<< infrasonic infrastructure >>

infrastructural Meaning in Odia (Oriya). ( infrastructural ଶବ୍ଦର ଓଡିଆ ଅର୍ଥ)



ଭିତ୍ତିଭୂମି,

Noun:

ଭିତ୍ତିଭୂମି,

infrastructural తెలుగు అర్థానికి ఉదాహరణ:

|ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ଆଇସିଟି ଭିତ୍ତିଭୂମି, ଇଣ୍ଟରନେଟ୍ ସଂଯୋଗ ଏବଂ ପୂର୍ଣ୍ଣ ସମୟ କମ୍ପ୍ୟୁଟର ଶିକ୍ଷକ ରହିବେ ||ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଉନ୍ନତିର ଉପଯୁକ୍ତ ମାନ ଓ ଗତି ବଜାୟ ରଖିବା ଓ ଏହାଦ୍ୱାରା ନିକଟସ୍ଥ ସ୍କୁଲଗୁଡିକ ମଧ୍ୟ ଲାଭ ପାଇବେ ।

ତାହା ପରେ ୨୦୧୭ ମସିହା ସେପ୍ଟେମ୍ବର ୩୦ରୁ ମାର୍ଚ୍ଚ୍ ୪ ତାରିଖ ପର୍ଯ୍ୟନ୍ତ ପେନ୍‍ସିଲ୍‍ଭେନିଆ ରାଜ୍ୟର ଫିଲାଡେଲ୍‍ଫିଆ ନଗରୀର "ଦ ଫ୍ରାଂକ୍‍ଲିନ୍ ଇନ୍‍ଷ୍ଟିଚ୍ୟୁଟ୍"ଠାରେ ପରିକଳ୍ପିତ ବାସ୍ତବିକତା (augmented reality) ବୈଷୟିକ କୌଶଳର ଭିତ୍ତିଭୂମିରେ ଏହି ମୂର୍ତ୍ତିଗୁଡ଼ିକ ପ୍ରଦର୍ଶିତ ହୋଇଥିଲେ ।

ଏଭଳି ଏକ ଅନୁଷ୍ଠାନ ସାରା ଓଡ଼ିଶାରେ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଏବଂ ପ୍ରଜ୍ଞା ଓ ଜ୍ଞାନର ଏକ ଆଦର୍ଶ ଭିତ୍ତିଭୂମି ତିଆରି କରିପାରିଥିଲା ।

ଏଇଠୁ ହିଁ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ପଡ଼ିଥିଲା।

ଭାରତରେ ବମ୍ବେ ଭଳି ଏକ ଜନବହୁଳ ନଗରର ରାସ୍ତଘାଟ, ପାନୀୟ ଜଳ, ପରିମଳ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଦୂରଦୃଷ୍ଟିର ସହ ଖୁବ୍ ସଫଳତା ପୂର୍ବକ ନିର୍ବାହ କରି, କେବଳ ବମ୍ବେ ନୁହେଁ, ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଥିଲେ ଇଂ ବିଶେଶ୍ୱରାୟା ।

| ଧାର୍ମିକ ଭିତ୍ତିଭୂମି |ପାଟୁଆ ଯାତ୍ରାର ଧାର୍ମିକ ଭିତ୍ତିଭୂମି ସମ୍ପର୍କରେ ଭିନ୍ନ ଭିନ୍ନ ମତ ଥିଲେ ମଧ୍ୟ ଏଥିରେ ତନ୍ତ୍ରର ବିଶେଷ ପ୍ରଭାବ ପଡିଥିବା ଗ୍ରହଣ କରାଯାଏ ।

| ଭିତ୍ତିଭୂମି ଓ ସୁବିଧା ସୁଯୋଗ |ବର୍ତ୍ତମାନ ଏଠାରେ +୨ ଶ୍ରେଣୀରେ କଳା ଓ ବାଣିଜ୍ୟରେ ୨୫୬ଟି ସିଟ ଓ ବିଜ୍ଞାନରେ ୩୮୪ଟି ସିଟର ବ୍ୟବସ୍ଥା ଅଛି ।

| ପୌରାଣିକ ଭିତ୍ତିଭୂମି |ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି ।

| ଭିତ୍ତିଭୂମି ଓ ଆଧାରିକ ସଂରଚନା |ଏହି ଅନୁଷ୍ଠାନଟି ନିଜର ସୌନ୍ଦର୍ଯ୍ୟମୟ କୋଠା ଓ ଭିତ୍ତିଭୂମି ପାଇଁ ପ୍ରଷିଦ୍ଧ।

| ପୌରାଣିକ ଭିତ୍ତିଭୂମି |ଦୋଳ‌ଯାତ (ବା ଦୋଳ‌ଯାତ୍ରା) ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ ।

ଏଇଠୁ ହିଁ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ପଡ଼ିଥିଲା ।

ବିଦ୍ୟୁତ୍-ଚୁମ୍ବକୀୟ ବଳ ଓ ତାହାର ପ୍ରଭାବର ଅନୁଶୀଳନ ଏହି ଶାଖାର ଭିତ୍ତିଭୂମି

infrastructural's Usage Examples:

Transportation In 2003, Leidschendam-Voorburg was ranked first among the fifty largest municipalities in The Netherlands in terms of efficiency of transportation (public and private), taking into account geographical location, infrastructural resources, and population density.


infrastructural changes and is an emerging economic powerhouse of North China, rivaling both the Pearl River Delta in southern China and the Yangtze River Delta.


fixed-investment cycle of 7 to 11 years (often identified[by whom?] as "the" business cycle The Kuznets infrastructural investment cycle of 15 to 25 years (after.


liberalisation with socially minded social service provisions and infrastructural projects.


Government of India to establish a comprehensive framework and reduce infrastructural gaps in the fisheries sector.


that synchronized activity plays at most an infrastructural role in segregative computational "binding", the question arises as to whether we need another.


5 development the infrastructural capabilities of the driver model and driverfs, formerly called ddfs, began to prove useful to other subsystems.


The range of cost-per-transaction of reference interactions has been found to be large, due to the differences in librarian salaries and infrastructural costs required by reference interviews.


out a guerrilla campaign against British security forces as well as a bombing campaign against infrastructural, commercial and political targets.


As of 2007, An Bord Pleanála directly decided major strategic infrastructural projects under the provisions of the Planning and Development (Strategic.


Each village has its KUC church at the centre, the most notable infrastructural features on the atoll, at Tamaroa and Roreti.


The main infrastructural axis (Ring-A10) is scheduled to be tunnelled, transforming the entire area.



infrastructural's Meaning in Other Sites