jinnah Meaning in Odia (Oriya). ( jinnah ଶବ୍ଦର ଓଡିଆ ଅର୍ଥ)
ଜିନ୍ନା,
Noun:
ଜିନ୍ନା |,
People Also Search:
jinneejinni
jinnis
jinns
jinricksha
jinrikisha
jinrikishas
jinriksha
jinrikshas
jinx
jinxed
jinxes
jinxing
jirga
jirgas
jinnah తెలుగు అర్థానికి ఉదాహరణ:
କାଠିଆବାଡରୁ ଆସି ମୁସଲିମ ବହୂଳ ସିନ୍ଧ ପ୍ରଦେଶରେ ରହିଥିବାରୁ ଜିନ୍ନା ଓ ତାଙ୍କ ଭାଇ ତଥା ଭଉଣୀଙ୍କ ନାମ ମୁସଲିମ ନାମକରଣ ହୋଇଛି ।
| ପ୍ରାରମ୍ଭିକ ଜୀବନ |ଜିନ୍ନାଙ୍କ (ପୂରା ନାମ: ମହମଦ ଅଲ୍ଲୀ ଝୀଣାଭାଇ) ଜନ୍ମ ବର୍ତ୍ତମାନର ସିନ୍ଧ ଅଞ୍ଚଳର କରାଚି ଜିଲ୍ଲା ଅନ୍ତର୍ଗତ ବଜୀର ମେସନଠାରେ ।
ଜିନ୍ନା ଏକାଥିକ ବିଦ୍ୟାଳୟରେ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ ।
|ଗୁଜରାଟୀ ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମାତୃଭାଷା ଥିଲା ।
ଗୁରୁତର ଅବସ୍ଥାରେ ଜିନ୍ନା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।
| ପୃଷ୍ଠଭୂମି |ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ୱରେ ଆନ୍ଦୋଳନର ପ୍ରତ୍ୟକ୍ଷ ଫଳ ସ୍ୱରୂପ ପାକିସ୍ତାନ ନୂତନ ଦେଶର ମାନ୍ୟତା ଲାଭ କଲା ।
ତଥାପି, ଜିନ୍ନା ବାଲ୍ୟ ବିବାହ ପ୍ରତିବନ୍ଧକ ଅଧିନିୟମ , ମୁସଲିମ୍ ୱାକଫ୍ (ଧାର୍ମିକ ଅନୁଦାନ)ର ବୈଧତା ପାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ସାନ୍ଧର୍ଷ୍ଟ କମିଟିରେ ନିଯୁକ୍ତ ହୋଇଥିଲେ, ଯାହାକି ଡେରାଡୁନରେ ଭାରତୀୟ ସାମରିକ ଏକାଡେମୀ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା ।
|ପିତା ଜିନ୍ନହଭାଇ ପୁଞ୍ଜା ଓ ମାତା ମିଠୀବାଇଙ୍କ ପରିବାରରେ ସାତୋଟି ସନ୍ତାନଙ୍କ ମଧ୍ୟରେ ଜିନ୍ନା ଥିଲେ ଜ୍ୟେଷ୍ଠ ସନ୍ତାନ ।
ଜିନ୍ନା ଇଂଲାଣ୍ଡ ଯିବା ପରେ ତାଙ୍କ ମା'ଙ୍କର ଦେହାନ୍ତ ହେଲା ।
ଜିନ୍ନାଙ୍କ ପିତା ଥିଲେ ଜଣେ ସଂପନ୍ନ ଗୁଜରାଟୀ ବ୍ୟବସାୟୀ; ତେବେ ସେ ଜିନ୍ନଙ୍କ ଜନ୍ମ ପୂର୍ବରୁ କାଠିଆବାଡ ଛାଡି ସିନ୍ଧ ପ୍ରଦେଶରେ ବସବାସ କରିବାକୁ ଲାଗିଲେ ।
| ଆଧାର |୧୯୭୨ ଜନ୍ମ|ଜୀବିତ ବ୍ୟକ୍ତି|ଓଡ଼ିଆ ଲୋକ|କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ|୧୩ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୫ଶ ଓଡ଼ିଶା ବିଧାନ ସଭାର ସଭ୍ୟ ମହମ୍ମଦ ଅଲ୍ଲୀ ଜିନ୍ନା (ଜନ୍ମ: ୨୫ ଡିସେମ୍ବର ୧୮୭୬, ମୃତ୍ୟୁ: ୧୧ ସେପ୍ଟେମ୍ବର ୧୯୪୮) ବିଂଶ ଶତାବ୍ଦୀର ଏକ ପ୍ରମୁଖ ରାଜନୀତିଜ୍ଞ, ଏକ ଆଇନଜୀବୀ ତଥା ପାକିସ୍ଥାନର ପ୍ରତିଷ୍ଠାତା ଭାବେ ସେ ପରିଚିତ ।
ମନ୍ତ୍ରୀଙ୍କ ଇସ୍ତଫା ମୁସଲିମ ଲିଗର ନେତା ମହମ୍ମଦ ଅଲି ଜିନ୍ନାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଏବଂ ଆନନ୍ଦର ଏକ ଉତ୍ସବ ଥିଲା।
ଜେ. ଆର୍. ଡି.ଙ୍କ ଭାଣେଜୀ ରତ୍ତନବାଇ ପେଟିଟ୍ ପରବର୍ତ୍ତୀ ସମୟରେ ପାକିସ୍ଥାନର ରାଷ୍ଟ୍ରପିତା ମହମ୍ମଦ ଅଲି ଜିନ୍ନାଙ୍କ ପତ୍ନୀ ହୋଇଥିଲେ ।