karttikeya Meaning in Odia (Oriya). ( karttikeya ଶବ୍ଦର ଓଡିଆ ଅର୍ଥ)
କାର୍ତ୍ତିକେୟ,
Noun:
କାର୍ତ୍ତିକ |,
People Also Search:
karunakaryokinesis
karyolymph
karyolysis
karyon
karyoplasm
karyotin
karyotype
kas
kasbah
kasbahs
kasha
kashas
kashmir
kashmiri
karttikeya తెలుగు అర్థానికి ఉదాహరణ:
ଏହି ଦେବୀ କାର୍ତ୍ତିକେୟଙ୍କ ଶକ୍ତିକୁ ଧାରଣ କରି ମୟୂର ବାହାନରେ ଯୁଦ୍ଧ କରିଥିଲେ ।
ଦେବତାମାନଙ୍କ ପାଖରେ ଜଣେ ଦକ୍ଷ ସେନାପତି ନ ଥିବାରୁ ଦେବତାମାନେ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ପରି ଜଣେ ଦକ୍ଷ ସେନାପତି ପାଇବା ପର୍ଯ୍ୟନ୍ତ ରାଜା ମୁଚୁକୁନ୍ଦ ସେମାନଙ୍କୁ ଅସୁରଙ୍କ ଆକ୍ରମଣରୁ ରକ୍ଷା କରିଥିଲେ ।
ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି ।
| ସାହିତ୍ୟିକ ଆଧାର |ଏହି କାହାଣୀ ଉପରେ କାଳିଦାସଙ୍କ ମହାକାବ୍ୟ " କୁମାରସମ୍ଭବ " ( କାର୍ତ୍ତିକେୟଙ୍କ ଜନ୍ମ )ପର୍ଯ୍ୟବସିତ ହୋଇଛି ।
ସେହି ଗରୁଡ଼ ପୁତ୍ର ମୟୁର ହେଲେ କାର୍ତ୍ତିକେୟଙ୍କ ବାହନ ।
ହିନ୍ଦୁ ଦେବତାଙ୍କର ଶକ୍ତି ଗୁଡ଼ିକ ସାକାର ହୋଇ ମାତୃକା ରୂପ ଧାରଣ କରନ୍ତି ଯେପରିକି ବ୍ରହ୍ମାଙ୍କଠାରୁ ବ୍ରାହ୍ମଣୀ, ବିଷ୍ଣୁଙ୍କଠାରୁ ବୈଷ୍ଣବୀ, ଶିବଙ୍କଠାରୁ ମାହେଶ୍ୱରୀ, ଇନ୍ଦ୍ରଙ୍କଠାରୁ ଇନ୍ଦ୍ରାଣୀ, କାର୍ତ୍ତିକେୟଙ୍କଠାରୁ କୁମାରୀ, ବରାହଙ୍କଠାରୁ ବରାହୀ ଓ ଦେବୀଙ୍କଠାରୁ ଚାମୁଣ୍ଡା ଓ ଅଧିକ ନରସିଂହି, ବିନାୟକୀ|ମାତୃକାମାନଙ୍କର ଗୋଟିଏ ଦଳରେ ବର୍ଣ୍ଣନା କରାଯାଏ ଓ ସେମାନଙ୍କୁ ସପ୍ତମାତୃକା କୁହାଯାଏ ।
|ସି. ରାଜାଗୋପାଲାଚାରୀଙ୍କ ଏକ ଲେଖା ଅନୁଯାୟୀ ଅମ୍ବା ପ୍ରଭୁ କାର୍ତ୍ତିକେୟଙ୍କ ନିକଟରେ ତପ କରି ନୀଳ କମଳର ଏକ ପୁଷ୍ପ ହାର ପ୍ରାପ୍ତ ହେଲେ ।
ପାର୍ଶ୍ୱଦେବତା ଭାବେ ଗଣେଶ, କାର୍ତ୍ତିକେୟ ଏବଂ ପାର୍ବତୀ ଅବସ୍ଥିତ ।
ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ, ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ ।
କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ ।
| ଧାର୍ମିକ ମହତ୍ତ୍ୱ || ହିନ୍ଦୁ ଧର୍ମ |କୈଳାସ ପର୍ବତ ଉପରେ ମହାଦେବ ଶିବ ନିଜ ପତ୍ନୀ ମାତା ପାର୍ବତୀ, ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକେୟଙ୍କ ସହ ବାସ କରନ୍ତି ବୋଲି ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ।
ଗଣେଶ ଓ କାର୍ତ୍ତିକେୟ ଉଭୟ ପାର୍ଶ୍ୱରେ ଉପବିଷ୍ଟ ଥିଲେ।
ଅବସର ସମୟରେ ଶିବ ପାର୍ବତୀ ବସିଥିବା, ଶିବ ପାର୍ବତୀଙ୍କ ବିବାହ, ଶିବଙ୍କ ନୃତ୍ୟ, କାର୍ତ୍ତିକେୟ (ସ୍କନ୍ଦ) ଇତ୍ୟାଦି ପ୍ରସ୍ତର ପ୍ରତିମା ଏହି ଗୁମ୍ଫାରେ ରହିଛି ।