<< investing investiture >>

investitive Meaning in Odia (Oriya). ( investitive ଶବ୍ଦର ଓଡିଆ ଅର୍ଥ)



ନିବେଶକ,

Noun:

ଡେବ୍ୟୁ, ସାଜସଜ୍ଜା |, ବିଭୂଷଣ,

investitive తెలుగు అర్థానికి ఉదాహరణ:

| ଗ୍ରୋଥ୍ |ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ଫଣ୍ଡ୍ ନିବେଶକାରୀମାନଙ୍କୁ ପ୍ରଦାନ କରାନଯାଇ ସେହି ମୂଲ୍ୟର ୟୁନିଟ କିଣି ସେମାନଙ୍କ ନାମରେ କରାଯାଇଥାଏ ।

ଏଠାରେ ଆପଣ ପ୍ରାରମ୍ଭରେ ସମୟ ଅନ୍ତରାଳ ନିର୍ଧାରଣ କରିଦେଲେ ସେହି ସମୟରେ ନିବେଶକାରୀର ବିନା କୌଣସି ହସ୍ତକ୍ଷେପରେ ପୁଞ୍ଜି ନିବେଶକାରୀ ସଞ୍ଚୟ ଖାତାରୁ କଟି ମ୍ୟୁଚୁଆଲ ଫଣ୍ଡକୁ ଆସିଯାଇ ଥାଏ ।

|ସେ ଆନ୍ତର୍ଜାତୀୟ ନିବେଶକ ତଥା ଓପନ୍ ସୋସାଇଟିର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଜର୍ଜ ସୋରୋସ୍ ଏବଂ ନୋବେଲ ବିଜେତା ଅର୍ଥନୀତିଜ୍ଞ ଜୋସେଫ୍ ଷ୍ଟିଗଲିଜ୍‌ଙ୍କ ଉପସ୍ଥିତିରେ 'ଶ୍ରୀଲଙ୍କା ଅର୍ଥନୈତିକ ଫୋରମ୍-୨୦୧୬'ର ଆୟୋଜନ କରିଥିଲେ ।

ଯଦି ଆପଣ ଏକ ନିରାଶବାଦୀ ଓ ଅଳ୍ପ ବିପଦଯୁକ୍ତ ପୁଞ୍ଜି ନିବେଶକାରୀ ତେବେ ଏହିଭଳି ପୁଞ୍ଜିରେ ନିବେଶ କରନ୍ତୁ ।

|ଯେହେତୁ ପୁଞ୍ଜି ପ୍ରଡକ୍ଟଗୁଡିକୁ କମ୍ପାନୀ ନିବେଶକାରୀମାନଙ୍କୁ ପ୍ରଦାନ କରିଥାଏ, କମ୍ପାନୀ ସିଧାସଳଖ ଅର୍ଥ ଲାଭ କରେ ।

କୌଣସି ଏକ ତୃତୀୟ ପକ୍ଷ୍ୟର ସହାୟତାରେ, କମ୍ପାନୀଟି ତା ନିଜ ବିଷୟରେ ନିବେଶକାରୀମାନଙ୍କ ନିମିତ୍ତ ଏକ ଲେଖା ପ୍ରସ୍ତୁତ କରିଥାଏ, ଯାହାକୁ ପ୍ରସପେକ୍ଟସ କୁହାଯାଇଥାଏ ।

ବିଭିନ୍ନ ପ୍ରକାରର ନିବେଶକ ଯଥା- ସାଧାରଣ ଓ ସଂସ୍ଥାଗତ ନିବେଶକମାନଙ୍କର ଭିନ୍ନଭିନ୍ନ ଲକ୍ଷ୍ୟକୁ ଦୃଷ୍ଟି ରଖି ମ୍ୟୁଚୁଆଲ‌୍ ଫଣ୍ଡ୍ ମାନେ ବିଭିନ୍ନ ଯୋଜନାମାନ ପ୍ରବର୍ତ୍ତିତ କରିଥାନ୍ତି ।

ଏହି ବଜାରରେ ଷ୍ଟକ କିଣାବିକା କରୁଥିବା ନିବେଶକାରୀମାନେ ସିଧାସଳଖରୂପେ କମ୍ପାନୀ ସଂପର୍ଶରେ ଆସନ୍ତି ନାହିଁ ।

ସାଧାରଣ ଖୁଚୁରା ନିବେଶକାରୀମାନଙ୍କୁ ଶେୟାର ବଜାର ପ୍ରତି ଆକର୍ଷିତ କରିବାକୁ ଏହି ଯୋଜନା ୨୧ ସେପ୍ଟେମ୍ବର ୨୦୧୨ରେ ତତ୍କାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ, ପି ଚିଦାମ୍ବରମ ଘୋଷଣା କରିଥିଲେ ।

|ନିବେଶକାରୀ ଖାତା ଖୋଲିବା ସମୟରେ କେୱାଇସି (Know Your Customer) ଫର୍ମରେ ଥିବା ସମସ୍ତ ସର୍ତ୍ତାବଳୀ ମାନିବାକୁ ବାଧ୍ୟ ।

ନିବେଶକମାନେ ଏହି ସେନସେକ୍ସକୁ ଦେଖି ଶେୟାର ବଜାରର ଏବଂ ପରେ ଭାରତୀୟ ଅର୍ଥନୀତିର ପ୍ରଗତି ବିଷୟରେ ଜାଣିପାରନ୍ତି ।

ଯଦି ନିବେଶକାରୀ ଖାତା ପରିପକ୍ୱତାର ୧ ବର୍ଷ ମଧ୍ୟରେ ନିଜ ଜମାରାଶିକୁ ନେଇ କିଛି ପଦକ୍ଷେପ ନେବେ ନାହିଁ ତେବେ ଏହି ବିକଳ୍ପ ଆପେ ଆପେ ଲାଗୁ ହୋଇଯିବ ।

ନିବେଶକାରୀମାନେ ଏହି ବଜାରରୁ ଏହି ଭଳି ପୁଞ୍ଜି ପ୍ରଡକ୍ଟ କିଣନ୍ତି ଯାହା ପୂର୍ବରୁ କେବେ ଟ୍ରେଡ଼ ବା କିଣାବିକା ହୋଇନଥାଏ ।

investitive's Usage Examples:

It needed to be clothed in some investitive fact which the law recognized in order to give rise to a civil obligation.



investitive's Meaning in Other Sites