krishnas Meaning in Odia (Oriya). ( krishnas ଶବ୍ଦର ଓଡିଆ ଅର୍ଥ)
କୃଷ୍ଣ,
ଏପରି ଏକ ସୁନ୍ଦର ଯୁବକ ଅବତାରରେ ବଂଶୀ ବଜାଉଥିଲେ |, ଅଷ୍ଟମ ଏବଂ ବିଷ୍ଣୁଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବତାର |,
People Also Search:
krisingkrisses
krissing
kristian
kriti
krona
krone
kronecker
kronecker delta
kronen
kroner
kronor
kronur
kroon
kruger
krishnas తెలుగు అర్థానికి ఉదాహరణ:
|ସଂସ୍କୃତି|ଏହି ଗାଆଁଠାରୁ ଅଳ୍ପ ଦୂରରେ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଅଛି ।
ପରବର୍ତ୍ତୀ ସମୟରେ, ସେ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲପମେଣ୍ଟ ଷ୍ଟଡିଜର ଅଧ୍ୟକ୍ଷ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲର ସଭ୍ଯ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟଭାର ସମ୍ଭାଳି ଥିଲେ ।
କୁନା ତ୍ରିପାଠୀ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ବିନାୟକ ମିଶ୍ର, ନବ ଆଚାର୍ଯ୍ୟ, ରୀନା ବେହେରା, ସୁବ୍ରତ ଦାସ, ଜୀମୁତା, ଜୟନ୍ତି କର, ମନୋଜ ପଣ୍ଡା, ନିମାନନ୍ଦ ପାତ୍ର, ପ୍ରିୟମ୍ବଦା ରାୟ, ତୃପ୍ତି ସିହ୍ନା, ଶ୍ରୀକୃଷ୍ଣ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା ।
|ବୈଶାଖ ଶୁକ୍ଳନବମୀ: ସୀତା ନବମୀ - ସୀତାଜନ୍ମ|ଭାଦ୍ରବ କୃଷ୍ଣନବମୀ: ନନ୍ଦୋତ୍ସବ - କୃଷ୍ଣ ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ|ଆଶ୍ୱିନ ଶୁକ୍ଳନବମୀ: ମହାନବମୀ - ଶାରଦୀୟା ଦୁର୍ଗା ପୂଜାର ତୃତୀୟ ବା ଶେଷ ଦିବସ ।
ତାଙ୍କ ବାପାଙ୍କ ନାମ ରାଧାକୃଷ୍ଣ ପ୍ରଧାନ ଓ ପତ୍ନୀଙ୍କ ନାମ କମଳ ପ୍ରଧାନ ।
ପ୍ରେମ ତଥା ପ୍ରେମର ସଂପୂର୍ଣ୍ଣ ପରିବାର ଏଭଳି ଦୁଃସମୟରେ କୃଷ୍ଣକାନ୍ତଙ୍କୁ ସମବେଦନା ଜଣାନ୍ତି ଏବଂ ପୂନମର ଭଲ ହେବାଯାଏଁ ସମସ୍ତ ଦାଯୀତ୍ୱ ବହନ କରନ୍ତି ।
ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ଯୁଦ୍ଧ ଚାଲିଥିଲା, ଜାମ୍ବବାନ୍ ଶେଷରେ ଅନୁଭବ କଲେ ଯେ କୃଷ୍ଣ ହେଉଛନ୍ତି ରାମଙ୍କ ପୁନର୍ଜନ୍ମ ।
ସେ କୃଷ୍ଣ, ଲବ କୁଶ, ବିକ୍ରମ ଔର ବେତାଳ" ଓ ଅଲିଫ ଲୈଲା ଆଦି ଧାରାବାହିକ ମଧ୍ୟ ନିର୍ମାଣ କରିଥିଲେ ।
ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ ।
ପରେ ସେ ଏକ ହିନ୍ଦୀ ପୁରାଣ ନାଟକ ଚକ୍ରଭ୍ୟୁରେ ଅବଭିନୟ କରିଥିଲେ, ଯେଉଁଥିରେ ସେ ପ୍ରଭୁ କୃଷ୍ଣ ଭାବରେ କରିଥିଲେ, ଯାହକି ପରବର୍ତ୍ତୀ ସମୟରେ ମହାଭାରତରେ କୃଷ୍ଣ ଭୂମିକାରେ ଅଭିନୟ କରିବାର ବାଟ ଫିଟେଇଥିଲା ।
ସେଠାରେ ପହଞ୍ଚିବା ପରେ ଜରାସନ୍ଧ ତାଙ୍କୁ ବ୍ରାହ୍ମଣ ବୋଲି ଭାବି କିଛି ମାଗିବାକୁ କହିଥିଲେ, କିନ୍ତୁ ସେତେବେଳେ ବ୍ରାହ୍ମଣ ବେଶଧାରୀ ଶ୍ରୀକୃଷ୍ଣ କହିଥିଲେ ଯେ ତାଙ୍କର ଦୁଇ ବନ୍ଧୁଙ୍କ ମୌନବ୍ରତ ଅର୍ଧରାତ୍ରୀରେ ହିଁ ସମାପ୍ତ ହେବା ଏବଂ ତା ପରେ ହିଁ ସେମାନେ କିଛି ମାଗିବେ ।