<< kingfishes kingless >>

kinghood Meaning in Odia (Oriya). ( kinghood ଶବ୍ଦର ଓଡିଆ ଅର୍ଥ)



ରାଜ୍ଯ, ଶାସନ କରନ୍ତୁ, ରାଜପଡା,

Noun:

କିଙ୍ଗବୋର୍ଡ |,

kinghood తెలుగు అర్థానికి ఉదాహరణ:

ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା ।

|୧୯୪୭–୧୯୫୦: ଭାରତୀୟ ଅଧିରାଜ୍ଯ|ସ୍ୱାଧୀନ ଭାରତର ପ୍ରାଥମିକ ବର୍ଷଗୁଡ଼ିକରେ କେତେକ ଅଶାନ୍ତି ପୂର୍ଣ୍ଣ ପରିସ୍ଥିତି ଉପସ୍ଥିତ ହୋଇଥିଲା, ଯଥା - ପାକିସ୍ଥାନ ସହ ଏକ ବିଶାଳ ଜନସମୂହର ସ୍ଥାନାନ୍ତରୀକରଣ, ୧୯୪୭ର ଭାରତ-ପାକିସ୍ଥାନ ଯୁଦ୍ଧ ଏବଂ ୫୦୦ରୁ ଅଧିକ ଦେଶୀୟ ରାଜ୍ଯମାନଙ୍କର ଭାରତରେ ସମ୍ମିଶ୍ରଣ, ଇତ୍ୟାଦି ।

ତାଛଡା ପଞ୍ଜାବ ଓ ବଙ୍ଗଳା ସୀମାରେ ଏବଂ ଦିଲ୍ଲୀ, କଲିକତା ଓ ଲାହୋର ଆଦି ସହରରେ ଉଭୟ ଅଧିରାଜ୍ଯର ମୂଳଦୁଆ ଦହଲିଗଲା ।

ଏହି ସମ୍ରାଟମାନେ ମିଳିତ ଭାବରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଓ ପୂର୍ବ ରୋମୀୟ ସାମ୍ରାଜ୍ଯ (ବାଇଜାଣ୍ଟୀୟ ସାମ୍ରାଜ୍ଯ)ର ଶାସନ କଲେ ।

|ଟୋକିଓର ୨୩ଟି ବିଶେଷ ସାହିଗୁଡ଼ିକ ଏହି ତନ୍ତ୍ରର ଅଧୀନ ନୁହଁନ୍ତି, ଯେହେତୁ ଟୋକିଓ ଏକ ରାଜ୍ଯ ଓ ଏହାର ସାହିଗୁଡ଼ିକ ବାସ୍ତବରେ ସହର ତୁଲ୍ଯ ।

|ତିନୋଟି ରାଜ୍ଯର ମିଶ୍ରଣରେ କଠିନତା ଦେଖାଦେଇଥିଲା; ଯଥା -|ଜୁନାଗଡ଼ (ମୁସଲିମ ନବାବ ଅଧୀନରେ ଏକ ହିନ୍ଦୁ ବହୁଳ ରାଜ୍ଯ) – ଜନସଂଖ୍ୟାର ଏକ ବହୁଭାଗ ହିନ୍ଦୁ ଥିଲେ ତଥା ପାକିସ୍ଥାନ ସୀମା ସଂଲଗ୍ନ ନ ହୋଇଥିଲେ ମଧ୍ଯ ନବାବ ପାକିସ୍ଥାନ ସହ ମିଶ୍ରଣର ଇଚ୍ଛା ରଖିଥିଲେ ।

ସେହିପରି କ୍ଯୋଟୋ ରାଜ୍ଯର ୟାୱାତା-ଶୀର ଇୱାଶିମିଜୁ ହାଚିମାଙ୍ଗୁ ତଥା ଫୁକୁଓକା ରାଜ୍ଯର ଫୁକୁଓକା-ଶୀର ହାକୋଜାକିଗୁକୁ ମଧ୍ଯ ଉକ୍ତ ସମ୍ମାନ ମିଳିଥିଲା ।

|"ଆଲାବାମାରେ ସଙ୍ଘୀୟ ସମ୍ବିଧାନ ଦ୍ବାରା ନିର୍ଦ୍ଧାରିତ ସୀମା ମଧ୍ଯରେ ଶ୍ୱେତ ପ୍ରଭୂତ୍ବ ସ୍ଥାପନ କରିବା" ଉଦ୍ଦେଶ୍ଯରେ, ରାଜ୍ଯର ଡେମୋକ୍ରାଟମାନେ ସାମ୍ବିଧାନିକ ସମ୍ମୀଳନୀ ଡକାଇଲେ ।

ସେହିଦିନଠାରୁ ଭାରତ ଅଧିରାଜ୍ଯ ନ ରହି ଏକ ସ୍ୱୟଂସମ୍ପୂର୍ଣ୍ଣ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ ହେଲା ।

୧୯୪୭ ମସିହାରେ, ଆମେରିକାର ହସ୍ତକ୍ଷେପରେ ଏକ ନୂଆ ସମ୍ବିଧାନ ଗୃହିତ ହେଲା, ଯାହା ଜାପାନୀ ସାମ୍ରାଜ୍ଯର ଆନୁଷ୍ଠାନିକ ଅନ୍ତ କରାଇଲା ।

|ଆଫଗାନ ଦୁରାନୀ ସାମ୍ରାଜ୍ୟ|ସ୍ୱାତ ଅଞ୍ଚଳ ଯାହା ଆଫଗାନ ଆକ୍ରମଣକାରୀ ଅହମ୍ମଦ ଶାହ ଦୁରାନିଙ୍କଦ୍ୱାରା ୧୭୪୭ ମସିହାରେ ଦୁରାନୀ ସାମ୍ରାଜ୍ଯ ସ‌ହ ସଂଯୁକ୍ତ ହୋଇଥିଲା, ୧୭୬୨ ପର୍ଯ୍ୟନ୍ତ ଥିଲା ।

ଅପରପକ୍ଷେ ଚିତା ଉପଦ୍ବୀପକୁ ମିକାୱା ରାଜ୍ଯରେ ମିଶାଇ ନୁକାତା ରାଜ୍ଯରେ ପରିଣତ କରାଗଲା ।

ହୋକାଇଦୋର ୧୪ଟି ଉପରାଜ୍ଯ ଅଛି ଯେଉଁଗୁଡିକ ରାଜ୍ଯର ସାଧାରଣ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ସୋଗୋ ଶିଙ୍କୋ କ୍ଯୋକୁ (総合振興局) ଏବଂ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ଶିଙ୍କୋ କ୍ଯୋକୁ (振興局) ଭାବେ କାମ କରନ୍ତି ।

kinghood's Usage Examples:

The fondom is ruled by a fon (king) with rights to kinghood acquired by birth.


Zvonimir"s kinghood is carved in stone on the Baška Tablet, preserved to this day as one of.


the crown himself, Sinbad explains that he enjoys his freedom more than kinghood.


founders of the Yngling dynasty and produced a son, Fjölnir, who rose to kinghood after Freyr"s passing and continued their line.


as a Spartan for his already-present muscular physique and prepared for kinghood through brutal training.


Meanwhile, the warlord - who has assumed kinghood after Ator"s fall - has angered the Goddess of Fire and Death, whom he.


He is least bothered about his kinghood and hidden royal treasure.



kinghood's Meaning in Other Sites