judas Meaning in Odia (Oriya). ( judas ଶବ୍ଦର ଓଡିଆ ଅର୍ଥ)
ଜୁଡା, ଦେଶଦ୍ରୋହୀ,
Noun:
ଦେଶଦ୍ରୋହୀ,
People Also Search:
judas iscariotjudas tree
judases
judder
juddered
juddering
judders
jude
judea
judean
judeo christian
judeo spanish
judge
judged
judgement
judas తెలుగు అర్థానికి ఉదాహరణ:
ପୂର୍ବ ଚିତ୍ରମାନଙ୍କରେ ଜୁଡାସ୍ ଯୀଶୁଙ୍କ ବିପରୀତ ପଟେ ବସିଥିବା କିମ୍ବା ଜୁଡାସଙ୍କ ବ୍ୟତୀତ ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁଣ୍ଡ ଉପରେ ବୃତ୍ତଦ୍ୱାରା ଚିହ୍ନିତ କରାଯାଇଥିଲା ।
ଅଳସୁଆ ପରି ଲିଓନାର୍ଡ଼ୋ ମିଲାନର ଗଳିକନ୍ଦିରେ ବୁଲି ଜୁଡାସଙ୍କ ମୁହଁ ପାଇଁ ଏକ ଉପଯୁକ୍ତ ଆସାମୀକୁ ଖୋଜୁଥିବା ଗୀର୍ଜାର ମୁଖ୍ୟ ଫୋର୍ଜା ରାଜାଙ୍କୁ ଅଭିଯୋଗ କରିଥିଲେ ।
ସମଗ୍ର ଭାରତବର୍ଷରେ ରାଜାରାଜୁଡାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ ।
ଜୁଡାସଙ୍କ ମୁହଁର ସ୍ତର ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁହ୍ଁର ସ୍ତରଠାରୁ ନିମ୍ନରେ ଦର୍ଶାଯାଇଛି ।
ଯଦି କେହି ନ ମିଳନ୍ତି ତେବେ ମୁଖିଆଙ୍କ ଚେହେରା ପରି ହିଁ ଜୁଡାସଙ୍କ ଚେହେରା ହୋଇପାରିବ ବୋଲି ଲିଓନାର୍ଡ଼ୋ ପ୍ରତ୍ୟୁତ୍ତରରେ କହିଥିଲେ ।
|ଲିଓନାର୍ଡୋଙ୍କ ଚିତ୍ରରେ ଜୁଡାସ୍ ଛାୟା ମଧ୍ୟରେ ରହିଛନ୍ତି ।
ଏହି ଥଳୀ “ଯୀଶୁଙ୍କ ସହ ବିଶ୍ୱାସଘାତକତା କରିବା ପାଇଁ ଜୁଡାସ୍ଙ୍କୁ ମିଳିଥିବା ରୂପାର ପୁରସ୍କାର” କିମ୍ବା “ଜୁଡାସ୍ ଜଣେ କୋଶାଧ୍ୟକ୍ଷ ଥିବାରୁ ତାଙ୍କ ପରିଚୟର ସଙ୍କେତ” ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥିବ ।
ତାଙ୍କ ଉପନ୍ୟାସ ଆଧାରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ରମାନଙ୍କର ନାମ ଯଥାକ୍ରମେ ସନ ୧୯୪୦ରେ ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ (Pride and Prejudice) ଓ ସାମ୍ପ୍ରତିକ ସେନ୍ସ ଆଣ୍ଡ ସେନ୍ସିବିଲିଟି ୧୯୫୫ (Sense and Sensibility), ଏମ୍ମା ୧୯୯୬ (Emma), ମ୍ୟାନ୍ସଫିଲ୍ଡ ପାର୍କ (Mansfield Park) ୧୯୯୯, ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ ୨୦୦୫ ଓ ଲଭ ଆଣ୍ଡ ଫ୍ରେଣ୍ଡସିପ ୨୦୧୬ (Love & Friendship) ।
|ଜୁଡାସ୍ ଇସ୍କାରିୟଟ୍, ସେଣ୍ଟ୍ ପିଟର୍ ଓ ଜନ୍ ଆଉ ଏକ ତିନିଜଣିଆ ଦଳରେ ବସିଛନ୍ତି ।
ପାଣ୍ଡୁଲିପି ମିଳିବା ପୂର୍ବରୁ ଚିତ୍ରରେ କେବଳ ଜୁଡାସ୍, ପିଟର୍, ଜନ୍ ଓ ଯୀଶୁଙ୍କ ପରିଚୟ ଜଣାଥିଲା ।
| କିମ୍ବଦନ୍ତୀ |ଏକ କିମ୍ବଦନ୍ତୀ ଅନୁସାରେ ରାଜାରାଜୁଡା ଅମଲରୁ ଏଠାରେ ମା ମଝିଘରିଆଣୀ ପୂଜା ପାଉଥିଲେ ହେଁ ରାଜାଙ୍କ ଅନ୍ତେ ସମୟର ସ୍ରୋତରେ ଏହା ଧ୍ୱଂସ ହେବାକୁ ଲାଗିଲା ।
ଜୁଡାସ୍ ନାଲି, ନେଳି, ସାଗୁଆ ରଙ୍ଗର ବସ୍ତ୍ର ପିନ୍ଧିଛନ୍ତି ଓ ଯୀଶୁଙ୍କ ଅକସ୍ମାତ ଘୋଷଣା ପରେ ତାଙ୍କ ଯୋଜନା ଖୋଲିଯାଇଥିବା ଦେଖି ଆଶ୍ଚର୍ଯ୍ୟ ଓ ବିରକ୍ତ ଅଛନ୍ତି ।
ଯୀଶୁ ରୁଟି ଆଡ଼କୁ ହାତ ବଢ଼ାଉଥିବା ବିଷୟ ଜୁଡାସ୍ ଲକ୍ଷ୍ୟ କରିନାହାନ୍ତି (ମ୍ୟାଥ୍ୟୁଙ୍କ ଶିକ୍ଷାବାଣୀ ୨୬:୨୩) ।
judas's Usage Examples:
his ex-roommates of harboring ill feelings towards him, calling them "judases"".
Synonyms:
Judas Iscariot,