kerosine Meaning in Odia (Oriya). ( kerosine ଶବ୍ଦର ଓଡିଆ ଅର୍ଥ)
କିରୋସିନ,
ଇନ୍ଧନ ଏବଂ ଉତ୍ତାପରେ ଇନ୍ଧନ ଭାବରେ ବ୍ୟବହୃତ ଏକ ଜ୍ୱଳନ୍ତ ହାଇଡ୍ରୋକାର୍ବନ୍ ତେଲ |,
People Also Search:
kerouackerria
kerry
kerry blue terrier
kersey
kerve
kerves
kerving
kerygma
kesh
kestrel
kestrels
ket
ketamine
ketas
kerosine తెలుగు అర్థానికి ఉదాహరణ:
୧୮୭୦ ଦଶନ୍ଧିରେ କିରୋସିନ୍ ଲୋକପ୍ରିୟତା ହାସଲ କଲା ।
ଏହାପରେ ସେ ସେଭିଂ ବ୍ଳେଡ, ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର, ଫଳରସ ଏକ୍ସଟ୍ରାକ୍ଟର, ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ।
| ଆଧାର |ଚିକିତ୍ସା ବିଜ୍ଞାନ ଡିବି (ଚୁଙ୍ଗି-ବାଲେଶ୍ୱରୀ ଉପଭାଷା) କିରୋସିନିଦ୍ୱାରା ଜଳାଯାଉଟିବା ବତୀ ।
|୧୯୪୨ ମସିହା ଅଗଷ୍ଟ ମାସ ୧୭ ତାରିଖ ଦିନ ବୈଷ୍ଣବଚରଣ ନାୟକ, ମୁରଲୀଧର ଜେନା ଓ ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ୪୦୦୦ରୁ ୫୦୦୦ ଲୋକ କିରୋସିନୀ ଓ ନିଆଁ ହୁଳା ଧରି ଭଣ୍ଡାରୀପୋଖରୀ ପାଖରେ ଥିବା ପୋଲିସ କର୍ମଚାରୀଙ୍କ ବାସଗୃହ, ଫାଣ୍ଡି, ପୋଷ୍ଟଅଫିସ, ଟ୍ରେଜେରୀ ଆଦି ପୋଡ଼ି ଦେଇଥିଲେ ।
ଲଣ୍ଠନ ଭିତରେ ମହମବତୀ, କିରୋସିନ୍ ସଳିତା, ପେଟ୍ରୋମାକ୍ସ୍ ମେଣ୍ଟଲ୍ କିମ୍ବା ବିଦ୍ୟୁତ୍ ବତୀ ଆଲୋକର ଉତ୍ସ ଭାବରେ ବ୍ୟବହାର ହୋଇଥାଏ।
ସବସିଡ଼ଯୁକ୍ତ ଦରରେ ଅଧିକ ଦ୍ରବ୍ୟ ଏବଂ କିରୋସିନି ସରକାରଙ୍କ ତରଫରୁ ମିଳିଥାଏ ।
କିନ୍ତୁ ଓଡି଼ଶାରେ ଲଣ୍ଠନ କହିଲେ ସାଧାରଣତଃ କିରୋସିନ୍ ଚାଳିତ ଲଣ୍ଠନକୁ ବୁଝାଯାଏ।
ବର୍ମା କମ୍ପାନୀ ମୁଖ୍ୟ କିରୋସିନ ମାର୍କେଟରେ ବିକ୍ରି କଲା।
| ଆଧାର |ଜଗନ୍ନାଥ ମନ୍ଦିର|୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ {Politics of India}}|ଭାରତୀୟ ପଢ଼ି ପତ୍ର (ration card) ସବସିଡ଼ଯୁକ୍ତ ଖାଦ୍ୟ ଏବଂ ଇନ୍ଧନ(ଏଲପିଜି ଏବଂ କିରୋସିନି) କ୍ରୟ କରିବାରେ ବ୍ୟବହୃତ ହୋଇଥାଏ ।
କିରୋସିନ, କୋଇଲା ଓ ଘଷି ଅପେକ୍ଷା ସୋଲାର ରନ୍ଧନ ଓ ବିଦ୍ୟୁତ ଉତ୍ତାପ ବ୍ୟବହାର ଅଧିକ ଫଳପ୍ରଦ ହୁଏ ।
ସଳିତାଟି ତେଲ (କିରୋସିନି)ରେ ସମ୍ପୂର୍ଣ୍ଣ ଭିଜିକରି ଥାଏ।
ନିତ୍ୟ ବ୍ୟବହାର୍ଯ୍ୟ ସମେତ ମୂଳ ଭୋଜନ ଯଥା ଗହମ, ଚାଉଳ, ଚିନି , କିରୋସିନି ଆଦି ସମଗ୍ର ଦେଶରେ ସ୍ଥାପିତ ହୋଇଥିବା ସାଧାରଣ ବଣ୍ଟନ ଦୋକାନ (ରାସନ ଦୋକାନ ନାମରେ ମଧ୍ୟ ଜଣା) ନେଟବର୍କ ଜରିଆରେ ବଣ୍ଟାଯାଏ ।
kerosine's Usage Examples:
– two-leaf, two-leaved hakea, kerosine bushHakea trineura F.
given by the Manager, regardless if it was needed or wanted, quinine, caster oil, cod liver oil and kerosine were some things given regularly.
It is sometimes spelled kerosine in scientific and industrial usage.
The engine was designed for kerosine, but could also burn several other types of fuel, including petrol, oils.