karachi Meaning in Odia (Oriya). ( karachi ଶବ୍ଦର ଓଡିଆ ଅର୍ଥ)
କରାଚି,
ପାକିସ୍ତାନର ପୂର୍ବତନ ରାଜଧାନୀ, ଦକ୍ଷିଣ-ପୂର୍ବ ପାକିସ୍ଥାନରେ ଅବସ୍ଥିତ |, ଆରବ ସାଗରରେ ଏକ ଶିଳ୍ପ କେନ୍ଦ୍ର ଏବଂ ସମୁଦ୍ର ବନ୍ଦର |, ପାକିସ୍ତାନର ସବୁଠାରୁ ବଡ ସହର |,
People Also Search:
karaismkarait
karaite
karajan
karaka
karakas
karakoram
karakoram range
karakul
karakuls
karaoke
karat
karate
karateka
karats
karachi తెలుగు అర్థానికి ఉదాహరణ:
|ମୁମ୍ବାଇର ଜବାହାରଲାଲ ନେହେରୁ ବନ୍ଦର, କରାଚି ବନ୍ଦର ଓ ପାକିସ୍ତାନର ଗ୍ୱାଦାର ବନ୍ଦର ଏବଂ ଓମାନର ସାଲାଲା ବନ୍ଦର ଭଳି ପ୍ରମୁଖ ସାମୁଦ୍ରିକ ବନ୍ଦରମାନ ଆରବ ସାଗର ଅନ୍ତର୍ଭୁକ୍ତ ।
| ପ୍ରାରମ୍ଭିକ ଜୀବନ |ଜିନ୍ନାଙ୍କ (ପୂରା ନାମ: ମହମଦ ଅଲ୍ଲୀ ଝୀଣାଭାଇ) ଜନ୍ମ ବର୍ତ୍ତମାନର ସିନ୍ଧ ଅଞ୍ଚଳର କରାଚି ଜିଲ୍ଲା ଅନ୍ତର୍ଗତ ବଜୀର ମେସନଠାରେ ।
|ସେ ୧୯୪୭ରେ ଏକ ଯାଯାବର ବଞ୍ଜାରା ପରିବାରରେ ଭାରତର ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପରିବାର ଭାରତ ବିଭାଜନ ପରେ କରାଚିକୁ ଚାଲିଯାଇଥିଲେ ।
୧୫ ଅକ୍ଟୋବର,୧୯୩୨ରେ, ଟାଟା ସିଙ୍ଗଲ-ଇଞ୍ଜିନଦ୍ୱାରା De Havilland Puss Moth ଏୟାର ମେଲ କରାଚିଠୁ ବମ୍ବେଏବଂ ବିମାନ ପୁଣିଥରେ ମାଡ୍ରାସ ଉଡ଼ାଣ ଭିନସେଣ୍ଟଦ୍ୱାରା ହୋଇଥିଲା।
କରାଚିରୁ କ୍ୱେତା ପର୍ଯ୍ୟନ୍ତ ପ୍ରଶସ୍ତ ରାଜପଥ, ତା’ ପରେ ସଂକୀର୍ଣ୍ଣ ପଥ ।
ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ସର୍ବାଧିକ ୩ ଟି ଯୁଦ୍ଧ ଜାହାଜ (INS Veer, INS Nipat ଏବଂ INS Nirghat), ସର୍ବାଧିକ ବେଗରେ କରାଚି ଆଡକୁ ଗରି କରି ପାକିସ୍ତାନ ନୌସେନାକୁ ଟକ୍କର ଦେଇଥିଲେ ।
|କରାଚିର ଲିଆକତାବାଦଠାରେ ସୁଡ଼ଙ୍ଗକୁ 'ଗୁଲାମ ଫରିଦ ସାବ୍ରି' ନାମକରଣ କରାଯାଇଥିଲା ।
ପ୍ରଥମ ଶକ୍ତିପୀଠ ହିଙ୍ଗୁଳା ବା ହିଙ୍ଗଳାଜ ପାକିସ୍ତାନର କରାଚିରେ ଅବସ୍ଥିତ ।
ସେ ଏକ ବିହାରୀ ପରିବାରର ହନ୍ମନେଇଥିଲେ ଓ ୧୯୭୧ ମସିହାରେ ପୂର୍ବ ପାକିସ୍ଥାନରେ ଗୃହଯୁଦ୍ଧ ପରେ କରାଚିକୁ ଚାଲିଯାଇଥିଲେ ।
.| 1986ର କରାଚି ପ୍ରଦର୍ଶନ |ପର ବର୍ଷ କରାଚିରେ ହେଇଥିବା ଟୁର୍ନାମେଣ୍ଟରେ ସେ ହଲାଣ୍ଡ ସହ ମେଚରେ ପୁଣି ସେହି ପ୍ରକାର ପ୍ରଦର୍ଶନ ଦେଇ ଭାରତକୁ 3-2 ଗୋଲରେ ବିଜୟୀ କରିଥିଲେ ।
ସେ କରାଚି ଓ ଲାହୋର ମଧ୍ୟରେ ଏୟାରମେଲ ଚାଳନା କରୁଥିଲେ ।
ରହମାନ କରାଚିରେ ଥିବା ଜମି ମାଫିଆ ଓ ସେମାନଙ୍କର ରାଜନୈତିକ ପୃଷ୍ଠ ପୋଷକଙ୍କୁ ସମାଲୋଚନା କରିଥିଲେ ।