<< juridic juridically >>

juridical Meaning in Odia (Oriya). ( juridical ଶବ୍ଦର ଓଡିଆ ଅର୍ଥ)



ଆଇନଗତ, ନ୍ୟାୟିକ, କୋର୍ଟରେ ବ୍ୟବହୃତ,

Adjective:

ନ୍ୟାୟିକ |, ଆଇନଗତ |,

juridical తెలుగు అర్థానికి ఉదాహరణ:

ମାକାଉକୁ ଏକ ପୃଥକ ଆଇନଗତ ଅଞ୍ଚଳ ଭାବରେ ଗ୍ରହଣ କରାଯାଏ।

ଦାରିଦ୍ର୍ୟ, ଯୈାତୁକ ଦାବି ଓ ସାଂସ୍କୃତିକ ପରମ୍ପରା,କିଛି ଆଇନଗତ ସ୍ୱୀକୃତି,ସାମାଜିକ ଓ ଧାର୍ମିକ ଚାପ,ଝିଅ ଅବିବାହିତ ହୋଇ ରହିଯିବାର ଭୟ, ଅସ୍ୱାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି ।

ଏଥି ମଧ୍ୟରେ ୧୦ଟି ହତ୍ୟା, ବେଆଇନ ଜମି ଦଖଲ ଓ କୋରାପୁଟ ଜିଲ୍ଲାର ଅନେକ ଥାନାରେ ଡକାୟତି ଆଦି ଆଇନଗତ ଅପରାଧ ନିମନ୍ତେ ୨୦୦୯ ପରଠାରୁ ସେ ପୋଲିସଦ୍ୱାରା "ମୋଷ୍ଟ ୱାଣ୍ଟେଡ଼" ଭାବେ ଗଣା ଯାଉଥିଲେ ।

| ଆଇନଗତ ନିହିତାର୍ଥ |ଦାୟଭାଗ ଅନୁସାରେ ପିତାଙ୍କ ମୃତ୍ୟୁପରେ ହିଁ ପୈତୃକ ସମ୍ପତ୍ତିରେ ଏକାଏକା ପୁତ୍ରର ସ୍ୱତ୍ୱ ପ୍ରବର୍ତ୍ତେ ।

|ମାନସିକ ରୋଗୀ ଚିକିତ୍ସାଳୟରେ ଚିକିତ୍ସିତ କୌଣସି ମାନସିକ ଅନଗ୍ରସର ବ୍ୟକ୍ତିର କୌଣସି ଆଇନଗତ ସହାୟତା ଆବଶ୍ୟକ ହେଉଥିଲେ, ସ୍ଥାନୀୟ ଆଇନ ସହାୟତା ଅନୁଷ୍ଠାନ ବିହିତ ପଦକ୍ଷେପ ନେଇ ତାଙ୍କୁ ଉପଯୁକ୍ତ ଆଇନ ସାହୟତା ଯୋଗାଇଥାନ୍ତି ।

ସେ କହିଥିଲେ ଗଞ୍ଜେଇକୁ ବେଆଇନ ଘୋଷଣା କରି ମଦକୁ ଆଇନଗତ ରଖିବା ଗରିବ ଲୋକମାନଙ୍କ ସମ୍ପର୍କରେ ଜାତିଆଣ ମନୋଭାବ ଭଳି ଅଟେ ।

ଫଳରେ ବିଧବା ପୁନର୍ବିବାହକୁ ଆଇନଗତ ମାନ୍ୟତା ମିଳିଲା ଏବଂ ଉକ୍ତ ଆଇନ କମ୍ପାନୀ ଶାସିତ ଅଞ୍ଚଳରେ ଲାଗୁ ହେଲା ।

| ଗଞ୍ଜେଇର ଆଇନଗତ ପ୍ରଚଳନ ଉପରେ |ଗଞ୍ଜେଇ/ଭାଙ୍ଗ ଆଦିର ବେଆଇନ କରିବା ନିୟମକୁ ତଥାଗତ ତୀବ୍ର ସମାଲୋଚନା କରିଥିଲେ, ସେ କହିଥିଲେ ଏହା ପାରମ୍ପରିକ କାଳରୁ ଦେଶରେ ବିଭିନ୍ନ ପର୍ବପର୍ବାଣିରେ ଏବଂ ମାଦକ ଦ୍ରବ୍ୟ ଭାବରେ ବ୍ୟବହୃତ ହୋଇଆସୁଅଛି ।

| ଆଇନଗତ ନିହିତାର୍ଥ |ମିତାକ୍ଷରାର ବିଧାନ ଅନୁସାରେ ପୁତ୍ର ଜନ୍ମହେଲା କ୍ଷଣି ଜୀବିତ ପିତାଙ୍କ ସଙ୍ଗେ ପିତାମାତାଙ୍କ ତ୍ୟକ୍ତ ସମ୍ପତ୍ତିରେ ମଧ୍ୟ ଜଣେ ସତ୍ୱାଧିକାରୀ ବା ଅଂଶୀଦାର ହୁଏ ।

ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଆଦେଶ ଜାରି କଲେ କି, ବିଚାରାଧୀନ ବନ୍ଦୀମାନେ ତ୍ୱରିତ ନ୍ୟାୟ ତଥା ଆଇନଗତ ସହାୟତା ପାଇବା ପାଇଁଁ ହକ୍‌ଦାର ଅଟନ୍ତି ।

ରାଷ୍ଟ୍ରବିହୀନ ଦେଶଗୁଡ଼ିକ କୌଣସି ସରକାରୀ ଭାଷା ଆଇନଗତ କରିବା ଅବସ୍ଥାରେ ନଥାନ୍ତି ।

ପରିଶେଷରେ ଓଡ଼ିଶା ସରକାର ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଏହି ଅଧିନିୟମଦ୍ୱାରା ଏହାର ପରିବର୍ତ୍ତନ କରାଇଥିଲେ ।

juridical's Usage Examples:

Once disembarked, the Commission assisted in effectuating the transition of police, administrative, juridical, and – most importantly.


Greek word ἄσυλον) is an ancient juridical concept, under which a person persecuted by one"s own country may be protected by another sovereign authority,.


Piñan acquired its juridical personality on August 22, 1951 by virtue of Executive Order No.


Bridging New tribalism has been compared to the idea of building bridges between people who are feeling and living the historical and contemporary effects of Western hegemonic politics, juridical discourses, and economic disenfranchisement.


consummatum (Latin: ratified but not consummated) or ratum et non consummatum (Latin: ratified and not consummated) refers to a juridical-sacramental category.


permission from the court for two spouses to legally live separate lives, juridically independent from each other, and dissolved their respective legal responsibilities.


branches, accepts the apologetic, dogmatic, exegetic, moral, juridical, ascetical, liturgical, and other conclusions reached by the ecclesiastical student.


Claim by the Philippines The Philippines state that its assertion of sovereignty over the shoal is based on the juridical criteria established by public international law on the lawful methods for the acquisition of sovereignty.


On August 3, 2006, the UMI was registered juridically by France as an international organization.


These institutes are juridically independent and foster different research and publication programs, while.


belongs to Minganie RCM juridically m belongs to Minganie RCM geographically G belongs to Le Golfe-du-Saint-Laurent RCM juridically g belongs to Le.


provable juridic act of departure from the Catholic Church, which was recognized from 1983 to 2010 in the Code of Canon Law as having certain juridical effects.


Known as the "juridical text par excellence,".



Synonyms:

judicial, juridic,

Antonyms:

illegal, uncritical,

juridical's Meaning in Other Sites