<< jesuits jesus christ >>

jesus Meaning in Odia (Oriya). ( jesus ଶବ୍ଦର ଓଡିଆ ଅର୍ଥ)



ଯୀଶୁ, ଖ୍ରୀଷ୍ଟିଆନ ଧର୍ମର ପ୍ରୋତ୍ସାହକ,

Noun:

ମାନବଜାତିର ତ୍ରାଣକର୍ତ୍ତା |, ଯୀଶୁ,

jesus తెలుగు అర్థానికి ఉదాహరణ:

| ବିଶ୍ୱାସ |ଗିର୍ଜା ଘରର ଦଶଟି ବାଣୀ ଓ ବିଶ୍ୱାସ ହେଲା :|ପବିତ୍ର ଆତ୍ମା|ପୁଜା ଅର୍ଚନା|ପାଦ ଧୋଇବା : "ପାଦ ଧୋଇବା ଜଣକୁ ସୁଯୋଗ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଏକ ଅଙ୍ଗ ହେବାରେ ।

ସେହି ଦ୍ୱାପରଯୁଗର ସମୟ ଯୁଧିଷ୍ଠିର ରାଜାଙ୍କ ରାଜତ୍ୱକାଳରୁ ସାକ୍ୟ ସମ୍ବତ ଯାଏ ୨୫୨୬ବର୍ଷ, ବୁଦ୍ଧଦେବଙ୍କ ଜନ୍ମଠାରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ୫୭୪ବର୍ଷ ଏବଂ ଯୀଶୁଙ୍କ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୨୦୧୪ବର୍ଷଯାଏଁ; ଅତଏବ ବର୍ତ୍ତମାନ କଳିଯୁଗକୁ ମିଶାଇ ୫୧୧୩ ବର୍ଷ ଅତିକ୍ରାନ୍ତ ହୋଇଗଲାଣି ।

ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ ।

|ପ୍ରୋଟେଷ୍ଟାଣ୍ଟ୍ ବାଦର ପ୍ରଚଳନ ପରେ କ୍ୟାଥୋଲିକ୍ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଘରେ ଯୀଶୁ ଜନ୍ମବୃତ୍ତାନ୍ତର ସାଜସଜ୍ଜା ଓ ସମ୍ଭ୍ରାନ୍ତ ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଘରେ ବଡ଼ଦିନ ଗଛ ରଖିବାର ପ୍ରଥା ଦେଖାଗଲା ।

ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍‍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ ।

ଚିତ୍ରର କେନ୍ଦ୍ରବିନ୍ଦୁ ଯୀଶୁଙ୍କ ମୁହଁରେ ରହିଛି ।

|ଯୀଶୁ ଖ୍ରୀଷ୍ଟ|ଯୀଶୁଙ୍କ ବାମ ପଟକୁ ଥୋମାସ୍, ଜେମ୍‍ସ୍ (ଜ୍ୟେଷ୍ଠ) ଓ ଫିଲିପ୍ ନାମକ ତିନି ଶିଷ୍ୟ ଦଳରେ ବସିଛନ୍ତି ।

|ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ, କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ “ୱେଷ୍ଟର୍ଣ୍ଣ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍” (ପାଶ୍ଚାତ୍ୟ ଦେଶମାନଙ୍କ ପ୍ରମୁଖ ଗୀର୍ଜାଘରମାନେ) ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଅଭିହିତ କଲେ ଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଲା ।

ତେଣୁ ପାଗାନ୍ ସଂସ୍କୃତିର ଏହି ପ୍ରଥା ଯୀଶୁଙ୍କ ନାମ ବହନ କରି ରୂପାନ୍ତରିତ ହୋଇଗଲା ।

ଏହି ଗୀର୍ଜାଘରର କୋଶଗୃହରେ କ୍ୟାଥୋଲିକ୍ ଖ୍ରୀଷ୍ଟଧର୍ମର କିଛି ପ୍ରତୀକ ଯଥା - କଣ୍ଟକ ମୁକୁଟ (ଯୀଶୁଙ୍କୁ କୃଶବିଦ୍ଧ କରାଯିବା ବେଳେ ଏକ କଣ୍ଟକମୟ ପଗଡ଼ି ପିନ୍ଧା ଯାଇଥିଲା ।

|ଶିକ୍ଷା|ସେ ଲେଡି ଜେନିଙ୍ଗ ନର୍ସରୀ ବିଦ୍ୟାଳୟ ଏବଂ କରାଚୀରେ କନଭେଣ୍ଟ ଯୀଶୁ ଏବଂ ମେରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ।

ଭୋଜନ ସମୟରେ ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ବୋଲି ଯୀଶୁଙ୍କ ଉଦଘୋଷଣା ଶୁଣି ଶିଷ୍ୟମାନଙ୍କ ଭାବରେ ପରିବର୍ତ୍ତନକୁ ଏହି ଚିତ୍ରରେ ଲିଓନାର୍ଡ଼ୋ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ।

ପୂର୍ବ ଚିତ୍ରମାନଙ୍କରେ ଜୁଡାସ୍ ଯୀଶୁଙ୍କ ବିପରୀତ ପଟେ ବସିଥିବା କିମ୍ବା ଜୁଡାସଙ୍କ ବ୍ୟତୀତ ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁଣ୍ଡ ଉପରେ ବୃତ୍ତଦ୍ୱାରା ଚିହ୍ନିତ କରାଯାଇଥିଲା ।

jesus's Usage Examples:

The second CD also included Bodies by Drowning Pool, Speed Kills by Bush, Sometimes by Ash, When It's Over by Sugar Ray, Crystal by New Order, Hollywood Bitch by Stone Temple Pilots, Control by Puddle of Mudd, Rip It Up by 28 Days, and Gravity by The Superjesus.


Bowers also expressed Christian Identity rhetoric declaring the lord jesus christ is come in the flesh while espousing anti-Semitic views that jews are children of satan.


was a major drawcard; strong, confident and rarely lapsing into the girlishness that characterized some of the Superjesus" contemporaries.


According to Robert Christgau, Funkadelic"s "dark, slow, tuneless" music was originally panned and "scared the bejesus out of fans of upful.



Synonyms:

Jesus Christ, Jesus of Nazareth, Deliverer, Good Shepherd, Redeemer, Savior, Christ, Saviour, the Nazarene,

jesus's Meaning in Other Sites