<< journalize journalling >>

journalled Meaning in Odia (Oriya). ( journalled ଶବ୍ଦର ଓଡିଆ ଅର୍ଥ)



ପତ୍ରିକା,

ପତ୍ରିକା,

People Also Search:

journalling
journals
journey
journeyed
journeyer
journeyers
journeying
journeyings
journeyman
journeymen
journeys
journo
journos
jours
joust

journalled తెలుగు అర్థానికి ఉదాహరణ:

ବାମଣ୍ଡାର ରହଣୀ କାଳରେ ସେ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନା କରୁଥିଲେ ।

ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ ।

|ଆମେରିକା ପତ୍ରିକା "ଫର୍ଚ୍ଚୁନ"ରେ ଅକ୍ଟୋବର ୨୦୧୩ ଅଙ୍କରେ ଜାରି ବିଶ୍ୱର ୫୦ ଶକ୍ତିଶାଳୀ ମହିଳା ମାନଙ୍କ ସୂଚୀରେ ୪ଜଣ ଭାରତୀୟ ମହିଳା ସାମିଲ ଅଛନ୍ତି ।

ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ‘‘ନେଚର କଲେଜ’’ ନାମକ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକ ଲୋଚନକୁ ଆଣିଥିଲେ ।

ଓଡ଼ିଆ ଭାଷାରେ ଏହା ଦ୍ୱିତୀୟ ଛାପା ପତ୍ରିକା ଅଟେ (୧୮୪୯ ମସିହାର "ଜ୍ଞାନାରୁଣ" ପତ୍ରିକା ପରେ) ।

ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ ସୌଦାମିନୀ, ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ପ୍ରଥମେ ଧାରବାହିକ ଭାବେ ପ୍ରକାଶ ପାଇଥିଲା ।

ବହୁ ଇଂରାଜୀ ପତ୍ରିକାର ସମ୍ପାଦନା ସହ, କିଛିଦିନ ପାଇଁ ସମାଜର ପରିଚାଳନା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

| ସାହିତ୍ୟିକ ରଚନା |ସେ ୧୯୬୩-୬୪ ମସିହାରେ ରେଭେନ୍ସା କଲେଜ କଟକ ୱେଷ୍ଟ ହଷ୍ଟେଲ ପାଇଁ ଉର୍ମି ପତ୍ରିକାର ସମ୍ପାଦନା, ୧୯୬୫ ମସିହାରେ ମୌସୁମୀ ନାମକ ଏକ କ୍ଷୁଦ୍ର ଗଳ୍ପ ସଂକଳନ ପ୍ରକାଶ, ୧୯୬୬ ମସିହାରେ ଗଣକବି ସ୍ମରଣିକା, ୧୯୬୭ରେ ଜଗାମୋହନ ଲାଲା ସ୍ମରଣିକା ଏବଂ ୧୯୭୫ରେ ପ୍ୟାରିମୋହନ ଲାଲା ସ୍ମରଣିକା ଆଦି ପ୍ରକାଶ କରିଥିଲେ ।

|ଜାତୀୟ ନିଓନାଟୋଲୋଜି ଫୋରମ୍‌ଦ୍ୱାରା ପ୍ରକାଶିତ ତ୍ରୈମାସିକ ପତ୍ରିକା ଜର୍ଣ୍ଣାଲ୍ ଅଫ୍ ନିଓନାଟୋଲୋଜିରେ ସମ୍ପାଦକ ।

ଏତଦ ବ୍ୟତୀତ ସେ ସାତଦିନ ପତ୍ରିକାର ଲେଖିକା ଏବଂ ସମ୍ପାଦକ ଥିଲେ ।

ସାଇନ୍ସ ପତ୍ରିକାରେ ୧୯୮୩ର ଏକ ଲେଖା ଅନୁଯାୟୀ , ପ୍ରାଚୀନ ଗୁମ୍ଫାର ଛାତରୁ ମିଳିଥିବା କଳା ଦାଗ କିମ୍ବା ସୁଟ୍(soot) ଉଚ୍ଚ ପ୍ରଦୂଷଣର ଯଥେଷ୍ଟ ପ୍ରମାଣ ଦେଇଥାଏ ଯାହା ଖୋଲା ଅଗ୍ନିକାଣ୍ଡର ଅପର୍ଯ୍ୟାପ୍ତ ବାୟୁ ଚଳାଚଳ (ଭେଣ୍ଟିଲେସନ୍) ସହିତ ଜଡ଼ିତ ଥିଲା।

| ମେଘନାଦଙ୍କ ଲୋକପ୍ରିୟତା |ସେ ପ୍ରଥମେ କଲିକତା ବିଶ୍ୱବିଦ୍ୟାଲୟରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ଗବେଷଣାରେ ମନୋନିବେଶ କରିଥିଲେ ଓ ତାଙ୍କ ଗବେଷଣାତ୍ମକ ଅନେକ ନିବନ୍ଧ ବିଦେଶୀ ପତ୍ରିକାରେ ଛପା ହୋଇଥିଲା ।

ସେ କଲିକତାର "ପରିବାର" ପତ୍ରିକାରେ ୧୯୮୫ରୁ ୧୯୯୦ ମସିହା ଯାଏ ନିୟମିତ ଲେଖୁଥିଲେ ।

journalled's Usage Examples:

and updates regarding Cree Indians who were struck by smallpox, he also journalled about those that came to him to seek help.



journalled's Meaning in Other Sites