japan's Meaning in Odia (Oriya). ( japan's ଶବ୍ଦର ଓଡିଆ ଅର୍ଥ)
ଜାପାନର,
Noun:
ଜାପାନର ଅଧିବାସୀ |, ଜାପାନର ଲୋକମାନେ |, ଜାପାନିଜ୍, ଜାପାନୀ ଭାଷା,
Adjective:
ଜାପାନିଜ୍, ଜାପାନର |,
People Also Search:
japanesejapanese barberry
japanese black pine
japanese carpet grass
japanese clover
japanese flowering cherry
japanese hop
japanese iris
japanese ivy
japanese lilac
japanese maple
japanese millet
japanese monetary unit
japanese morning glory
japanese pagoda tree
japan's తెలుగు అర్థానికి ఉదాహరణ:
୨୦୧୫ ସୁଦ୍ଧା ଏହାର ୮୭୦ଟି ଏପିସୋଡ୍ ଜାପାନରେ ପ୍ରସାରିତ ହୋଇଛି ।
|ଗୀତ|ଆଧାର|ବାହାର ଆଧାର|୨୦୧୭ର ଓଡ଼ିଆ କଥାଚିତ୍ର ନାଗୋୟା (名古屋) ଜାପାନର ଚୂବୁ କ୍ଷେତ୍ରର ସବୁଠାରୁ ବଡ଼ ସହର ଅଟେ ।
|ମହାଶାଳ ପରିସରରେ ଥିବା ଅନେକ କୋଠାଗୁଡ଼ିକର ନାମ ଜାପାନର ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ସମ୍ପତ୍ତିର ସୂଚୀରେ ଲିପିବଦ୍ଧ ।
୧୯୫୧ ମସିହା ବେଳକୁ ଜାପାନର ବିଭିନ୍ନ ଉଦ୍ୟୋଗରେ Training Within Industry କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ଏହି ଶୀତ ଦିନିଆ ମୋୖସୁମୀ ଟାଇଫୁନ୍ ଏବଂ ଝଡ଼ ସୃଷ୍ଠି କରେ ଯାହା ଜାପାନର ପଶ୍ଚିମ ଉପକୂଳକୁ ପ୍ରଭାବିତ କରିଥାଏ ।
ଅଧିକ ଲବଣଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଜାପାନରେ ପାକସ୍ଥଳୀ କର୍କଟ ଓ ଆମେରିକାରେ କୋଲୋନ୍ କର୍କଟ ହୁଏ ଯାହା ଖାଦ୍ୟ ସହ କର୍କଟର ସମ୍ପର୍କ ଥିବା ସମ୍ଭାବନା ପ୍ରମାଣ କରେ ।
ଏହାକୁ ୧୯୯୦ର ମଧ୍ୟ ଭାଗରେ ଯୁକିହୀରୋ "ମାଜ୍" ମାସୁମୋଟୋ ଜାପାନରେ ତିଆରି କରିଥିଲେ ।
|କୋଯିକୀ, "ପ୍ରାଚୀନ ଜାପାନର କିମ୍ବଦନ୍ତୀ କାହାଣୀ" ତଥା ନିହୋଁ ଶୋକୀ, "ପ୍ରାଚୀନ ଜାପାନର କାହାଣୀ", ଅନୁସାରେ, ଇଜୁମୋ ତାଇଶା ଜାପାନର ବୃହତ୍ତମ କାଠନିର୍ମିତ ସଂରଚନା ଥିଲା ।
ଅଧିକତମ ଗ୍ରହଣ ୦୨:୩୫:୨୧ ୟୁଟିସିକୁ ବୋନୀନ ଦ୍ୱୀପର ୧୦୦ କିମି ଦକ୍ଷିଣରେ ହେବ ଯାହା ଜାପାନର ଦକ୍ଷିଣ ପୂର୍ବରେ ହୋଇଛି ।
|ମେଇଜୀ ପୁନରୁଦ୍ଧାରଣ କାଳରେ ଫୁକୋକୁ କ୍ଯୋହେଇ (富国強兵) ବା "ଦେଶକୁ ସଶକ୍ତ କର, ସୈନ୍ଯବାହିନୀକୁ ସଶକ୍ତ କର" ଏବଂ ଶୋକୁସାନ କୋଗ୍ଯୋ (殖産興業) ବା "ଶିଳ୍ପକୁ ପ୍ରତ୍ସାହନ ଦିଅ" ଆଦି ନାରା ଲୋକପ୍ରିୟ କରାଯାଇ ଜାପାନର ଦ୍ରୁତଗତିରେ ଆଧୁନିକୀକରଣ କରାଗଲା ।
ଜାପାନର ପ୍ରାଚୀନ ଜୀବବାଦୀ ଆଧ୍ଯାତ୍ମିକତା ହିଁ ଆଧୁନିକ ଶିଣ୍ଟୋର ଆରମ୍ଭ ।
ଅଧିକରଣ ଓ ପୁନଃସଂଗଠନ ୧୯୫୨ ମସିହା ପର୍ଯ୍ୟନ୍ତ ଚାଲିଲା, ଏବଂ ଶେଷରେ ଆଧୁନିକ ସାମ୍ବିଧାନିକ ଏକତାନ୍ତ୍ରିକ ଜାପାନର ପ୍ରତିଷ୍ଠା ହେଲା ।