knitches Meaning in Odia (Oriya). ( knitches ଶବ୍ଦର ଓଡିଆ ଅର୍ଥ)
ବୁଣାକାର,
Noun:
ରୋଷେଇ ଘର,
People Also Search:
knitsknitted
knitter
knitters
knitting
knitting machine
knitting needle
knitting stitch
knittings
knittle
knittles
knitwear
knitwears
knive
knives
knitches తెలుగు అర్థానికి ఉదాహరణ:
|ଇତିହାସ|ଏହି ପ୍ରକାର ପାଟ ଶାଢ଼ୀକୁ ସାଧାରଣତଃ ମାଣିଆବନ୍ଧ ଓ ନୂଆପାଟଣା ଅଂଚଳର ବୁଣାକାର (ତନ୍ତୀ) ସଂପ୍ରଦାୟର ବୁଣାକାର ମାନେ ବୁଣିବାର ନଜିର ରହିଛି ।
କଳାହାଣ୍ଡି ଜିଲ୍ଲାର ଚେଚିଗୁଡ଼ାର କନ୍ଧ ବୁଣାକାରମାନେ ହବସପୁରୀ ଶାଢି ବୁଣିଥାନ୍ତି ।
ବ୍ରହ୍ମପୁର ସହରରେ ଏବେ ମାତ୍ର ତିନୋଟି ବୁଣାକାର ସଙ୍ଘ ଅଛି ।
ନିଜ ପରିବାରର ପାରମ୍ପରିକ ବୁଣାକାର ବୃତ୍ତି ବ୍ୟତୀତ, ଜଗନ୍ନାଥ ଭଜନ ଓ ଜଣାଣ ଲେଖିବାରେ ମଧ୍ୟ ତାଙ୍କର ରୁଚିଥିଲା ।
ତାଙ୍କ ସୁପୁତ୍ର ସୁରେନ୍ଦ୍ର ମେହେର ମଧ୍ୟ ଜଣେ ଜଣାଶୁଣା ବୁଣାକାର ।
| ବାଲ୍ୟ ଜୀବନ ଓ ଶିକ୍ଷା |ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ୧୯୪୯ ମସିହାରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ କନ୍ଧପଡା ଗ୍ରାମର ଏକ ଦଳିତ ଗରିବ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ଏହି ତଡ଼ପ ଓ ଉତ୍ତରୀୟ ସୂତା ବସ୍ତ୍ରଗୁଡିକ ପାରମ୍ପାରିକ କୁଶଳୀ ବୁଣାକାରମାନଙ୍କଦ୍ୱାରା ଏକ ନିର୍ଦ୍ଧିଷ୍ଟ ମାପରେ ନିର୍ମିତ ହୋଇଥାଏ ।
ଉତ୍ତମ ବୁଣାକାର୍ଯ୍ୟ ଏବଂ କଳାକାରୀ ପାଇଁ ଏହା ଜଣାଯାଇଥାଏ ।
| ବୁଣାକାର ଏବଂ ସମବାୟ ସଂସ୍ଥା |ଓଡ଼ିଶାର ଅଧିକାଂଶ ଗ୍ରାମ ଗୁଡିକରେ ହିଁ ବୁଣାକାର୍ଯ୍ୟ କରାଯାଏ ।
ପିତା ଚକ୍ରଧର ଆନନ୍ଦ ଓ ମାତା ଅଖୁଜି ଆନନ୍ଦ ବୁଣାକାର ପରିବାରର ଅଟନ୍ତି।
ଉତ୍କଳରେ ଗଜପତି ରାଜାମାନଙ୍କର ରାଜୁତି ସମୟରେ ସ୍ୱତନ୍ତ୍ର ବୁଣାକାରମାନଙ୍କଦ୍ୱାରା ପ୍ରସ୍ତୁତ କେନ୍ଦୁଲି ଖଣ୍ଡୁଆକୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପଠାଯାଉଥିଲା ।
ଏଠାରେ ଖଣ୍ଡୁଆ ବସ୍ତ୍ର ବୁଣିବା ପାଇଁ ବୁଣାକାରମାନେ ପୁରୁଶାନୁକ୍ରମିକ ଭାବରେ ତାଲିମ ପାଇଥାନ୍ତି ।
ବୁଣାକାର ସଂଘରେ କାର୍ଯ୍ୟ କରୁ କରୁ, ସେ ବାରଣାସୀର ବୁଣାକାରମାନଙ୍କୁ ପରାମର୍ଶ ଦେଉଥିଲେ ଓ ଶାଢି ବୁଣିବା ପାଇଁ, ନିଜ ଡିଜାଇନ ଦେଉଥିଲେ ।