<< johannes peter muller john >>

johannesburg Meaning in Odia (Oriya). ( johannesburg ଶବ୍ଦର ଓଡିଆ ଅର୍ଥ)



ଜୋହାନ୍ସବର୍ଗ,

ହୀରା ଏବଂ ସୁନା ଶିଳ୍ପ ପାଇଁ ବାଣିଜ୍ୟିକ କେନ୍ଦ୍ର |, ପ୍ରିଟୋରିଆ ନିକଟ ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଭାଗରେ ଥିବା ସହରଗୁଡିକ |,

johannesburg తెలుగు అర్థానికి ఉదాహరణ:

ଏହା ସହ ସେ ୨୦୦୬ ମସିହାରେ ଦୋହାଠାରେ ହେଇଥିବା ଏସିଆ କପ ଓ ୨୦୦୨ ମସିହାରେ ଜୋହାନ୍ସବର୍ଗଠାରେ ହେଇଥିବା ଚମ୍ପିୟାନ ଚେଲେଞ୍ଜ ହକି ପ୍ରତିଯୋଗୀତାରେ ଭାରତୀୟ ମହିଳା ଦଳରେ ସାମିଲ ଥିଲେ ।

ଅଗଷ୍ଟ ୧୯୫୩ରେ ମଣ୍ଡେଲା ଓ ତାଙ୍କ ବନ୍ଧୁ ଅଲିଭର ଟାମ୍ବୋ ମିଳିତ ଭାବେ ନିଜସ୍ୱ "ଟାମ୍ବୋ ଏଣ୍ଡ ମଣ୍ଡେଲା" ସଂସ୍ଥା ଜୋହାନ୍ସବର୍ଗରେ ଆରମ୍ଭ କରିଥିଲେ ।

ସେହି ମାସରେ ଜୋହାନ୍ସବର୍ଗଠାରେ ହୋଇଥିବା "ଡିଫେଣ୍ଡ ଫ୍ରି ସ୍ପିଚ କନଭେନସନ"ରେ ଆଫ୍ରିକୀୟ, ଭାରତୀୟ ଓ କମ୍ୟୁନିଷ୍ଟମାନେ ମିଳିତ ଭାବେ ଅପାର୍ଥିଡ଼ ବିରୁଦ୍ଧରେ ଅନଶନ କରିଥିଲେ ।

୧୯ ଡିସେମ୍ବରରେ ତାଙ୍କୁ ବେଲ ମିଳିବା ପୂର୍ବରୁ ଜୋହାନ୍ସବର୍ଗରେ ଏକ ଜେଲରେ ତାଙ୍କୁ ରଖାଯାଇଥିଲା ।

|ଜୋହାନ୍ସବର୍ଗରେ ରହଣି: ୧୯୪୧-୧୯୪୩|ଡିସେମ୍ବର ୧୯୪୦ରେ ମାକହେକେଜ୍ୱନିକୁ ଫେରିବା ପରେ ସେ ଜାଣିଲେ ଯେ ଯୋଙ୍ଗିନ୍ତାବା ତାଙ୍କର ଏବଂ ନିଜ ପୁଅ ଜଷ୍ଟିସଙ୍କର ବିବାହ ଅଲଗା ଜାଗାରେ ସ୍ଥିରୀକୃତ କରିସାରିଛନ୍ତି, ତେଣୁ ଆଶ୍ଚର୍ଯ୍ୟଜନକ ଭାବେ ଦୁହେଁ କୁଇନ୍ସଟାଉନ ଦେଇ ଜୋହାନ୍ସବର୍ଗରେ ଏପ୍ରିଲ ୧୯୪୧ରେ ପହଞ୍ଚିଥିଲେ ।

|କଂଗ୍ରେସ ଅଫ ଦି ପିପୁଲ ଓ ଦେଶଦ୍ରୋହ ଅଭିଯୋଗ:୧୯୫୫-୧୯୬୧|ଫେବ୍ରୁଆରୀ ୧୯୫୫ରେ ଜୋହାନ୍ସବର୍ଗର ସୋଫିଆଟାଉନଠାରେ କଳା ଲୋକ ବସବାସ କରୁଥିବା ଅଞ୍ଚଳକୁ ଧ୍ୱଂସ କରିବାର ପ୍ରୟାସ ପରେ ମଣ୍ଡେଲା ମତ ଦେଇଥିଲେଯେ; ଜାତୀୟ କଂଗ୍ରେସ ପାଖରେ ଅସ୍ତ୍ରଶସ୍ତ୍ର ଓ ହିଂସାତ୍ମକ ଆନ୍ଦୋଳନ ଛଡ଼ା କୌଣସି ବିକଳ୍ପ ନାହିଁ ।

|ଗାନ୍ଧୀଙ୍କ ଅସଂଖ୍ୟ ପତ୍ରବନ୍ଧୁଙ୍କ ମଧ୍ୟରେ ଥିଲେ ଟଲଷ୍ଟୟ, ଆଇନଷ୍ଟାଇନ !|ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ତିନୋଟି ଫୁଟ୍‌ବଲ୍ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୂଖ୍ୟ ପୁରୋଧା ।

|ଜୁଲାଇ ୩୦, ୧୯୫୨ରେ ଜୋହାନ୍ସବର୍ଗଠାରେ ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ ବଳରେ ମଣ୍ଡେଲା, ମୋରୋକା, ସିସୁଲୁ, ଡାଦୁଙ୍କ ସମେତ ୨୧ଜଣ ଗିରଫ ହୋଇଥିଲେ ଓ କୋର୍ଟ ଚାଲାଣ କରାଯାଇଥିଲା ।

ମାର୍ଚ ୧୯୫୬ରେ ସେ ତୃତୀୟ ବାରଣ ଆଦେଶ ପାଇଥିଲେ ଏବଂ ୫ ବର୍ଷ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ପ୍ରବେଶକରିବାକୁ ନିଷେଦ୍ଧାଦେଶ ଜାରି ହୋଇଥିଲା ।

|୨୦୧୧ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଜୋହାନ୍ସବର୍ଗର ମାର୍ଶାଲ ସ୍କୋୟାର କାରାଗାରରେ ସରକାର ବିରୋଧୀ ଆନ୍ଦୋଳନ ଓ ବିନା ଅନୁମତିରେ ଦେଶ ଛାଡ଼ି ଯିବା ଅପରାଧରେ ତାଙ୍କୁ ରଖାଯାଇଥିଲା ।

ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ ।

୧୯୪୩ର ଆଦ୍ୟରେ ମଣ୍ଡେଲା କଳାରେ ସ୍ନାତକ ଡିଗ୍ରୀ ହାସଲ କଲାପରେ, ଏକ ଓକିଲ ଭାବେ ରାଜନୈତିକ ପଥ ଆପଣାଇବା ଆଶାରେ ଜୋହାନ୍ସବର୍ଗ ଆସିଥିଲେ ।

johannesburg's Meaning in Other Sites