<< kneads knee bend >>

knee Meaning in Odia (Oriya). ( knee ଶବ୍ଦର ଓଡିଆ ଅର୍ଥ)



ଆଣ୍ଠୁ, ଆଣ୍ଠୁ ଗଣ୍ଠି,

Noun:

ଆଣ୍ଠୁ, ଆଣ୍ଠୁ ଗଣ୍ଠି |,

knee తెలుగు అర్థానికి ఉదాహరణ:

ଗୋଡ଼ ଘୁଞ୍ଚାଇବାର କ୍ଷମତା କମି ଯାଇପାରେ | ଯନ୍ତ୍ରଣା ବିଭିନ୍ନ ସ୍ଥାନରେ ହୁଏ: ହିପ, ଆଣ୍ଠୁ କିମ୍ବା ନିତମ୍ବରେ ହୋଇପାରେ | ୧୫% କ୍ଷେତ୍ରରେ ଉଭୟ ପାର୍ଶ୍ୱରେ ରୋଗ ହୁଏ ।

ଆଣ୍ଠୁ ଆଂଶିକ ବଙ୍କା ଦେଖାଯାଏ, ଯନ୍ତ୍ରଣା ହୁଏ ଓ ଆଣ୍ଠୁ ଫୁଲିଯାଏ (swollen) ।

| ଆଧାର |୧୯୪୬ ଜନ୍ମ|୨୦୧୪ ମୃତ୍ୟୁ|ଓଡ଼ିଆ ଲୋକ|କେନ୍ଦୁଝର ଜିଲ୍ଲାର ଲୋକ|୫ମ ଓଡ଼ିଶା ବିଧାନ ସଭାର ସଭ୍ୟ|୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ|୭ମ ଓଡ଼ିଶା ବିଧାନ ସଭାର ସଭ୍ୟ ସଚିନ ବେହେରା, ଜଣେ ଓଡ଼ିଆ ବ୍ୟକ୍ତି ଯିଏ ଗୋଟିଏ ମିନିଟରେ ୧୩୭ ଥର ଆଣ୍ଠୁଆ ମାରି ଗିନିଜ ବୁକ ଅଫ ୱାର୍ଲଡରେ କୀର୍ତ୍ତିମାନ ସ୍ଥାପନ କରିଥିଲେ ।

ଆଣ୍ଠୁ ମାଡ଼ି ନଇଁ ବସିଥିବା ରାବଣଙ୍କ ହାତରେ ଆୟୁଧ ମଧ୍ୟ ରହିପାରେ ।

| ଆଧାର |୧୯୫୮ ଜନ୍ମ|କଟକ ଜିଲ୍ଲାର ଲୋକ|ପଦ୍ମଶ୍ରୀ ସମ୍ମାନିତ|୨୦୨୧ ମୃତ୍ୟୁ|ଭାରତରେ କୋଭିଡ-୧୯ ମହାମାରୀ ଯୋଗୁ ମୃତ୍ୟୁ ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ (ଇଂରାଜୀ ଭଷାରେ tibial plateau fracture) କୁହାଯାଏ ଯେତେବେଳ ଆଣ୍ଠୁ ଗଣ୍ଠି (knee joint) ତିଆରିରେ ଭାଗ ନେଉଥିବା ଟିବିଆ (tibia) ଅସ୍ଥିର ଉପର ଭାଗ ଭାଙ୍ଗିଯାଏ (break) ।

ଅଧିକ ରୋଗଗ୍ରସ୍ତ ହେଉଥିବା ଗଣ୍ଠିମାନଙ୍କର ନାମ ଆଙ୍ଗୁଠି ଅଗ ଗଣ୍ଠି, ବୃଦ୍ଧାଙ୍ଗୁଳି ମୂଳ ଗଣ୍ଠି, ବେକ, ଅଣ୍ଟା, ଆଣ୍ଠୁ ଓ ପିଚା ଗଣ୍ଠି ।

ଏହି ଆଘାତ ହେଲେ ଯନ୍ତ୍ରଣା, ଆଣ୍ଟୁଫୁଲା (swelling) ଓ ଆଣ୍ଠୁ ଚଳନ କମିବା ଲକ୍ଷଣମାନ ଦେଖାଯାଏ ।

ଉପସ୍ଥାପିତ ଲକ୍ଷଣ ମଧ୍ୟରେ ଆଣ୍ଠୁ ପଛପାଖରେ ଫୁଲା ଓ ଯନ୍ତ୍ରଣା ହୁଏ; ଆଣ୍ଠୁ ଚଳନରେ ଅସୁବିଧ ହୋଇପାରେ ।

ଆଧୁନିକ ବୈଜ୍ଞାନିକ ପରୀକ୍ଷାଦ୍ୱାରା ଅଦା ପାଚନତନ୍ତ୍ର ସଂକ୍ରମଣ, ହୃଦ୍‌ରୋଗ ସଂକ୍ରମଣ, ଅଧକପାଳି (ମାଇଗ୍ରେନ୍), ଆଣ୍ଠୁ ଗଣ୍ଠି ବାତ, କର୍କଟ ଆଦି ରୋଗରୁ ମୁକ୍ତି ଦେଇଥାଏ ବୋଲି ଜଣାପଡ଼ିଛି ।

|ସନ ୨୦୦୦ରେ କ‌କ୍ରେନ ଅନୁଶୀଳନ ଅନୁସାରେ ଆଣ୍ଠୁ ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ପ୍ଲାସେବୋ ଅପେକ୍ଷା ଟ୍ରାନ୍‌ସକ୍ୟୁଟାନିଅସ ଇଲେକ୍ଟ୍ରିକାଲ ନର୍ଭ ସ୍ଟିମୁଲେସନ (ଟେନ୍‌ସ୍) ଅଧିକ ଯନ୍ତ୍ରଣା ନିୟନ୍ତ୍ରଣକାରୀ ହେବା ଜଣାଯାଇଛି ।

ଏକଦା ରମନ ମହର୍ଷି ଅନୁଷ୍ଠାନରେ ତାଙ୍କ ମାତା ନୃତ୍ୟ କରୁଥିବା ବେଳେ ସେ ଦୌଡ଼ିଯାଇ ଅନ୍ୟ କଳାକାରଙ୍କ ସ‌ହିତ ସଠିକ ତାଳରେ ନୃତ୍ୟ କରିବାକୁ ଲାଗିଲେ ଓ ସେତେବେଲେ ଅନ୍ୟ କଳାକାରଙ୍କର ଆଣ୍ଠୁ ଉଚ୍ଚତା ତାଙ୍କର ଥିଲେ ।

ପ୍ରାୟ ୫୦% କେଶ୍‌ରେ ଆଣ୍ଠୁ ଭିତରେ ଥିବା ଅନ୍ୟାନ୍ୟ ଆଣ୍ଠୁ ଅଂଶଗୁଡ଼ିକରେ (structures of the knee) ଯଥା: - ଗଣ୍ଠି ବନ୍ଧନୀ ବା ଲିଗାମେଣ୍ଟ (ligaments), କୋମଳାସ୍ଥି ବା କାର୍ଟିଲେଜ (cartilage) ଓ ମେନିସ୍କସ (meniscus) ଆଦିରେ ଆଘାତ ଲାଗିଥାଏ ।

knee's Usage Examples:

It shows three kings presenting gifts to the Christ child: Melchior, who kneels in the foreground; Balthazar, who stands behind him wearing a red cape and.


A more recent study from 2008 confirms that ergonomically designed kneeling chairs set at +20° inclination do maintain standing lumbar curvature to a greater extent than sitting on a standard computer chair.


When the actor slides on the ground, the kneepads make a scraping noise before the actor is inches.


] journalist kneecapped").


Flair began attacking Steamboat's knee.


Traditionally, altar rails often have built-in knee cushions to facilitate reception of Holy Communion while kneeling.


If this is the knee jerk reflex, the clinician should observe a kick.


(Sanskrit: वज्रासन; IAST: vajrāsana), Thunderbolt Pose, or Diamond Pose, is a kneeling asana in hatha yoga and modern yoga as exercise.


greatly from the sly bump, the kicks at ankles, the trips and the knees jolted in the backs that constitute rough and illegal play.


It seems Red Brigades" militants had initially planned kneecapping him but, after a serie of postponements and a discussion between the.


The articular branch for the knee-joint is sometimes absent; it either perforates the lower part of the Adductor magnus, or passes through the opening which.


Compound comminuted fracture left knee.


His career as a wrestler has taken its toll on his body, including weak knees and an artificial hip replacement, though he still works out in order.



Synonyms:

musculus articularis genus, genu, genicular vein, ginglymus, articulatio genus, knee joint, kneecap, kneepan, human knee, vena genus, leg, patella, ginglymoid joint, hinge joint,

Antonyms:

unilateral, unfasten, individual,

knee's Meaning in Other Sites