kenyan Meaning in Odia (Oriya). ( kenyan ଶବ୍ଦର ଓଡିଆ ଅର୍ଥ)
କେନିଆ,
Noun:
କେନିଆ |,
People Also Search:
kenyan monetary unitkenyans
kephalin
kepi
kepis
kepler
kepler's law of planetary motion
kepler's third law
kept
kept up
kept woman
kerala
keramic
keramics
keratin
kenyan తెలుగు అర్థానికి ఉదాహరణ:
ପୂର୍ବରୁ ଏମାନେ ଆଫ୍ରିକୀୟ ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଡ୍ରୋଙ୍ଗୋ (African Fork-tailed Drongo ବା Dicrurus adsimilis) ଜାତିର ଡାଇକ୍ରୁରସ୍ ଆଡ୍ସିମିଲିସ୍ ମାକ୍ରୋସେର୍କସ୍ (Dicrurus adsimilis macrocercus) ନାମକ ଏକ ଉପଜାତି ଭାବେ ପରିଚିତ ଥିଲେ ।
ଏଥିରେ ଆର୍ଜେଣ୍ଟିନା, କାନାଡା, ଡେନମାର୍କ]], ଇଂଲଣ୍ଡ, ଭାରତ, କେନିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଏରା ଲିଓନ୍, ସ୍ପେନ ଓ ଆମେରିକା, ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ ।
ତେବେ ତିନି ସପ୍ତାହ ପର୍ଯ୍ୟନ୍ତ ଏମାନଙ୍କ ଲାଞ୍ଜ ଦୁଇ କେନିଆ ହୋଇ ନ ଥାଏ ।
|୩୧ ଜୁଲାଇ ୨୦୧୩ରେ କେନିଆର ନୂତନ ସମ୍ବିଧାନ ଅନୁଯାୟୀ ସେ କେନିଆର ନ୍ୟାୟପାଳିକାରୁ ଅନୁପଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ବିଦା ପାଇଁ ପ୍ରତିଷ୍ଠିତ "ଜଜ୍ ଏବଂ ମାଜିଷ୍ଟ୍ରେଟ୍ ପୁନରୀକ୍ଷଣ (ଭେଟିଂ) ବୋର୍ଡ"ର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।
୧୯୯୭ ମସିହାରେ ସ୍ୱରୂପ ନିଜ ଡାକ୍ତର ପତ୍ନୀ ପଲ୍ଲବୀଙ୍କ ସହ କେନିଆ ଚାଲିଯାଇଥିଲେ ଓ ସେଠାର ନାଗରିକତ୍ୱ ହାସଲ କରିଥିଲେ ।
| କେନିଆରେ ଅବସର ଜୀବନ |ନିଜ ଭଉଣୀ ମେଗି କର୍ବେଟଙ୍କ ସହିତ ଜିମ୍ “ଗର୍ନି ହାଉସ୍”ରେ ରହୁଥିଲେ ।
କେନିଆରେ ମଧ୍ୟ କର୍ବେଟ୍ କ୍ରମଶଃ ବିଲୋପ ହେଉଥିବା ବାଘମାନଙ୍କ ସଂରକ୍ଷଣର ବାର୍ତ୍ତା ପ୍ରଚାର କରୁଥିଲେ ।
ତେବେ କେନ୍ଦ୍ରୀୟ ଆଫ୍ରିକୀୟ ଗଣତନ୍ତ୍ର, ରୁୱାଣ୍ଡା କେନିଆ ଓ ଉଗାଣ୍ଡାରେ ଲୋକମାନେ ଏକ ନୂତନ ମାଂସାସୀ ଜୀବ ବିଷୟରେ କହିଥିଲେ ।
ଷଷ୍ଠ ଆନ୍ତର୍ଜାତୀୟ ବିଧବା ଦିବସ ବେଳକୁ ଏହାର ପ୍ରଚାର ପ୍ରସାର ବୃଦ୍ଧି ହୋଇ ଏହା ଶ୍ରୀଲଙ୍କା, ଯୁକ୍ତରାଷ୍ଟ୍ର, ନେପାଳ, ସିରିୟା, କେନିଆ, ଭାରତ, ବାଙ୍ଗଲାଦେଶ, ଦ଼କ୍ଷିଣ ଆଫ୍ରିକା ଇତ୍ୟାଦି ଦେଶରେ ପାଲିତ ହୋଇଛି ।
କେନିଆରେ ଥିବା ଏକ ପ୍ଲେନକ୍ରାସ୍ ହିଁ ଥିଲା ତାଙ୍କ ଦେହାନ୍ତର କାରଣ ।
“ହାଓ ଇଟ୍ ୱାଜ୍ ୱିଥ୍ ଡୁମ୍ସ୍” ନାମକ ପୁସ୍ତକରେ କେନିଆରେ ଏକ ପରିବାରଦ୍ୱାରା ଡୁମ୍ସ୍ ନାମକ ଏକ ଅନାଥ ଚିତାବାଘର ଲାଳନ ପାଳନର କାହାଣୀ ବର୍ଣ୍ଣିତ ।
Synonyms:
Kenya, Republic of Kenya, African,