<< jaga jagannatha >>

jagannath Meaning in Odia (Oriya). ( jagannath ଶବ୍ଦର ଓଡିଆ ଅର୍ଥ)



ଜଗନ୍ନାଥ,

ବିଷ୍ଣୁଙ୍କର ଅବତାର |,

Noun:

ଜଗନ୍ନାଥ |,

People Also Search:

jagannatha
jagdish
jager
jagers
jagged
jaggedly
jaggedness
jagger
jaggers
jaggery
jaggier
jaggiest
jagging
jaggy
jagir

jagannath తెలుగు అర్థానికి ఉదాహరణ:

ହେ ତ୍ରିପତ୍ନିଙ୍କର ସ୍ୱାମୀ, ଆପଣଙ୍କ ଏ ପୁଣ୍ୟ ବଳରେ ତ୍ରେତୟା ଯୁଗରେ ଆପଣ ରାଜା ଦଶରଥ ହେବେ ଓ ଆପଣଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପରି ୪ପୁତ୍ର ହେବେ ୤ ସେଥିପାଇଁ କାର୍ତ୍ତିକ ମାସରେ ସୂର୍ଯ୍ୟ ପୂଜା, ତୁଳସୀ ବୃକ୍ଷ ପୂଜା ଓ ବାଲୁଙ୍କା ପୂଜା କରି ଶ୍ରୀ ଜଗନ୍ନାଥ ଦର୍ଶନ କଲେ ଅନେକ ଜନ୍ମର ପାପ ତାପ ବିନାଶ ହୋଇଥାଏ ବୋଲି ବିଦିତ ଅଛି ।

ତାହା ରାଧାକାନ୍ତ ମନ୍ଦିର କିନ୍ତୁ କୌଣସି ରାଜ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଦେଖାଯାଏ ନାହିଁ ।

| ଆଧାର |ଅନୁଗୋଳ ଜିଲ୍ଲା|ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର ଜଗନ୍ନାଥପୁର, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ ।

|ସଂସ୍କୃତି|ଏହି ଗାଆଁଠାରୁ ଅଳ୍ପ ଦୂରରେ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଅଛି ।

ଏହି ଉତ୍ସବର ସ୍ୱତନ୍ତ୍ର ନୀତି ମୁତାବକ ମଧ୍ୟାହ୍ନ ଧୂପ ବେଶରେ ବଡ଼ ଠାକୁର ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ ।

ସେତିକିବେଳେ ହଠାତ୍ ପ୍ରତ୍ୟକ୍ଷ ଦେଖିଲା ଭଳି ଦେଖିଲେ, ଜଗନ୍ନାଥ ନିଜେ ତାଙ୍କ ପାଖରେ ଉପସ୍ଥିତ ହୋଇ ବ୍ରଜ ଗମ୍ଭୀରବାଣୀରେ କହୁଛନ୍ତି, ଆରେ ... ତୁମେ କ'ଣ ଜାଣିନାହଁ ମୁଁ ଇଚ୍ଛାମୟ, ଭକ୍ତର ଇଚ୍ଛାକୁ ମୁଁ ନିଜ ଇଚ୍ଛା ଭଳି ଗ୍ରହଣ କରିଥାଏ ।

ସେ ନିଜ ବାଣୀରେ ପଞ୍ଚତତ୍ତ୍ୱ (ଗୀତା, ସମନ୍ୱୟ, ସେବା, ଜଗନ୍ନାଥ ସଂସ୍କୃତି ଓ ପରିବେଶ) ଓ ଚତୁର୍ମହାଶକ୍ତିଙ୍କ (ମହାଲକ୍ଷ୍ମୀ, ମହା ସରସ୍ୱତୀ, ମହାକାଳୀ ଓ ମହାଦୁର୍ଗା) ବିଷୟରେ ବର୍ଣ୍ଣନା କରିଛନ୍ତି ।

ଶ୍ରୀନଅରରେ ଗଜପତିଙ୍କଠାରୁ ଗୁଆ ନେବା ପରେ ଦଇତାମ ପତିମହାପାତ୍ର, ଲେଙ୍କା, ଆଚାର୍ଯ୍ୟ ଓ ଦେଉଳକରଣ ଏକ ଶୋଭାଯାତ୍ରାରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ପ‌ହଞ୍ଚନ୍ତି ।

|ଏଠାରେ ପ୍ରସ୍ତୁତ ପ୍ରସାଦ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗଲାଗି ହୁଏ ଓ ତା'ପରେ ମାଆ ବିମଳାଙ୍କ ପାଖରେ ଭୋଗ ଲାଗେ ଏବଂ ଏହା ମହାପ୍ରସାଦରେ ପରିଣତ ହୁଏ ।

| ପୂଜା ବିଧି | ବାରାହୀ, ଜଗନ୍ନାଥ ମନ୍ଦିର, ପୁରୀ |ପୁରୀର ବଡ଼ଦେଉଳରେ ପୂଜିତ ବାରାହୀଙ୍କୁ ଷୋଳପୂଜା କାଳରେ ନୂଆ ଶାଢ଼ୀ ଓ ଫୁଲରେ ପ୍ରତ୍ୟେକ ଦିନ ଦେବୀମାନଙ୍କୁ ବେଶ କରାଯାଇଥାଏ ।

|ଗୀତ|ଆଧାର|ବାହାର ଆଧାର|୨୦୧୩ର ଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ।

jagannath's Usage Examples:

New jagannath sadak is being developed into a two-lane carriage way for Nabakalebara.



jagannath's Meaning in Other Sites