knotter Meaning in Odia (Oriya). ( knotter ଶବ୍ଦର ଓଡିଆ ଅର୍ଥ)
ଗଣ୍ଠି,
Adjective:
ଗ୍ଲାଣ୍ଡୁଲାର୍ |,
People Also Search:
knottersknottier
knottiest
knottiness
knotting
knottings
knotty
knotty pine
knout
knouting
knouts
know
know all
know apart
know how
knotter తెలుగు అర్థానికి ఉదాహరణ:
|ବୟସ୍କ ଲୋକମାନଙ୍କର ମେରୁହାଡ଼ ଏବଂ ମୁଖ୍ୟ ଗଣ୍ଠିସବୁ କଠିନ ହୋଇ ଅଚଳ ହୋଇଯାଏ ।
ଧମନୀ (arteries), ଶିରା (veins), ମସ୍ତିଷ୍କର ଭେଣ୍ଟ୍ରିକ୍ଲ (ventricles of the brain), ମୂତ୍ର ପ୍ରଣାଳୀ (urinary system) ଓ ଗଣ୍ଠିମାନଙ୍କର (joints) ଅବସ୍ଥା ଦେଖିବାକୁ ଓ କମ୍ପ୍ୟୁଟର ଟୋମୋଗ୍ରାଫି (computer tomography ବା CT scan) କଲାବେଳେ ଏହା ବ୍ୟବହାର କରାଯାଏ ।
ମୁଷା ଦେହରେ ପରୀକ୍ଷା କରି ଦେଖା ଯାଇଛି, ମହିଳା ହରମୋନ ଇଞ୍ଜେକ୍ସନ ଦେଲେ ଗଣ୍ଠି ପ୍ରତିରୋଧ ବଢ଼େ ଓ ପୁରୁଷ ହରମୋନ ଦେଲେ କମେ ।
ନିର୍ଦ୍ଦିଷ୍ଟ ଭାବରେ ଏହା ସେଲ୍ୟୁଲାଇଟିସ୍, ମୂତ୍ରନଳୀ ସଂକ୍ରମଣ (urinary tract infections), ନିମୋନିଆ, ଏଣ୍ଡୋକାର୍ଡ଼ାଇଟିସ (endocarditis), ଗଣ୍ଠି ସଂକ୍ରମଣ ( joint infection) ଓ ପିତ୍ତନଳୀ ସଂକ୍ରମଣ (biliary tract infections) ରୋଗମାନଙ୍କରେ ଦିଆଯାଏ ।
ହୃଦରୋଗ ,ବହୁମୁତ୍ର , ଗଣ୍ଠିବାତ ଆଦି ରୋଗ ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।
ପତ୍ର ରସ କିମ୍ବା ପତ୍ର କଳ୍କ ଏବଂ ଫଳମଜ୍ଜାର ଗରମ ସେକଦ୍ୱାରା ଗଣ୍ଠିବାତ, ହାଡ଼ ଏବଂ ମାଂସପେଶୀ ଆଘାତ ଏବଂ ମକଚା, ଗହିର କ୍ଷତ ଇତ୍ୟାଦି ଆରୋଗ୍ୟ ହୋଇ ଥାଏ ।
|ଏହାର ଚିକିତ୍ସାରେ ସଜାଗ ଅପେକ୍ଷା (Watchful waiting), ଗଣ୍ଠିରେ ସ୍ପ୍ଲିଣ୍ଟ ଲଗା, ଛୁଞ୍ଚିଦ୍ୱାରା ଅସ୍ପିରେସନ ଓ ଅପରେଶନ ଇତ୍ୟାଦି ମୂଖ୍ୟ ସ୍ଥାନ ଅଧିକାର କରେ ।
| ଆଧାର |୧୯୫୮ ଜନ୍ମ|କଟକ ଜିଲ୍ଲାର ଲୋକ|ପଦ୍ମଶ୍ରୀ ସମ୍ମାନିତ|୨୦୨୧ ମୃତ୍ୟୁ|ଭାରତରେ କୋଭିଡ-୧୯ ମହାମାରୀ ଯୋଗୁ ମୃତ୍ୟୁ ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ (ଇଂରାଜୀ ଭଷାରେ tibial plateau fracture) କୁହାଯାଏ ଯେତେବେଳ ଆଣ୍ଠୁ ଗଣ୍ଠି (knee joint) ତିଆରିରେ ଭାଗ ନେଉଥିବା ଟିବିଆ (tibia) ଅସ୍ଥିର ଉପର ଭାଗ ଭାଙ୍ଗିଯାଏ (break) ।
ଆର୍ଥ୍ରାଇଟିସ ଶବ୍ଦଟି ଆର୍ଥ୍ରୋସ (ଯାହାର ଅର୍ଥ ଗଣ୍ଠି) ଓ ଆଇଟିସ (ଯାହାର ଅର୍ଥ ପ୍ରଦାହ) ନାମକ ଦୁଇଟି ଗ୍ରୀକ ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି ।
ଶିରା ଇଞ୍ଜେକସନ ଆକାରରେ ପ୍ରଥମ ଧାଡ଼ି ଚିକିତ୍ସା ଭାବରେରେ ଏହା ଦିଆଯାଉଥିବା ଜଟିଳ ହୋଇଥିବା ରୋଗମାନଙ୍କ ନାମ ଚର୍ମ ସଂକ୍ରମଣ, ରକ୍ତ ସଂକ୍ରମଣ, ଏଣ୍ଡୋକାର୍ଡ଼ାଇଟିସ, ଅସ୍ଥି-ଗଣ୍ଠି ସଂକ୍ରମଣ ଓ ମେଥିସିଲିନ ପ୍ରତିରୋଧିତ ସ୍ଟାଫିଲୋକୋକସ ଅରିଅସ ସଂକ୍ରମଣ ରୋଗ ସମୂହ ।
ମୂଳ-ଗଣ୍ଠିକରଣ ଯୋଗୁଁ ଅମଳ ପରେ ମଧ୍ଯ ମାଟିରେ ଅଧିକ ପରିମାଣରେ ନାଇଟ୍ରେଟ ରହିଯାଇଥାଏ ଯାହା ଭବିଷ୍ଯତର ବିଭିନ୍ନ ଉଦ୍ଭିଦ ବ୍ୟବହାର କରିଥାନ୍ତି ।
ଅନ୍ୟ ଲକ୍ଷଣ ସମୂହ - ଆନିମିଆ, ଚର୍ମ ରାସ୍, ଗଣ୍ଠି ଯନ୍ତ୍ରଣା, ଚକ୍ଷୁ ପ୍ରଦାହ (inflammation of the eye) ଓ ଥକ୍କାଣ ।
knotter's Usage Examples:
6 km/h) over the "27 knotters".
Like the other Laird-built 30-knotters, Griffon was propelled by two triple expansion steam engines, fed by four.
pair - like all other surviving three-funnelled destroyers of the "30-knotter" group - were reclassed as C-class destroyers.
from various builders as part of this programme, consisting of 17 "thirty-knotters" contracted to reach a speed of 30 knots (56 km/h; 35 mph) during sea trials.
Thornycroft"s 27-knotters or to the first order for 27-knotters, or to all the 27-knotters.
of HM destroyers (at the same time, the 4-funnelled, "30 knotters" became the "B" class and the 2-funnelled ships the "D" class).
before William Deering invented a binder that successfully used twine and a knotter (invented in 1858 by John Appleby).
were all built by Cammell Laird and were part of the class of "thirty knotters".
18-inch torpedo tubes, one fixed in a bow mount and two on a revolving mount abaft the two funnels; however the fixed bow tube fitted in the preceding "26-knotter".
Shipbuilding and Iron Company as part of the group of boats known as the "thirty knotters".
All of the "26-knotters" and most of the "27-knotters" had been lost or scrapped before the 1913 classification.
of this shipbuilding programme, as a follow-on to the six prototype "26-knotters" ordered in the previous 1892–1893 Estimates.
were better constructed than their A-class forebears (the "26 knotter" and "27 knotter" groups), but still were poor seaboats unable to reach top speed.