juror Meaning in Odia (Oriya). ( juror ଶବ୍ଦର ଓଡିଆ ଅର୍ଥ)
ଖଣ୍ଡପୀଠ, ଖଣ୍ଡପୀଠର ଜଣେ ସଦସ୍ୟ,
Noun:
ଖଣ୍ଡପୀଠ, ସମାଲୋଚକ-ସଭ୍ୟ |, ବିଚାର-ସଭା |,
People Also Search:
jurorsjury
jury box
jury system
juryman
jurymast
jurymen
jurywoman
jurywomen
jus
jussive
just
just about
just as
just in case
juror తెలుగు అర్థానికి ఉదాహరణ:
କୌଣସି ବିଧି ବା ସମ୍ବିଧାନର ଅର୍ଥ ବାହାର କରିବା ସମୟରେ ପାଞ୍ଚ ବା ଅଧିକ ଜଣ ବିଚାରପତି ମିଶି ଏକ ସାମ୍ବିଧାନିକ ଖଣ୍ଡପୀଠ ଗଢନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ, ଏକ ପୂର୍ଣ୍ଣ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ବସୁଥିଲେ ।
ଏହି ରାୟ ବିରୁଦ୍ଧରେ ଉଚ୍ଚନ୍ୟାୟାଲୟରେ ଅପିଲ ହେବାପରେ ମୁମ୍ବାଇ ଉଚ୍ଚନ୍ୟାୟାଳୟର ନାଗପୁର ଖଣ୍ଡପୀଠ ଆରୋପୀକୁ ଦୁଇଟି ଅପରାଧରେ ଦୋଷୀ ଭାବେ ସଜା ଏକ ବର୍ଷ ଏବଂ ପାଞ୍ଚ ବର୍ଷର ସଜା ଶୂଣାଇଲେ ।
୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଦେ ଓ ଏଲ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।
|ନାନାବତୀ - ଶାହ ଖଣ୍ଡପୀଠ| ନିଯୁକ୍ତି |ଅନୁସନ୍ଧାନ କରି ରିପୋର୍ଟ ଦାଖଲ କରିବା ପାଇଁ ୬ ମାର୍ଚ୍ଚ ୨୦୦୨ରେ ଗୁଜରାଟ ସରକାର ଏହି କମିଶନକୁ ଗଠନ କରି ଦାୟିତ୍ୱ ଦେଇଥିଲେ ।
ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଫଇସଲା ପ୍ରଦାନ କରିଥିଲେ ।
ଉଚ୍ଚତମ ନ୍ୟାୟାଳୟର ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଏହି ଫସଲା ଫଳରେ ଏଣିକି ସବୁ ଆୟୁର ମହିଳାମାନେ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବ ।
୬ ସେପ୍ଟେମ୍ବର ୨୦୧୮ରେ ନ୍ୟାୟାଳୟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନଭତେଜ ସିଂହ ଜୋହର ବନାମ ଭାରତ ମାମଲାରେ ବିଚାର ପ୍ରଦାନ କରି ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସମ୍ମତି ଆଧାରରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି ।
|ନାଗରିକତା ସଂଶୋଧନ ଆଇନ ବିରୋଧୀଙ୍କଠାରୁ ସେମାନେ ନଷ୍ଟ କରିଥିବା ସରକାରୀ ସଂପତ୍ତି ଆଦାୟ କରାଯିବା ପୂର୍ବରୁ ଦୋଷୀଙ୍କ ଫୋଟୋଚିତ୍ର ବ୍ୟାନେର ମାଧ୍ୟମରେ ପ୍ରଦର୍ଶନ କରାଯିବା ନେଇ ଏକ ମାମଲାରେ ସେ ଏବଂ ଜଷ୍ଟିସ ରମେଶ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ରାୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସୈଥିଲେ ।
ଗୁଜରାଟ ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି କେ ଜି ଶାହ ଏହି ଖଣ୍ଡପୀଠର ଚେୟାରମ୍ୟାନ ତଥା ଏହାର ଏକ ମାତ୍ର ସଦସ୍ୟ ଥିଲେ ।
ଆବଶ୍ୟକତା ପଡିଲେ ଏକ ଛୋଟ ଖଣ୍ଡପୀଠ ତାଠାରୁ ବଡ଼ ଖଣ୍ଡପୀଠକୁ କୌଣସି ମାମଲା ହସ୍ତାନ୍ତର କରିପାରିବ ।
ଏହି ଖଣ୍ଡପୀଠ ଦର୍ଶାଇ ଥିଲେ ଯେ ଅଗ୍ନିକାଣ୍ଡ ସ୍ୱାଭାବିକ ଦୁର୍ଘଟଣା ମାତ୍ର ଥିଲା ।
ଏହି ମାମଲାର ଶୁଣାଣି ପରେ ଉଚ୍ଚତମ ନ୍ୟାୟାଳୟର ସେହି ପାଞ୍ଚଜଣିଆ ଖଣ୍ଡପୀଠ ୨୭ ସେପ୍ଟେମ୍ବର ୨୦୧୮ ଦିନ ତାଙ୍କ ସର୍ବସମ୍ମତ ରାୟରେ ଉଲ୍ଲେଖ କଲେ କି ବ୍ୟଭିଚାର ସମ୍ପର୍କିତ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭ ହେଉଛି ଭାରତୀୟ ସଂବିଧାନର (ଧାରା ୧୪ ଓ ୧୫ର) ବିରୋଧୀ ଓ ତେଣୁ ଅସାମ୍ବିଧାନିକ ।
juror's Usage Examples:
overturned after a juror came forward to report that Judge David Cashman"s tipstaff, Mary Feeney, made inappropriate comments that could have swayed the panel.
selected, jurors could be bribed or intimidated to act in a certain manner on duty.
(22 June 1656 – 16 January 1715) was an English lay religious writer and nonjuror.
time in concealment in London, he was sent by Sancroft and the other nonjurors to James II in France on matters connected with the continuance of their.
Questions of authority are, by nature, legal questions, not questions for jurors.
Bush-Fekete [de], centers on the relationship that develops between two sequestered jurors, Miss Scott and Mr.
After the trial, jurors said that they did not find witnesses, particularly Alite, to be credible.
In December 1696 Turner was arrested, as the nonjuror Samuel Grascome was sought, but then discharged (15 December) on condition.
Parties have been known to peremptorily strike jurors based on personal characteristics that wouldn"t justify.
Defense requested that the jury be polled, and so the word Guilty was uttered seventy-two times, once for each defendant from each juror.
conjuror whose writing was an exposé of not only magic tricks but also the "dodges" of beggars and other "low-life".
Both sides in the lawsuit were accused of bribing the jurors during the trial to secure conviction of one another, but only.
Due to the length of service, grand jurors are usually selected.
Synonyms:
petit juror, petty juror, juryman, foreperson, jury, panelist, panellist, jurywoman,