<< lamplighters lamplit >>

lamplights Meaning in Odia (Oriya). ( lamplights ଶବ୍ଦର ଓଡିଆ ଅର୍ଥ)



ଦୀପାବଳୀ,

ଦୀପରୁ ଆଲୋକ,

Noun:

ଦୀପାଲୋକ |,

lamplights తెలుగు అర్థానికి ఉదాహరణ:

|କାଳୀପୂଜା ଏବଂ ଦୀପାବଳୀ|କାର୍ତ୍ତୀକ କୃଷ୍ଣ ଚତୁଦ୍ଦର୍ଶୀଠାରୁ ଦୀପାବଳୀ ଉତ୍ସବ ଆରମ୍ଭ ହୋଇଥାଏ ଏବଂ ଅମାବାସ୍ୟାର ଘନ ଅନ୍ଧକାରର ମଧ୍ୟରାତ୍ରରେ ଦେବୀ କାଳୀଙ୍କ ପୂଜା ଆରମ୍ଭ ହୋଇଥାଏ ।

ଏହି ଉତ୍ତେଜନା କାରଣରୁ ଭାରତର ସୀମା ସୁରକ୍ଷା ବାହିନୀର ସୈନିକମାନେ ଦୀପାବଳୀ ଓ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଆଦାନ ପ୍ରଦାନ ମଧ୍ୟ ବନ୍ଦ ରଖିଥିଲେ ।

ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ ।

ଚୌଥ|କୃଷ୍ଣ ଦ୍ୱାଦଶୀ: ଗୋବତ୍ସା ଦ୍ୱାଦଶୀ|କୃଷ୍ଣ ତ୍ରୟୋଦଶୀ: ଧନ ତ୍ରୟୋଦଶୀ/ ଧନତେରାସ/ ଧନ୍ୱନ୍ତରୀ ଜୟନ୍ତୀ|କୃଷ୍ଣ ଚତୁର୍ଦ୍ଦଶୀ: ନରକ ଚତୁର୍ଦ୍ଦଶୀ|ଅମାବାସ୍ୟା: କାଳୀ ପୂଜା, ଦୀପାବଳୀ ଓ ପୟାଶ୍ରାଦ୍ଧ|ଶୁକ୍ଳ ଦ୍ୱିତୀୟା: ଯମଦ୍ୱିତୀୟା|ଶୁକ୍ଳ ଚତୁର୍ଥୀ: ନାଗ ଚତୁର୍ଥୀ|ଶୁକ୍ଳ ପଞ୍ଚମୀ: ଲାଭ ପଞ୍ଚମୀ|ଶୁକ୍ଳ ଷଷ୍ଠୀ: ଛଠ ପୂଜା|ଶୁକ୍ଳାଷ୍ଟମୀ: ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ: ଗୋସେବା ଉତ୍ସବ ।

ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଦୀପାବଳୀ ଦିନ ପିତୃଲୋକକୁ ପୁନର୍ଗମନ କରନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

|__NOTOC__| ପାଞ୍ଜି ଦେଖା | ବିସ୍ତୃତରେ |ଗୁଜରାଟରେ ଦୀପାବଳୀର ପରଦିନକୁ ବିକ୍ରମ ସମ୍ବତର ପ୍ରଥମ ଦିନ ଭାବରେ ନିଆଯାଇଥାଏ, ଯାହାକି କାର୍ତ୍ତିକ ମାସର ପ୍ରଥମ ଦିନ ହୋଇଥାଏ ।

ଉଲ୍ଲେଖନିୟ ଉଦାହରଣରେ "ଦୀପାବଳୀ" ସାମିଲ ରହିଛି, ଯାହାକୁ ସମଗ୍ର ଦେଶରେ ହିନ୍ଦୁ, ଶିଖ ଏବଂ ଜୈନ ମାନଙ୍କଦ୍ୱାରା ପାଳନ କରାଯାଏ ।

ମିଥିଳାର କେତେକ ଅଞ୍ଚଳରେ ଏହି ଦିନ ଠାରୁ କାଳୀ ପୂଜା ଆରମ୍ଭ ହୋଇ ଦୀପାବଳୀ ପର୍ଯ୍ୟନ୍ତ ଚାଲେ ଓ ଦୀପାବଳୀରେ ନିଶା ପୂଜା ସ‌ହ ଏହାର ଉଦ୍‌ଯାପନ ହୋଇଥାଏ ।

|ପାର୍ବଣ|ଦଶହରା ଓ ଦୀପାବଳୀ ଅବସରରେ ଏଠାରେ ବିଶେଷ ପୂଜା ପାଠ ଆୟୋଜନ କରାଯାଏ ।

ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟାଅମାବାସ୍ୟା କହନ୍ତି ।

|ବଡ଼ବଡ଼ିଆ ଶ୍ରାଦ୍ଧ|ଦୀପାବଳୀ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଏହି ଶ୍ରାଦ୍ଧ ପାଳନ କରାଯାଏ ।

| ଆହୁରି ଦେଖନ୍ତୁ |ହିନ୍ଦୁ ସମୟ ଗଣନା|ହିନ୍ଦୁ ପାଞ୍ଜି|ଶକ ପଞ୍ଜିକା|ଦୀପାବଳୀ| ଆଧାର | ବାହ୍ୟ ଆଧାର |ପର୍ବ ପେଣ୍ଟାସୋମି ଏକ୍ସ (ଇଂରାଜୀ ଭାଷାରେ Pentasomy X, ଅନ୍ୟ ନାମ 49,XXXXX) ଏକ ପ୍ରକାର କ୍ରୋମୋଜୋମାଲ ତୃଟି (chromosomal abnormality) ଯେଉଁଥିରେ ମହିଳାଙ୍କର (female) ଦୁଇଟି ଏକ୍ସ (X) କ୍ରୋମୋଜୋମ (X chromosome ) ନଥାଇ ୫ଟି ଥାଏ ।

lamplights's Usage Examples:

bridges designed in various styles with such decorations as statues, lamplights, lions, horses, sphinxes and griffins, and there are modern styles lacking.


[citation needed] Also, during the cherry blossom festival period, lamplights are placed on each of the cherry trees in the Formosan Aboriginal Cultural.



Synonyms:

light, visible radiation, visible light,

Antonyms:

dark, dull, bright, dullness,

lamplights's Meaning in Other Sites