justificators Meaning in Odia (Oriya). ( justificators ଶବ୍ଦର ଓଡିଆ ଅର୍ଥ)
ଯଥାର୍ଥତା,
Adjective:
ସହାୟକ,
People Also Search:
justificatoryjustified
justifier
justifiers
justifies
justiflable
justify
justifying
justina
justine
justing
justinian
justitiae
justle
justling
justificators తెలుగు అర్థానికి ఉదాహరణ:
|ଯଥାର୍ଥତା|ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ ।
ବର୍ଡ଼ରଲାଇନ ନାମର ଯଥାର୍ଥତା ଉପରେ ଅନେକ ବିଚାର ବିମର୍ଷ ଚାଲିଛି ।
|ଖାଦ୍ୟପେୟ|ଏହି ମାଙ୍କଡ଼ମାନେ ୧୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପତ୍ର ଖାଉଥିବାରୁ ଏମାନଙ୍କ ଅନ୍ୟନାମ କଳା ପତ୍ରଭୋଜୀ ମାଙ୍କଡ଼ (Black Leaf Monkey) ନାମର ଯଥାର୍ଥତା ପ୍ରତିପାଦିତ ହୁଏ ।
|ପୁସ୍ତକଟିରେ ଲେଖକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିକୁ ତୁଳନାକରି, ପ୍ରାଚ୍ୟ ସଂସ୍କୃତିର ଯଥାର୍ଥତା ଦର୍ଶାଇଛନ୍ତି ।
|ନାମକରଣ ଯଥାର୍ଥତା|ସୂର୍ଯ୍ୟଙ୍କୁ ଆଦିତ୍ୟ କୁହାଯାଏ ।
|ଐତିହାସିକଙ୍କ ମତ|ମହାପ୍ରଭୁଙ୍କ ପ୍ରସାଦର ନାମ ଶ୍ରୀଶ୍ରୀପ୍ରସାଦ ହେଲେ ଏହାର ଯଥାର୍ଥତା ବିଶାଳ ହବ ।
ଶ୍ରୀକୃଷ୍ଣଙ୍କ କ୍ଷେତ୍ରରେ ପଦର ଯଥାର୍ଥତାକୁ ନେଇ ସେ ଅତ୍ୟନ୍ତ ଦ୍ୱନ୍ଦରେ ପଡ଼ି କୌଣସି ସେ ସମୁଦ୍ରରେ ସ୍ନାନ କରିବା ପାଇଁ ଘରୁ ବାହାରିଗଲେ ।
| ନାମକରଣର ଯଥାର୍ଥତା |କମ୍ପ୍ୟୁଟର ନାମଟି କମ୍ପ୍ୟୁଟ ନାମକ ଏକ ଶବ୍ଦରୁ ଆସିଛି ଯାହାର ଅର୍ଥ ହେଉଛି ଗଣନା କରିବା ।
| ସମୁଦ୍ରଗୁପ୍ତଙ୍କ ପ୍ରତିଭା |ଜଣେ ସାମ୍ରାଜ୍ୟବାଦୀ ରୂପେ ନିଜର ସର୍ବଭୌମ୍ୟ କ୍ଷମତାର ଯଥାର୍ଥତା ପ୍ରତିପାଦନ କରିବା ନିମନ୍ତେ ଚନ୍ଦ୍ରଗୁପ୍ତ ଅଶ୍ୱମେଧ ଯଜ୍ଞ ସମ୍ପାଦନ କରି ଅଶ୍ୱମେଧ-ପରାକ୍ରମ ଉପାଧୀରେ ଭୂଷିତ ହୋଇଥିଲେ ।
ଧଳା ଗଣ୍ଡାର ଈଂରାଜୀ ନାମ "white rhinoceros"ରେ white (ଧଳା) ଶବ୍ଦର ବ୍ୟବହାରର କୌଣସି ବିଶେଷ ଯଥାର୍ଥତା ନାହିଁ ।
|ବିରୋଧ |ସରକାର ୭୫ହଜାର କୋଟି ଟଙ୍କା ଋଣ କରିଥିବା ବେଳେ ପୁଣି ୩୫ କୋଟି ଟଙ୍କା ବ୍ୟୟ କରିବାରେ ଯଥାର୍ଥତା ନାହିଁ ବୋଲି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବିରୋଧ କରି କହିଥିଲେ ।
ତେବେ ବିଦ୍ୟୁତ୍-ଚୁମ୍ବକତ୍ତ୍ୱ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ସହିତ ଜଡ଼ିତ ଥିବାରୁ ବିଦ୍ୟୁତ୍ ପ୍ରବାହର କଣିକା ଦୃଷ୍ଟିକୋଣର ଯଥାର୍ଥତାକୁ ନେଇ ପୁଣି ଦ୍ୱନ୍ଦ ସୃଷ୍ଟି ହେଲା ।
ଉକ୍ତ ଘଟଣାକ୍ରମେ ସ୍ଥାନଟିର ନାମ ଯଥାର୍ଥତା ପ୍ରତିପାଦନ କରେ ।