jamey Meaning in Odia (Oriya). ( jamey ଶବ୍ଦର ଓଡିଆ ଅର୍ଥ)
ଜାମି,
Noun:
ଯାଦବ |,
People Also Search:
jamijamjar
jamjars
jammed
jammer
jammers
jammier
jammiest
jamming
jammu and kashmir
jammy
jampan
jampans
jampot
jampots
jamey తెలుగు అర్థానికి ఉదాహరణ:
|ଗୀତ|ଆଧାର|ବାହାର ଆଧାର|୨୦୦୧ର ଓଡ଼ିଆ କଥାଚିତ୍ର ଭାରତୀୟ ଆଇନ କମିଶନଙ୍କ ୪୧ତମ ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଭାରତୀୟ ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୪୩୮ରେ ଅଗ୍ରୀମ ଜାମିନର ପ୍ରାବଧାନ ରଖାଯାଇଛି ।
|ଅପରାଧର ପ୍ରକୃତି – ଏହା ଏକ ଧର୍ତ୍ତବ୍ୟ ଅପରାଧ, ଅଦାଲତଙ୍କ ଅନୁମତି ନେଇ ରଫା ହୋଇପାରିବ, ଯେ କୌଣସି ମାଜିଷ୍ଟ୍ରେଟ୍ ବିଚାର କରିପାରିବେ ଏବଂ ଜାମିନ ମିଳିପାରିବ ।
|ଜାମିନଯୁକ୍ତ ମାମଲା|ଜାମିନ ବିହୀନ ମାମଲା| ଜାମିନଯୁକ୍ତ ମାମଲା |ଧାରା ୪୩୬ ଜାମିନଯୁକ୍ତ ମାମଲାରେ ଜାମିନର ପ୍ରାବଧାନ ରହିଛି ।
|ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗଣେଶ୍ୱର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାମିନୀକାନ୍ତ ନାୟକଙ୍କଠାରୁ ୧୬୮୩୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
| ଜାମିନ ବିହୀନ ମାମଲା |ଧାରା ୪୩୭ ଜାମିନ ବିହୀନ ମାମଲାର ଆଇନ ଉଲ୍ଲେଖ କରିଥାଏ ।
ସାଧାରଣତଃ ଗୁରୁତ୍ତ୍ୱପୂର୍ଣ୍ଣ ଅପରାଧମାନଙ୍କୁ ଜାମିନ ବିହୀନ ଭାବେ ଶ୍ରେଣୀଭୁକ୍ତ କରାଯାଇଛି ।
ପରେ ପରେ ଉକ୍ତ ମାମଲାରେ ସର୍ବ ଭାରତୀୟ ମୁସଲିମ ପର୍ସନାଲ ଲା ବୋର୍ଡ ଏବଂ ଜାମିଆତ ଉଲେମା ଇ ହିନ୍ଦ ଉଭୟେ ମଧ୍ୟସ୍ଥ ଭାବେ ଉକ୍ତ ମାମଲାରେ ଯୋଗ ଦେଲେ ।
ସାଧାରଣତଃ ଜାମିନଯୁକ୍ତ ମାମଲାରେ ଜାମିନ ମିଳିବା ବନ୍ଦୀର ଅଧିକାର ଅଟେ ।
୧୮୪୩-୪୪ରେ ଏଡାଙ୍କ ମାଆ ୱିଲିଅମ୍ ବେଞ୍ଜାମିନ୍ କାର୍ପେଣ୍ଟର୍ଙ୍କୁ ତାଙ୍କ ସନ୍ତାନମାନଙ୍କୁ ପଢ଼ାଇବା ପାଇଁ ନିଯୁକ୍ତ କରିଥିଲେ ଓ ଏଡାଙ୍କ ନୈତିକ ଉପଦେଷ୍ଟା ହେବାକୁ ପରାମର୍ଶ ଦେଇଥିଲେ ।
ପରବର୍ତ୍ତୀ ସମୟରେ ସେ କ୍ଷୁଦ୍ର ଗଳ୍ପ ସଂକଳନ 'ଧୁଆଁ', 'ମଣ୍ଟୋ କେ ଅଫସାନେ' ଓ ପ୍ରବନ୍ଧ ସଂକଳନ 'ମଣ୍ଟୋ କେ ମଜାମିନ', 'ଅଫସାନେ ଔର ଡ୍ରାମେ' ପ୍ରକାଶ କରିଥିଲେ ।
|ସନ ୨୦୧୯ରେ ଗ୍ରେଟା ଥନବର୍ଗ (Greta Thunberg) ଓ ଜାମି ମାର୍ଗୋଲିଙ୍କ (Jamie Margolin) ସହିତ ତାଙ୍କୁ ମିଳିତ ଜାତିସଂଘ ବିକାଶ ପ୍ରୋଗ୍ରାମରେ (United Nations Development Programme) ହଜିଲା ଭବିଷ୍ୟତର ଯୁବଶକ୍ତି ଓ ଜଳବାୟୁ ନିମନ୍ତେ ଯୁଦ୍ଧ କରୁଥିବା ଏକ ଫିଚରଡ ପରିବେଶ କର୍ମକର୍ତ୍ତା ଭାବରେ ବଛାଯାଇଥିଲା ।