<< interluding intermarriage >>

interlunar Meaning in Odia (Oriya). ( interlunar ଶବ୍ଦର ଓଡିଆ ଅର୍ଥ)



ଆନ୍ତର୍ଜାତିକ,

Adjective:

ଇଣ୍ଟରଲାଇନ୍,

interlunar తెలుగు అర్థానికి ఉదాహరణ:

| ଆନ୍ତର୍ଜାତିକ ପ୍ରଦର୍ଶନ |ଆନ୍ତର୍ଜାତିକ ସ୍ତରରେ ସେ ମିକ୍ସ୍ଡ ଡବଲସରେ ଭାଲିୟବେଟ୍ଟୀ ଦିଜୁଙ୍କ ସହ ମିଶି ଆନ୍ତର୍ଜାତିକ ପ୍ରତିଯୋଗିତାମାନଙ୍କୁ ଯୋଗ ଦେଇ ବିଶ୍ୱର ୧୦ ନମ୍ବର ରେଙ୍କିଙ୍ଗ ଭିତରେ ରହିଥିଲେ ।

ହରିଆଣାରେ ଅନୁଷ୍ଠିତ ହରିଆଣା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପା ଗୌରବ ଅର୍ଜନ କରିଥିଲା ।

|ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ଉପଲକ୍ଷେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ୟକ୍ତବ୍ୟରେ କନ୍ୟାଭ୍ରୂଣ ହତ୍ୟାର ମୁଳୋତ୍ପାଟନ ସହ My Gov portal ମାଧ୍ୟମରେ ଜନସାଧାରଣଙ୍କଠାରୁ ଏହାର ସମାଧାନ ପ୍ରସ୍ତାବଗୁଡ଼ିଏ ପାଇଁ ଆହ୍ୱାନ ଦେଇଛନ୍ତି ।

|ସେଇ ପରୀମାନଙ୍କମୁହଁରେ ଚେନାଏ ହସ ଆଣିବା ପାଇଁ ''ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢାଅ!|ଆଧାର|୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|ଭାରତ ସରକାରଙ୍କ ଯୋଜନା ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ସଂଯୁକ୍ତ ଗଣରାଜ୍ୟଦ୍ୱାରା ଘୋଷିତ ଏକ ଆନ୍ତର୍ଜାତିକ ପାଳନ ଦିବସ ।

|୧୯୭୦ ଓ ୮୦ ଦଶକରେ ୱର୍ଣ୍ଣର୍ ହର୍ଜୋଗ, ୱିମ୍ ୱେଣ୍ଡର୍ ଓ ରାଇନର୍ ୱର୍ଣ୍ଣର୍ ଫାସ୍‍ବିଣ୍ଡର ପଶ୍ଚିମ ଜର୍ମାନ୍ ଚଳଚ୍ଚିତ୍ରକୁ ଆନ୍ତର୍ଜାତିକ ଖ୍ୟାତି ଦେଇଥିଲେ ।

ସେତେବେଳେ ମେରି କମ ମୁଷ୍ଟିଯୁଦ୍ଧରେ ଆନ୍ତର୍ଜାତିକ ସ୍ତରରେ ଅନେକ କିଛି ସମ୍ମାନ ହାସଲ କରିଥିଲେ ବି ଭାରତ ତଥା ଭାରତ ବାହାରେ ଏତେଟା ଲୋକପ୍ରିୟ ହୋଇ ନ ଥିଲେ ।

|ଜଯପୁର ସହର.ର କେନ୍ଦ୍ରରୁ ୧୩ କିଲୋମିଟର ଦୁରବର୍ତୀ ସଙ୍ଗାନରରେ ସ୍ଥାପିତ ଏହି ବିମାନ ବନ୍ଦରକୁ ୨୦୦୫ ମସିହାରେ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା ।

ନିୟୁର୍କ ସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅତିଥି ଭାବେ ଯୋଗ ଦେଇଥିଲେ ।

| ପ୍ୟାଟେଣ୍ଟ ଓ ପୁରସ୍କାର |ଆଦିତୀ ପନ୍ଥ ପାଞ୍ଚଟି ପ୍ୟାଟେଣ୍ଟ ଅଧିକାର କରିବା ସହ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୬୭ରୁ ଅଧିକ ସନ୍ଦର୍ଭ ପ୍ରକାଶ କରିଛନ୍ତି ।

| ପାଳିତ ଦିବସ |ସେପ୍ଟେମ୍ବର ୦୮:ବାୟୁ ସେନା ଦିଵସ|ସେପ୍ଟେମ୍ବର ୦୫: ଗୁରୁ ଦିବସ (ଭାରତ)|ସେପ୍ଟେମ୍ବର ୦୫: ଅନ୍ତଃରାଷ୍ଟ୍ରୀୟ ବଦାନ୍ୟତା ଦିବସ|ସେପ୍ଟେମ୍ବର ୧୫: ଅନ୍ତଃରାଷ୍ଟ୍ରୀୟ ଗଣତନ୍ତ୍ର ଦିବସ|ସେପ୍ଟେମ୍ବର ୨୧: ଆନ୍ତର୍ଜାତିକ ଶାନ୍ତି ଦିବସ| ଆଧାର |ମାସ ଶନିବାର ହେଉଛି ସପ୍ତାହର ଶେଷ ତଥା ସପ୍ତମ ଦିନ ।

ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି ।

ସେ ୨୦୦୭ ମସିହାରେ ଆନ୍ତର୍ଜାତିକ ମହିଳା ଚେସରେ ୨୬୦୬ ରେଟିଙ୍ଗ ପାଏଣ୍ଟ ପାଇ ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ବିବେଚିତ ହେଇଥିଲେ ।

interlunar's Meaning in Other Sites