<< ingravescent ingredients >>

ingredient Meaning in Odia (Oriya). ( ingredient ଶବ୍ଦର ଓଡିଆ ଅର୍ଥ)



ଉପାଦାନ, ସାମଗ୍ରୀ,

Noun:

ଅଙ୍ଗପ୍ରତ୍ୟଙ୍ଗ |, ସାମଗ୍ରୀ,

People Also Search:

ingredients
ingres
ingress
ingresses
ingression
ingressive
ingross
ingroup
ingroups
ingrowing
ingrown
ingrowth
ingrowths
inguinal
inguinal canal

ingredient తెలుగు అర్థానికి ఉదాహరణ:

|ଆଇସୋନିଆଜିଡ/ରିଫାମ୍ପିସିନର ଉପାଦାନମାନଙ୍କର ଗୁଣ ଅନୁସାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।

ଏଠାରେ 'a ∈ S'ର ଅର୍ଥ ହେଉଛି , Sର a ଏକ ଉପାଦାନ ( 'a belongs to S' or 'a is an element of S' ) ।

|ଉପାଦାନ|ଜଳରେ ଅଧିକ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଦ୍ରବୀଭୁତ ହୋଇଥିଲେ ତାହାକୁ ଭାରୀ ଜଳ ବା ହାର୍ଡ଼ ୱାଟର, (ହିନ୍ଦୀ ଭାଷାରେ କଠୋର ଜଳ) କୁହାଯାଏ ।

ରକ୍ତରେ କମ୍ ରକ୍ତ ଜମାଟକାରୀ ଉପାଦାନ (blood clotting factors) ଇଣ୍ଟର ନ୍ୟାସନାଲ ନର୍ମାଲାଇଜଡ ରେସିଓ>୧.୫ ଥିଲେ ବା ଅନ୍ୟାନ୍ୟ ରକ୍ତ ପୁଷ୍ଟିସାର (blood proteins) ସ୍ତର କମ୍ ଥିଲେ ଏହି ଫ୍ରେସ ଫ୍ରୋଜନ ପ୍ଲାଜମା ଦିଆଯାଏ ।

ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element) ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି ।

|ଅଣ୍ଡାରେ ରହିଥିବା ଉପାଦାନ|ଅଣ୍ଡା ଏକ ସୁଷମ ଖାଦ୍ୟ ଓ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

| ଉପାଦେୟତା |ଆମ୍ବଚୋପା ତଥା ରସରେ ବହୁ ଔଷଧୀୟ ଗୁଣଯୁକ୍ତ ଉପାଦାନ ରହିଛି।

ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସ୍ୱତନ୍ତ୍ରତା, କିମ୍ବା ଚରିତ୍ରକୁ ବୁଝିବା, କିମ୍ବା ବ୍ୟାଖ୍ୟା କରିବା ଯାହା ପ୍ରାକୃତିକ ତଥା ମାନବ ଉପାଦାନକୁ ନେଇ ଗଠିତ || ଆଧାର |ଭୂଗୋଳ ବିଜ୍ଞାନର ଯେଉଁ ବିଭାଗରେ ପ୍ରାଣୀ ଏବଂ ସେମାନଙ୍କ ବିଶେଷତ୍ୱ ବିଷୟରେ ଆଲୋଚନା କରାଯାଏ ତାହାକୁ ପ୍ରାଣୀବିଜ୍ଞାନ କୁହାଯାଏ ।

| ଉପାଦାନ |ଖଇ|ଗୁଡ଼ ବା ଚିନି|ନଡ଼ିଆ|ଗୁଜୁରାତି ଅଳେଇଚ| ତିଆରି ପ୍ରଣାଳୀ |ରାସେଣି/ସିରା ତିଆରି:|ଏଥି ପାଇଁ ଗୁଡ଼ ବା ଚିନିକୁ ଗରମ ପାଣିରେ ମିଳାଇ ବହଳିଆ ରାସେଣି ତିଆରି କରାଯାଇଥାଏ ।

|ମୁଖ୍ୟ କଥା ଦଶରଥ ଜାତକ କଥା ପରି କିନ୍ତୁ ଥାଇ ସଂସ୍କୃତି, ବେଶଭୂଷା, ଭୂଗୋଳ, ଅସ୍ତ୍ର, ପ୍ରାକୃତିକ ଉପାଦାନ ଦୃଷ୍ଟିକୋଣରୁ ରାମାକିଅନରେ ଅନେକ ଥାଇ ଶୈଳୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ ।

|ଚ୍ୟବନପ୍ରାଶ ପାଇଁ ତ୍ରିଫଳା ଭିଟାମିନ ସିରେ ପରିପୁର୍ଣ୍ଣ ହେଉଛି ପ୍ରାଥମିକ ଉପାଦାନ (୪୪୫ଏବଂ nbsp;ମିଲିଗ୍ରାମ/୧୦୦ଗ୍ରାମ). ଏଥିପାଇଁ ଦରକାରୀ ଗୁଲ୍ମ ଉପାଦାନ ୨୫ରୁ ୮୦ ପର୍ଯ୍ୟନ୍ତ ଲାଗିଥାଏ କିନ୍ତୁ ଏହାର ମୂଖ୍ୟ ଉପାଦାନ ହେଉଛି ଅଅଁଳା ।

ଫ୍ରିକ୍ ଚି ଫା ନାମକ ଲାଲ୍ ମରିଚକୁ ଶୁଖାଇବା ପରେ ତାହାକୁ ଅନ୍ୟ ଉପାଦାନଙ୍କ ସହିତ ବଟାଗଲେ ଏହି ଲାଲ୍ ବଟା ମସଲାଟି ପ୍ରସ୍ତୁତ ହୁଏ ।

ingredient's Usage Examples:

Levomethamphetamine is a sympathomimetic vasoconstrictor which is the active ingredient in some over-the-counter.


Some recipes include other ingredients such as slivered almonds, orange juice, orange zest, ginger, maple syrup, port, or cinnamon.


Such ingredient is not specified but the label points to a pending patent for this ingredient.


Main ingredients Shortcrust pie shell, Key lime juice, egg yolks, sweetened condensed milk Variations Graham cracker pie shell Cookbook: Key lime pie   Media:.


stramonium, called "zombi cucumber" in Haiti, as a central ingredient of the concoction vodou priests.


Terra fusca is found mainly in forested areas and has limestone as a key ingredient.


The sweet is made by first melting maltose, then adding to it various ingredients.


Most vendors sell a variety of tamales stuffed with different ingredients, such as red mole with chicken, salsa.


, with the Chicago center serving as a model; these centers dealt mainly with physician enquiries by giving ingredient and toxicity information about products, along with treatment recommendations.


The healthfulness of a smoothie depends on its ingredients and their proportions.


[clarification needed] Similar to zabaione, uovo sbattuto consists of egg yolk and sugar, ingredients readily available.



Synonyms:

base, component, element, admixture, constituent, intermixture,

Antonyms:

colorful, black, chromatic color, inactivity, man,

ingredient's Meaning in Other Sites