<< information science informations >>

informational Meaning in Odia (Oriya). ( informational ଶବ୍ଦର ଓଡିଆ ଅର୍ଥ)



ସୂଚନାଯୋଗ୍ୟ,

Adjective:

ସୂଚନା,

informational తెలుగు అర్థానికి ఉదాహరణ:

ସୂଚନାଯୋଗ୍ୟ ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ।

ଏଠାରେ ସୂଚନାଯୋଗ୍ୟ, ବିହାରର ମୈଥିଳୀ ଭାଷାରେ ‘ଦୁଇକ, ତିନିକ ଆଦି ଖାଁତ (ପଣକିଆ) କହୁଥିବାର ଜଣାଯାଏ ।

ଏଠାରେ ସୂଚନାଯୋଗ୍ୟ ଯେ ତୁମାଳ ମାନେ ପଶ୍ଚିମ ଓଡ଼ିଶାରେ ଏକ ପ୍ରମୁଖ ଆଦିବାସୀ କନ୍ଧ ସଂପ୍ରଦାୟର ଜାତି ।

ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଧରୁ ଜଗନ୍ନାଥ ନନ୍ଦିଘୋଷରେ, ବଳଭଦ୍ର ତାଳଧ୍ୱଜରେ ଓ ଦେବୀ ସୁଭଦ୍ରା ତଥା ସୁଦର୍ଶନ ଦେବଦଳନ ରଥରେ ବିଜେ ହୋଇ ଘୋଷଯାତ୍ରାରେ ରଥତ୍ରୟ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ।

ସୂଚନାଯୋଗ୍ୟ ଯେ, ସୁଦୀର୍ଘ ପରମ୍ପରା ଏହାକୁ ଉଜ୍ଜୀବିତ ରଖିବା ସହିତ ଆତ୍ମିୟ ସନନ୍ଦ ଭାବରେ ପ୍ରତିଭାତ ହୋଇ ନୈତିକତା,ମର୍ଯ୍ୟାଦାବୋଧ ଓ ସୃଜନଶୀଳତାକୁ ଭବ୍ୟରୂପ ପ୍ରଦାନ କରିପାରିଛି।

ସୂଚନାଯୋଗ୍ୟ ଯେ ମହାପ୍ରଭୁଙ୍କ ବାଡ଼ର ସ୍ନାନ ପୂଜା ଭିତରଚ୍ଛ ମହାପାତ୍ର କରିଥାନ୍ତି ଏବଂ ଅନ୍ୟ ଦୁଇ ଜଣ ପାଳିଆ ପୁଷ୍ପାଳକ ବଳଭଦ୍ର ଓ ସୁଭଦ୍ରାଙ୍କ ବାଡ଼ରେ ସ୍ନାନ ପୂଜା କରିଥାନ୍ତି ।

ସୂଚନାଯୋଗ୍ୟ ଯେ ରଞ୍ଜ କ ଉତ୍ପାଦନ ପାଇଁ ବ୍ୟବହୃତ ଏନିଲି ସଂପୂର୍ଣ୍ଣରୂପେ ବିଶୁଦ୍ଧ ନୁହେଁ ଏବଂ ଏଥିରେ କିଛି ପରିମାଣର ଟଲୁ୍ୟଇଡି ମିଶିକରି ରହିଥାଏ|ମାତ୍ର ଆଶ୍ଚର୍ଯ୍ୟର କଥା ଯେ ବଜାରରେ ଉପଲ• ହେଉଥିବା ରଞ୍ଜ କର ରାସାୟନିକ ସଂରଚନା ପାଇଁ ବିଶେଷ ଚେଷ୍ଟା କରା ଯାଇନଥିଲା।

ସୂଚନାଯୋଗ୍ୟ ଯେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ ।

ଏଠାରେ ସୂଚନାଯୋଗ୍ୟ ଯେ ଏ ନିଘଞ୍ଚ ଅଞ୍ଚଳରଅଧିଷ୍ଠାତ୍ରୀଦେବୀ ଭୂୟାଣୀ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଏହି ସମାରୋହରେ ମୁଖ୍ୟ ପୁରୋଧା ହୁଅନ୍ତି ରାଜାଙ୍କର ଆତ୍ମ ରକ୍ଷକ ।

informational's Usage Examples:

A blog (a truncation of "weblog") is a discussion or informational website published on the World Wide Web consisting of discrete, often informal diary-style.


However, many RFCs are informational or experimental in nature and are not standards.


Mages of Virtual Adepts are technological adepts capable of informational wizardry.


2016 immunisation seminar In May 2016 the Telethon Kids Institute held an informational immunisation seminar in Perth.


used in email, instant messaging and other messages to indicate an informational message, with an intent to communicate to the receiver that they may.


based on Rusalov"s model and also on Luria’s theory related to three neuroanatomic systems (sensory-informational, programming and energetic) regulating.


At the death of that form, electrons leave the body, taking their informational energy with them.


However, verbal rewards that are informational and not experienced as controlling are predicted to exert positive effects.


Moore in the early 2010s, coding prototypes of a platform which would containerize knowledge into "informational building blocks.


more readable form given in the informational RFC 3696 and the associated errata.


Ultimately, the decision is value based: a combination of artistic, contextual, and informational values is normally considered.


"FYI" is commonly used in email, instant messaging and other messages to indicate an informational.



informational's Meaning in Other Sites