<< job seeking jobbed >>

jobation Meaning in Odia (Oriya). ( jobation ଶବ୍ଦର ଓଡିଆ ଅର୍ଥ)



ଚାକିରି,

Noun:

ଟିପ୍ପଣୀ |, ଗଣନା,

People Also Search:

jobbed
jobber
jobberies
jobbers
jobbery
jobbing
jobcentre
jobcentres
jobes
jobholder
jobless
joblessness
jobman
jobmaster
jobs

jobation తెలుగు అర్థానికి ఉదాహరణ:

ସେ, ଗ୍ରାମ୍ୟ କୃଷି କର୍ମଚାରୀ ଭାବରେ ଚାକିରି କରି, ଅବସର ଗ୍ରହଣ କରିସାରିଛନ୍ତି ।

|ଚାକିରି ଜୀବନ|୧୯୬୧ ମସିହାରେ ସେ କଟକସ୍ଥିତ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତକ ଉପାଧି ହାସଲ କରିଥିଲେ ।

ତାଙ୍କୁ ରାଜ୍ୟ ସରକାର ପୋଲିସ ବାହିନୀରେ ଚାକିରି ପ୍ରଦାନ କରିଛନ୍ତି ଓ ସେ ବର୍ତ୍ତମାନ ହରିୟାଣା ପୋଲିସର ଜଣେ ଡେପୁଟି ସୁପେରିନଟେଣ୍ଡେନ୍ତ ଭାବରେ ଅବସ୍ଥାପିତ ।

ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା ।

୧୯୫୪ମସିହାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ ।

୧୯୪୮ ମସିହାରେ ସେ ବିଲାତରୁ ଫେରି, କଟକ ଟ୍ରେନିଂ କଲେଜ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି କରିଥିଲେ ।

ଅଧିକନ୍ତୁ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ଭାବରେ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ।

ସେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା "ସଙ୍ଗ ଆଣ୍ଡ ଡ୍ୟାନ୍ସ"ରେ ଜଣେ ଅଭିନେତା ଭାବରେ ଚାକିରି କରି ୨୦୦୦ମସିହାରେ ଅବସର ନେଇଥିଲେ ।

|ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ ।

ପିତା ଇନ୍ଦ୍ରମଣି ବେଉରା ଭାରତୀୟ ବାୟୁସେନାରେ ଚାକିରି କରିଥିବାରୁ ସେ ଦେଶର ବିଭିନ୍ନ ସହର ପରିଭ୍ରମଣ କରିଛନ୍ତି ।

ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ ।

ବିଭୁ କିଶୋର,ସରକାରୀ ଚାକିରି କରିଥିଲେ ମଧ୍ୟ, ସେଥିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି, ନିଜକୁ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ପାଇଁ ସମର୍ପଣ କରିଛନ୍ତି ।

jobation's Meaning in Other Sites