instating Meaning in Odia (Oriya). ( instating ଶବ୍ଦର ଓଡିଆ ଅର୍ଥ)
ସଂସ୍ଥାପନ, ରହିଯାଅ,
Noun:
ଜିଦ୍ଖୋର |, ଯନ୍ତ୍ରଣାଦାୟକ |,
People Also Search:
instaurationinstaurations
instead
instead of
instep
insteps
instigate
instigated
instigater
instigaters
instigates
instigating
instigation
instigations
instigative
instating తెలుగు అర్థానికి ఉదాహరణ:
ଏହା ସରକାରୀ ମହାବିଦ୍ୟାଳୟ ସହ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚତର ମାଧ୍ୟମିକ ସ୍ତରର ବିଦ୍ୟାଳୟମାନଙ୍କରେ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତି ଓ ସଂସ୍ଥାପନା ବ୍ୟବସ୍ଥା କରେ ।
ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ପ୍ରବଳ ହୋଇ ଉଠିଥିଲା କିନ୍ତୁ ଶଙ୍କର ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତିଦ୍ୱାରା ପରାସ୍ତ କରି ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃ ସଂସ୍ଥାପନ କଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ ।
|ସଂସ୍ଥାପନୀ ମୁଦ୍ରା:- ଫୁଲ ନ ଧରି ଆବାହନୀ ମୁଦ୍ରାକୁ ଅଧୋମୁଖୀ କରିବ ।
ଅନ୍ୟଏକ ଜନଶ୍ରୁତି ଅନୁସାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ପରେ ପରେ ଏହି କ୍ଷେତ୍ରକୁ କାଳମୁଖ, କାପାଳିକ, ଭୈରବ, ରୁଦ୍ରଶୈବ, ଶୂନ୍ୟଶୈବ ଆଦି ସଂପ୍ରଦାୟର ସାଧକମାନେ ଶୈବଧର୍ମର ସଂସ୍ଥାପନ ପାଇଁ ଆଗମନ କରିଥିବା ଜଣାଯାଏ ।
ହିନ୍ଦୁ ଧର୍ମର ସୃଷ୍ଟିର ଦେବତା ବ୍ରହ୍ମା ଓ ସଂସ୍ଥାପନ ଦେବତା ବିଷ୍ଣୁ ଶିବଙ୍କ ଏହି ରୂପରେ ତାଙ୍କର ପାଦ , ଓ ମସ୍ତକ ଜାଣିପାରିନଥିଲେ ।
|ଆଧାର|୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|ଜଗନ୍ନାଥ ଧର୍ମ|ଜଗନ୍ନାଥଙ୍କ ସେବାରେ ବ୍ୟବହୃତ|୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଜଗନ୍ନାଥଙ୍କ ନବକଳେବର ଲୀଳାରେ ବନଯାଗଠାରୁ ବ୍ରହ୍ମ ସଂସ୍ଥାପନ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଷୋଳଟି ମଠ ସମ୍ପୃକ୍ତ ରହିଛନ୍ତି ।
ଏହା କରାଇବା ଲାଗି ସେ ନିଜ ଛାତ୍ରାବାସରେ ପାରଳାର 'ଉତ୍କଳହିତୈଷିଣୀ ସଭା' ସଂସ୍ଥାପନ କରି ଆଜୀବନ ତାହାର ସଭାପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ।
ତାହାଙ୍କୁ ମହାସ୍ନାନ କରାଇ ପ୍ରସାଦ ଲାଗି କରାଇବା ପରେ ପୁଣି ସଂସ୍ଥାପନ କରାଯାଏ ।
ଦଇତାମାନେ ତେଲଦୀପ ଓ ମଶାଲ ଧରି ଅତ୍ୟନ୍ତ ଗୋପନୀୟ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ।
ଅଚ୍ୟୁତ ଯେପରି ଏକାକ୍ଷର ମନ୍ତ୍ର ସଂସ୍ଥାପନା କରିଥିଲେ ଠିକ ଅନୁରୂପ ଭାବେ ଗୋସ୍ୱାମୀ ବାହୁଡ଼ା ଦାସ ମଧ୍ୟ ଅନ୍ୟ ଏକ ଏକାକ୍ଷର ମନ୍ତ୍ରର ସଂରଚନା କରିଛନ୍ତି ବୋଲି ବିବେଚନା କରାଯାଏ ।
କେତେଗୁଡ଼ିଏ ମୁଦ୍ରାର ନାମ ଯଥା: ଆବାହନ, ସଂସ୍ଥାପନ; ସନ୍ନିରୋଧନ; ଧେନୁ ମହା ମୁଦ୍ରା; ଅବଗୁଣ୍ଠନ; ଶଙ୍ଖ; ଚକ୍ର; ପଦ୍ନ; ଗଦା; ନାରାଗ; ଅଙ୍କୁଶ; ତ୍ରିଶୂଳ, ଲିଙ୍ଗ; ୟୋନି; ମତ୍ସ୍ୟ; କର୍ମ; ବରାହ; ନରସିଂହ; ମୃଗ; ଶାଳିନୀ; ଲେଲିହା; ସନ୍ନିଧାପନ, ସଂବୋଧନ, ବର ଅଭଯ; ସ୍ଥାପନୀ 'ପରଚେ ଗୀତା'ର ଦ୍ୱାଦଂଶ ଅଧ୍ୟାୟରେ ଚଚେରି, ଭୂଚରୀ, ତନୁମୁନା, ଖେଚରୀ ଓ ଗୋଚରୀ ନାମରେ ପାଞ୍ଚ ପ୍ରକାର ମୁଦ୍ରାର ଉଲ୍ଲେଖ ଦେଖାଯାଏ ।
ଏହି ଔଷଧଦ୍ୱାରା ଡିମ୍ବ ସୃଷ୍ଟି ବାଧାପ୍ରାପ୍ତ ହୁଏ, ଜରାୟୁରେ ଭୃଣ ସଂସ୍ଥାପନ ସଠିକ ଭାବରେ ସମ୍ପାଦନ ହୁଏନି ଓ ଜରାୟୁଗ୍ରୀବାରେ ମ୍ୟୁକସ୍ ଅଧିକ ବହଳିଆ ହୁଏ; ଏଣୁ ଏହା କାର୍ଯ୍ୟକ୍ଷମ ହୁଏ ।
ଋଷଭଦେବଙ୍କୁ ସମବଶରଣରେ ନିମ୍ନଲିଖିତ ବ୍ରତୀ ଥିଲା :|୮୪ ଗଣଧର|୨୨ ହଜାର (କେବଳୀ)|୧୨,୭୦୦ ମୁନୀ ମନଃ ପର୍ଯ୍ୟଜ୍ଞାନରେ ବିଭୂଷିତ |୯୦୦୦ ମୁନୀ ଅବଧି ଜ୍ଞାନରେ|୪୭୫୦ ସୃତ କେବଳୀ|୨୦୬୦୦ ଶୁଦ୍ଧିଧାରୀ ମୁନୀ|୬,୫୦,୦୦୦ ଆର୍ଯ୍ୟିକା ମାତା ଜୀ|୩,୦୦,୦୦୦ ଶ୍ରାବକ| ହିନ୍ଦୁ ଗ୍ରନ୍ଥରେ ବର୍ଣ୍ଣନା|ବୈଦିକ ଧର୍ମରେ ଋଷଭଦେବଙ୍କ ସଂସ୍ଥାପନା କରାଯାଇଛି ।
instating's Usage Examples:
governments reinstating the traditional heraldry that was previously cast aside.
In 1948 he was considered denazified and continued running the business, reinstating or compensating his partners.
Military, effectively reinstating the ban.
2006, reinstating some of the smaller vessels that the third edition had omitted.
announced the Alberta government would be instating oil production curtailments.
despite his last will, the King cannot prevent Tanga from taking power and instating a reign of terror.
5% of Wisconsin voters were in favor of reinstating capital punishment.
more recent studies have found a way to move Mooney Face Tests online, instating new requirements and materials that can not only test for reaction time.
Croesus may have intended re-instating his brother-in-law, Astyages on the Median throne.
As such, groups interested in instating new chapters must contact Alpha chapter before taking any steps to do.
Franco adopted in 1938 a variant of the Coat of Arms reinstating some elements originally used by the House of Trastámara such as Saint John's Eagle and the yoke and bundle, as follows:Quarterly, 1 and 4.
The President of the Central Bank, Julio González del Solar, undid many of these controls, transferring billions more in private foreign debt to the Central Bank, though he stopped short of reinstating the hated 1050.
Stones" three British EPs released by Decca Records in 1964 and 1965, reinstating what had been long sought-after recordings to the band"s catalogue.