<< inflorescences inflowing >>

inflow Meaning in Odia (Oriya). ( inflow ଶବ୍ଦର ଓଡିଆ ଅର୍ଥ)



ପ୍ରବାହ,

Noun:

ପ୍ରବାହ,

inflow తెలుగు అర్థానికి ఉదాహరణ:

ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ ।

ସାଧାରଣତଃ ଏମାନେ ସମସ୍ତ ବିଶ୍ୱରେ ବିସ୍ତ୍ରୁତ ହୋଇ ରହିଛନ୍ତି କିନ୍ତୁ ଗ୍ରୀଷ୍ମ ପ୍ରବାହ ଦେଶରେ ଏମାନଙ୍କ ଆଧିପତ୍ୟ ପ୍ରତିବର୍ଷ 100ରୁ ଅଧିକ ମନୁଷ୍ୟ ତଥା ଅନ୍ୟ ଜନ୍ତୁମାନଙ୍କର ଏମାନଙ୍କ କାରଣରୁ ମୃତ୍ୟୁ ହୋଇଥାଏ ।

ଅନ୍ୟାନ୍ୟ ମରୁ ଦୃଶ୍ୟ ମଧ୍ୟରେ ପଥର ଆଧକ୍ୟ ଓ ଜଳ ପ୍ରବାହ ଯୋଗୁ କାଦୁଅ ଜମିଯିବା ଦେଖାଯାଏ ।

|କିନ୍ତୁ Q ପାତର ବିଯୁକ୍ତ ବିଭବ ଧୀରେ ଧୀରେ ବଢ଼ାଇଲେ ଫଟୋ-ଇଲେକ୍ଟ୍ରିକ୍ ପ୍ରବାହ କ୍ରମଶଃ କମିବାକୁ ଲାଗେ ।

କ୍ଷମତା କେବଳ ଶକ୍ତିର ପ୍ରବାହ ଏବଂ ଏକ ଭାରଦ୍ୱାରା ଆବଶ୍ୟକ ବୈଦ୍ୟୁତିକ ପ୍ରବାହ ମୁଖ୍ୟତଃ ଅନିୟନ୍ତ୍ରିତ ।

ଏହି ଜିଲାର ତାପମାତ୍ରା ଓ ପାଣିପାଗ ଶୀତରେ ଥଣ୍ଡା, ଗ୍ରୀଷ୍ମରେ ଗରମ ଓ  ଆର୍ଦ୍ରା ରାଜ୍ୟର ୪ ପ୍ରମୁଖ ନଦୀ ଯଥା ମହାନଦୀ, କାଠଯୋଡି, ଦେବୀ ଓ ବିଲୁଆଖାଇ ଏହି ଜିଲାରେ ପ୍ରବାହିତ ।

ଦୁଇଟି ପାତ ଏକ ସୁପରିବାହୀ ତାରଦ୍ୱାରା ସଂଯୁକ୍ତ ; ଯେଉଁଥିରେ ବିଦ୍ୟୁତ୍ ପ୍ରବାହିତ ହୋଇପାରିବ ।

| ଆଧାର |୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଏହି ବିଷୟଟି କ୍ଷୁଦ୍ରାନ୍ତ୍ରର ସ୍ୱଳ୍ପ ରକ୍ତପ୍ରବାହ (ମେସେଣ୍ଟେରିକ ଇସକେମିଆ) ସମ୍ପର୍କରେ ଲେଖାହୋଇଛି ।

ଅତଏବ ଭୂମିକମ୍ପ ପୃଥିବୀର ଉପଲବ୍‌ଧ ପୋଟେନ୍‌ସିଆଲ ଶକ୍ତି କମାଏ ଓ ଉତ୍ତାପ ବଢ଼ାଏ ଯଦିଓ ଏହି ପରିବର୍ତ୍ତନ ପୃଥିବୀର ଅଭ୍ୟନ୍ତରରୁ ଜାତ କଣ୍ଡକ୍ଟିଭ୍ ଓ କନ୍‌ଭେକ୍‌ଟିଭ ଉତ୍ତାପ ପ୍ରବାହ ଅପେକ୍ଷା ନ‌ଗନ୍ୟ ।

ଏହି ସ୍ଥାନ ଦେଇ ଏକ ଚିରସ୍ରୋତା ଜଳଧାରା ପ୍ରବାହିତ ହେଇଥାଏ ।

ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ ।

ଏହା ପରେ ସମତଳ ଭୂମି ତଥା ଶୁଷ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଯାହାଦ୍ୱାରା ସେଠାକାର ଜୈବମଣ୍ଡଳ ଓ ପରିବେଶ ପରିଚାଳିତ ହୋଇଥାନ୍ତି ।

ସେହି ମମତା ଆତ୍ମୀୟସ୍ୱଜନମାନଙ୍କ ସୀମାରେଖାକୁ ଅତିକ୍ରମ କରି ପ୍ରବାହିତ ହେଉଥିଲା ଦୁଃଖୀ-ଦରିଦ୍ରମାନଙ୍କ ପ୍ରତି ସେବାରୂପେ ।

inflow's Usage Examples:

the Larsen A Ice Shelf disintegration and the subsequent retreat of the inflowing Darvari Glacier, Boryana Glacier, Desudava Glacier, Dinsmoor Glacier,.


htm lake elevations, discharges, inflows and power generation for all the Corps projects on the ACF are available.


The spring and fall season also brings several migrating salmon and trout to the marshes main inflowing river.


Extratropical cyclones are fed by inflow focused along their cold front and warm fronts.


largest source of FDI for India for more than a decade with FDI equity inflows totalling US"55.


Aid can also involve inflows of money to poor countries that have some similarities to inflows of money from natural resources that provoke the resource curse.


alpine herb known by the common names alpine sandwort and twinflower stitchwort.


Funds in these accounts are fully repatriable (no limit on inflow or outflow of money from the accounts).


sandwort Minuartia nuttallii – Nuttall"s sandwort Minuartia obtusiloba – twinflower sandwort Minuartia patula – pitcher"s sandwort Minuartia pusilla – annual.


Organic materials from the surrounding shorelines and inflowing rivers contribute, together with the warm water, to the bay's high productivity.


and an understory of vine maple, huckleberry, rhododendron, beargrass, twinflower, and wintergreen.


Ashkenazi Jewish intelligence Cochran and co-authors Jason Hardy and Henry Harpending suggest that the high average IQ of Ashkenazi Jews may be attributed to natural selection for intelligence during the Middle Ages and a low rate of genetic inflow.


further classification of accounts is based on the periodicity of their inflows or outflows in the context of the fiscal year: Income is a short term inflow.



Synonyms:

flow, inpour, influx, inrush, inpouring,

Antonyms:

ebb, stand still, outgoing, outflow, efflux,

inflow's Meaning in Other Sites