିବା ଓ ସ୍ଥାନୀୟ ପ୍ରଶାସନ ରହିଥିବା ଅଞ୍ଚଳକୁ କୁହାଯାଇଥାଏ ।

ଅନ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଏବଂ ସେମାନଙ୍କର ରାଷ୍ଟ୍ରଦୂତମାନେ ଏହି ଆଇନର ପରିସରଭୁକ୍ତ ନୁହଁନ୍ତି ଇତ୍ୟାଦି ।

ମାକାଉକୁ ଏକ ପୃଥକ ଆଇନଗତ ଅଞ୍ଚଳ ଭାବରେ ଗ୍ରହଣ କରାଯାଏ।

କିନ୍ତୁ ପ୍ରତିନିଧି ସଭାଦ୍ୱାରା ପାରିତ କୌଣସି ଚିଠାକୁ ଆଇନରେ ପରିଣତ ହେବାରେ ପାର୍ଷଦ ସଭା କେବଳ ଡେରି କରାଇପାରିବ କିନ୍ତୁ ରୋକି ପାରିବ ନାହିଁ ।

ଭାରତୀୟ ଆଇନ ସେବା କ୍ଷେତ୍ରରେ ଏହି ପଦକ୍ଷେପକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୯ ତାରିଖ ଜାତୀୟ ଆଇନ ସେବା ଦିବସ ରୂପେ ସାରା ଦେଶରେ ପାଳିତ ହୋଇ ଆସୁଛି ।

| ପୃଷ୍ଠଭୂମି |ସଂପ୍ରତି ଭାରତରେ ସାଂବିଧାନିକ ବ୍ୟବସ୍ଥାରେ କେବଳ ହତ୍ୟା, ଧର୍ଷଣ ତଥା ଅପହରଣ ଭଳି ଗମ୍ଭୀର ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କୁ ହିଁ ନିର୍ବାଚନ ଲଢିବାରୁ ବଞ୍ଚିତ କରିବା ଭଳି ଆଇନ ରହିଛି ।

ସରକାର ଭାରତୀୟ ସମ୍ବିଧାନର ଧାରା ୨୧ଦ୍ୱାରା ଅଧିକୃତ ହୋଇ ଏଭଳି ଅଧିନିୟମ ଜାରୀ କରିପାରିବେ ବୋଲି ଉଲ୍ଲେଖ କରିବା ସତ୍ତ୍ୱେ ପ୍ରଖ୍ୟାତ ଆଇନବିତ୍ ନାନାଭୋୟ୍ ପାଲକିବାଲା କେଶବାନନ୍ଦଙ୍କୁ ଏହି ଅଧିନିୟମ ସମ୍ବିଧାନ ବିରୋଧୀ ଏବଂ ଏହା ବିରୁଦ୍ଧରେ ମାମଲା ଦାୟର କରିବାପାଇଁ ପ୍ରବର୍ତ୍ତାଇଥିଲେ ।

lawins's Meaning in Other Sites