knowledgeable Meaning in Odia (Oriya). ( knowledgeable ଶବ୍ଦର ଓଡିଆ ଅର୍ଥ)
ଜ୍ଞାନୀ, ଜଣାଶୁଣା, ବୁଦ୍ଧିମାନ, ଜ୍ଞାନବାନ,
Adjective:
ଜ୍ଞାନବାନ, ବୁଦ୍ଧିମାନ, ଆସାମୀୟ ଭାଷାରେ ଅନୁବାଦ:,
People Also Search:
knowledgeablyknowledged
knowledges
known
knowns
knows
knox
knoxville
knub
knubbly
knuckle
knuckle duster
knuckle under
knuckled
knuckleduster
knowledgeable తెలుగు అర్థానికి ఉదాహరణ:
ଶୁଷ୍କ ପରିବାସରେ ବାସ କରୁଥିବା ଧୂଳିଆ ବୋଡ଼ା ଜଳୀୟ ଅଂଶର ବ୍ୟୟକୁ ନିୟନ୍ତ୍ରିତ କରିବା ପାଇଁ ଏପରି କରୁଥିବା କିଛି ସର୍ପ ବିଜ୍ଞାନୀ ବିଶ୍ୱାସ କରନ୍ତି ।
|କ୍ଲିନିକାଲ ମନୋବୈଜ୍ଞାନୀ (Clinical psychology) ଏବଂ ମାନସିକ ଚିକିତ୍ସାବିତ୍ (psychiatry) ୧୯୭୦ ମସିହାରୁ ଅନେକ ସଚେତନତାକୁ ଉପଯୋଗ କରି ରୋଗ ନିବାରଣ ପଦ୍ଧତି ବାହାରକରିଥିଲେ ଯାହା ମାନସିକ ରୋଗୀମାନଙ୍କୁ ସହାୟତା କରିଆସୁଛି ।
|ଏହାର ନାମ ଉଦ୍ଭିଦ ବିଜ୍ଞାନୀ ଜୋହାନ କୋନିଗ(Johann Gerhard König)ଙ୍କୁ ମନେ ପକାଇଦିଏ।
|ଅଶ୍ୱିନୀ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ କର୍ମଠ, ଦୃଢମନା, ଜ୍ଞାନୀ ତଥା ସମସ୍ତଙ୍କଦ୍ୱାରା ଆଦୃତ ହୋଇଥାଆନ୍ତି ।
| ଇତିହାସ |କାକଟପୁର ମା'ମଙ୍ଗଳାଙ୍କ ମନ୍ଦିରକୁ ବିଗତ ୫୦୦ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର "ରାୟଚୁଡାମଣି"ଙ୍କ ପରିବାର, ବିଶିଷ୍ଠ ଜ୍ଞାନୀ ସେବକମାନଙ୍କୁ ନେଇ ନିର୍ମାଣ କରିଥିଲେ।
| ଆଧାର | ବାହାର ଆଧାର |ଓଡ଼ିଶାରେ ଶିକ୍ଷା|ଶିକ୍ଷା|ସୁନ୍ଦରଗଡ଼ ଜିଲ୍ଲା ଆଲାନ ମାଥିସନ ଟ୍ୟୁରିଙ୍ଗ (୨୩ ଜୁନ ୧୯୧୨ - ୭ ଜୁନ ୧୯୫୪) ଲଣ୍ଡନରେ ଜନ୍ମିତ ଜଣେ ବ୍ରିଟିଶ୍ ଗଣିତଜ୍ଞ ଓ କମ୍ପ୍ୟୁଟର ବିଜ୍ଞାନୀ ଥିଲେ ।
)|ଏଡା ନିଜର ଦୃଷ୍ଟିକୋଣକୁ "କାବ୍ୟିକ ବିଜ୍ଞାନ(poetical science)" ଓ ନିଜକୁ ଜଣେ "ବିଶ୍ଳେଷିକା (ଓ ତତ୍ତ୍ୱଜ୍ଞାନୀ) ଭାବେ ବର୍ଣ୍ଣନା କରିଛନ୍ତି ।
|ବ୍ରିଟିଶ୍ ଶାସନ କାଳରେ ଅନେକ ଇଉରେପୀୟ ଉଦ୍ଭିଦବି଼ଜ୍ଞାନୀ ଭରତୀୟ ଉପମହଦେଶର ଉଦ୍ଭିଦ ସମୂହକୁ ଅଧ୍ୟୟନ କରିଥିଲେ।
|ଗହ୍ୱରର ପ୍ରଥମ କିଛି ବର୍ଷର ଇତିହାସ ଅନିର୍ଦ୍ଦିଷ୍ଟ: କିଛି ସ୍ଥାନୀୟ ଭୂବିଜ୍ଞାନୀମାନେ ୧୯୬୦ରୁ ମାଟି ଧସି ଗହ୍ୱର ସୃଷ୍ଟି ହୋଇଥିବା ଓ ୧୯୮୦ ମସିହା ପର୍ଯ୍ୟନ୍ତ ଏଥିରେ ଅଗ୍ନି ସଂଯୁକ୍ତ ହୋଇନଥିବାର ଅନୁମାନ କରନ୍ତି ।
|ଜନସଂଖ୍ୟା ବିସ୍ଫୋରଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଖଦ୍ୟାଭାବ ଆଜି ଉଦ୍ଭିଦବି଼ଜ୍ଞାନୀ ମାନଙ୍କ ପାଇँ ନୂଆ ଚ୍ଯାଲେଞ୍ଜ୍ ଭାବରେ ଠିଆ ହୋଇଛି।
ଜର୍ମାନୀର ପଦାର୍ଥ ବିଜ୍ଞାନୀ ଡାନିଏଲ୍ ଗାବ୍ରିଏଲ ଫାରେନହାଇଟ ୧୭୨୪ ମସିହାରେ ଗୋଟିଏ ଥର୍ମୋମିଟର ଉଦ୍ଭାବନ କରିଥିଲେ ।
|୨୦୧୮ ମସିହା ଅପ୍ରେଲ ୧୮ ତାରିଖରେ ଜଣେ କୁସୁଣ୍ଡାଭାଷୀ ରାଜାମାମା କୁସୁଣ୍ଡାଙ୍କ ମୃତ୍ୟୁପରେ ଏହି ଭାଷା ସମ୍ପୂର୍ଣ୍ଣ ଲୋପ ପାଇଲା ବୋଲି ଅନୁମାନ କରାଯାଉଥିଲେ ହେଁ ଜ୍ଞାନୀ ମାୟା ସେନ ଏକମାତ୍ର କୁସୁଣ୍ଡା ଭାଷୀ ଜୀବୀତ ବ୍ୟକ୍ତି ହୋଇଥାଇପାରନ୍ତି ।
knowledgeable's Usage Examples:
However, it has in the past decade, become unacceptable for people who are more knowledgeable about rabbits' needs that they should live in a hutch of this size, or any small cage for that matter.
New entrants into the band are expected to be knowledgeable in poetry as well as undergo a number of physical tests or ordeals.
However, the more aware one is of what Bogdanovich is trying to do and the more knowledgeable one is about the era he is trying to evoke, the more enjoyable the movie.
Rabbi Shimon -in taking an extreme approach- quantifies the unknowledgeable Kohen as being the equivalent of an animal and beast.
mushrooms, but mycologists discourage mushroom hunters, other than knowledgeable experts, from selecting any of these for human consumption.
becoming an author, but she considered herself to be too poor and unknowledgeable to succeed as a writer.
The purpose of the study was to test how knowledgeable U.
California State University, Sacramento who was widely known for acerbic, scathingly humorous and knowledgeable postings to Usenet science fiction newsgroups.
A nerd is a person who is intellectually knowledgeable or bright, but socially inept.
Some centers may also provide a knowledgeable person to accompany a parent to IEP meetings to assist the parent in the process.
Native speakers will not necessarily be knowledgeable about every grammatical.
knowledgeable in the rare book trade) to acquire the valuable books for a bargain price.
Synonyms:
learned, knowing, well-read, well-educated, lettered, educated,
Antonyms:
nonintellectual, unenlightened, noncivilized, innumerate, uneducated,