<< kidnap kidnapper >>

kidnapped Meaning in Odia (Oriya). ( kidnapped ଶବ୍ଦର ଓଡିଆ ଅର୍ଥ)



ଅପହରଣ, ଚୋରା ଚାଲାଣ, ଅପହରଣ କରି ନେଇଯାଇଛନ୍ତି,

kidnapped తెలుగు అర్థానికి ఉదాహరణ:

ସେହିପରି ପୂର୍ବରୁ ଅନ୍ୟ କେତେକ ରିପୋର୍ଟରେ ବିମାନ ଅପହରଣ ହୋଇଥିବାର ମଧ୍ୟ ପ୍ରକାଶ କରାଯାଇଛି ।

| ପୃଷ୍ଠଭୂମି |ସଂପ୍ରତି ଭାରତରେ ସାଂବିଧାନିକ ବ୍ୟବସ୍ଥାରେ କେବଳ ହତ୍ୟା, ଧର୍ଷଣ ତଥା ଅପହରଣ ଭଳି ଗମ୍ଭୀର ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କୁ ହିଁ ନିର୍ବାଚନ ଲଢିବାରୁ ବଞ୍ଚିତ କରିବା ଭଳି ଆଇନ ରହିଛି ।

ଲାଲବାଗ ତାଙ୍କୁ ଦେଖି ଆକର୍ଷିତ ହୋଇ ଅପହରଣ କରିନେଇଥିଲେ।

ସେ ମଧ୍ୟ ଶ୍ରୀ ସୁବାକର ଓ ଶୀନାଙ୍କୁ ଅପହରଣ କରିଥିଲେ ଏବଂ ଏହା ଶକ୍ତିମାରଙ୍କ କାର୍ଯ୍ୟ ବୋଲି କହିଥିଲେ ।

ରାଜଦମ୍ପତିଙ୍କ ସମାଧି ପ୍ରକୋଷ୍ଠ ମଧ୍ୟସ୍ଥ ବେଦୀ ଉପରେ ଯେଉଁ ଦୁଇଖଣ୍ଡ ଉଜ୍ଜ୍ୱଳ ଶିଳା ଖଚିତ ହୋଇଥିଲା ତାହା କିଏ ଅପହରଣ କଲା ତାର ଇୟତ୍ତା ନାହିଁ।

ମହଭାରତ ଗାଥା ଅନୁସାରେ ଦୁର୍ଯୋଧନ ଏବଂ କର୍ଣ୍ନ ଭାନୁମତୀଙ୍କୁ ଅପହରଣ କରି ନେଇଯାଉଥୁଲେ, ପରିଚାରିକା ସୁପ୍ରିୟା ସେତେବେଳେ ତାଙ୍କର ପିଛା କରିଥିଲା ।

|ରାବଣଙ୍କ ସହ ବିଭୀଷଣଙ୍କ ମତଭେଦ ହେତୁ ସେ ସୀତାଙ୍କୁ ଅପହରଣ କରିବାର ବିରୋଧୀ ଥିଲେ ଏବଂ ରାବଣ ନିଜ ପାଇଁ ସିଂହାସନ ଚାହୁଁଥିବାରୁ ସେ ଲଙ୍କା ଛାଡି ପଳାଇଥିଲେ ।

(୧) ଦେୱୀ (ସୀନ୍ତା)ଙ୍କ ଅପହରଣ, (୨) ଜ୍ୱଳନ୍ତ ହନୁମାନ, (୩) କୁମ୍ବକର୍ଣ୍ଣ (କୁମ୍ଭକର୍ଣ୍ଣ) ବଧ ଓ (୪) ରାମ ଓ ସୀନ୍ତାଙ୍କ ମିଳନ ଏହି ନାଟକର ଚାରି ଅଧ୍ୟାୟ ।

ପରିଶେଷରେ, ମାରୀଚ ଏକ ସୁବର୍ଣ୍ଣ ହରିଣର ରୂପ ନେଇ ସୀତାଙ୍କୁ ଅପହରଣ କରିବାରେ ରାବଣକୁ ସାହାଯ୍ୟ କରିଥିଲେ ।

ମାତ୍ର ଡଃ ଜୟକାଲ ତାକୁ ଅପହରଣ କରିଥିଲା ।

|ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା|ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା ।

ନିର୍ବାସନ ସମୟରେ ଥିବା ବେଳେ ଜଟାସୁର ନାମକ ରାକ୍ଷସ ଜଣେ ଛଦ୍ମ ବ୍ରାହ୍ମଣ ରୂପେ ନକୁଳ, ଦ୍ରୌପଦୀଙ୍କ ସହିତ ସହଦେବ ଏବଂ ଯୁଧିଷ୍ଠିରଙ୍କୁ ଅପହରଣ କରି ନେଇଥିଲେ ।

|ତାଙ୍କର ୨୦୦୫ ବହି ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଦି ଲଷ୍ଟ୍ ଚିଲ୍ଡ୍ରେନ୍, ସମାଜର ତଳ ସ୍ତରର ପିଲାମାନଙ୍କୁ ନେଇ ଓ ଇଡ୍ରିଜ୍ ନାମକ ଏକ ପିଲା, ଯେ ଅପହରଣ ହୋଇଥିଲା ଓ ମିର୍ଜାପୁରର କାର୍ପେଟ୍ ଶିଳ୍ପରେ କାମ କରିବାକୁ ବାଧ୍ୟ ହୋଇଥିଲା, ତାହା ଉପରେ ଆଧାରିତ ।

kidnapped's Usage Examples:

According to the Chicago Vice Commission, the dance hall was one of the most infamous venues in Chicago, after it was learned that women were often kidnapped and forced into prostitution from there.


They return to their inn, but are awoken in the middle of the night by Caverton's guards, who inform them that Farril has been kidnapped.


The story depicts a series two-set adventure where Jack is kidnapped by unknown assailants and pursued by Gwen.


She is so determined to become the Platinum Princess that she once kidnapped Cocoloo and tries to force her to give up on her candidacy.


The detectives take a risk and find the young man kidnapped.


co-exist in harmony he kidnapped Muima"s wife and demanded the latter"s milkiest cow as a ransom.


The god belongs only to Karolin's people and will show either that someone from Karolin lives on Palm Tree, or that Nan has been kidnapped.


was kidnapped from the Wytheville jail by a mob of masked men, shot, bludgeoned, and dragged several miles before being hanged from a tree branch.


However, the tables are turned and Jack is kidnapped by Tony.


Sam witnesses Jake get kidnapped, but doesn't say anything.


You’ve got kids being kidnapped, you’ve got nudity, you’ve got police raping women.


Dastardly and Muttley have kidnapped Elroy Jetson, Yogi Bear and Boo-Boo give chase and the audience is in for the ride of their lives.



Synonyms:

snatch, nobble, seize, impress, shanghai, abduct,

Antonyms:

give, unclasp, gladden, push, adduct,

kidnapped's Meaning in Other Sites