infidelities Meaning in Odia (Oriya). ( infidelities ଶବ୍ଦର ଓଡିଆ ଅର୍ଥ)
ବିଶ୍ୱାସଘାତକତା, ନାସ୍ତିକତା, ଧର୍ମରେ ଅବିଶ୍ୱାସ,
Noun:
ବିଶ୍ୱାସଘାତକତା |, ଧର୍ମରେ ଅବିଶ୍ୱାସ |, ନାସ୍ତିକତା,
People Also Search:
infidelityinfidelium
infidels
infield
infielder
infielders
infields
infighting
infill
infilled
infilling
infilter
infiltering
infiltrate
infiltrated
infidelities తెలుగు అర్థానికి ఉదాహరణ:
|ଅନ୍ତିମ ବଳିଦାନ|ଇଂରେଜ ବାହିନୀକୁ ଚକ୍ମା ଦେଇ ବହୁଦିନ ବିଦ୍ରୋହ ଜାରୀ ରଖିବା ପରେ ବନ୍ଧୁ ମାନ ସିଂଙ୍କ ବିଶ୍ୱାସଘାତକତାର ଶୀକାର ହୋଇ ଶୋଇଥିବା ଅବସ୍ଥାରେ ଇଂରେଜ ହାତରେ ଧରା ହେଲେ ।
ଭୋଜନ ସମୟରେ ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ବୋଲି ଯୀଶୁଙ୍କ ଉଦଘୋଷଣା ଶୁଣି ଶିଷ୍ୟମାନଙ୍କ ଭାବରେ ପରିବର୍ତ୍ତନକୁ ଏହି ଚିତ୍ରରେ ଲିଓନାର୍ଡ଼ୋ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ।
ବିପ୍ଳବୀ ବକ୍ସି ଜଗବନ୍ଧୁ ବିଶ୍ୱାସଘାତକତାର ଶିକାର ହୋଇ ମୃତ୍ୟୁବରଣ କଲେ ।
ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ ।
|ପ୍ରଥମ ଆକ୍ରମଣ ସମୟରେ ସେନାପତି ବେଣୁ ଭ୍ରମରବରଙ୍କ ବିଶ୍ୱାସଘାତକତା ଯୋଗୁଁ , ସୁପରିକଳ୍ପିତ ରଣନୀତି ସତ୍ତ୍ୱେ ରାଜା ବନ୍ଦୀ ହୋଇଛନ୍ତି ।
ଏହି ଥଳୀ “ଯୀଶୁଙ୍କ ସହ ବିଶ୍ୱାସଘାତକତା କରିବା ପାଇଁ ଜୁଡାସ୍ଙ୍କୁ ମିଳିଥିବା ରୂପାର ପୁରସ୍କାର” କିମ୍ବା “ଜୁଡାସ୍ ଜଣେ କୋଶାଧ୍ୟକ୍ଷ ଥିବାରୁ ତାଙ୍କ ପରିଚୟର ସଙ୍କେତ” ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥିବ ।
| ବିଦ୍ରୋହର ଦମନ |ବାଣପୁର ବିଦ୍ରୋହ କିଛି ବ୍ୟବସାୟୀ ଗୋଷ୍ଟିଙ୍କ ବିଶ୍ୱାସଘାତକତା ଯୋଗୁଁ ବିଫଳ ହେଲା ।
ଦ୍ୱିତୀୟ ଦିବସ ଶେଷରେ ଏକ ସ୍ଥାନୀୟ ଲୋକ ଏଫିଆଲ୍ଟେସ ଗ୍ରୀକ ମାନଙ୍କସହ ବିଶ୍ୱାସଘାତକତା କରି ପାରସ୍ୟ ସେନାକୁ ଏକ କ୍ଷୁଦ୍ର ରାସ୍ତାର ସନ୍ଧାନ ଦେଇଥିଲା, ଯାହା ଗ୍ରୀକ ସେନାର ପଛପଟେ ଆସି ମିଶିଥିଲା ।
ସେ ପାରିବାରିକ ଅଶାନ୍ତି, ଶାସନଗତ ଦୁଶ୍ଚିନ୍ତା, ପ୍ରାଦେଶକ କର୍ମଚରୀ, ସେନାପତିମାନଙ୍କ ବିଶ୍ୱାସଘାତକତା ଓ ପ୍ରତିବେଶୀ ଶତୃମାନଙ୍କ ବର୍ବର ଆକ୍ରମଣ ଯୋଗୁଁ ତାଙ୍କର ଜୀବନ ଜଞ୍ଜାଳମୟ ହୋଇଥିଲା ।
|ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ ବୋଲି ଯୀଶୁ କହିବା ପରେ ଶିଷ୍ୟମାନଙ୍କ ପ୍ରତିକ୍ରିୟା ଦ ଲାଷ୍ଟ୍ ସପ୍ପର୍ ଚିତ୍ରରେ ଦର୍ଶିତ ।
ଅନ୍ୟ ପକ୍ଷରେ ଆରାକ୍ନେ ଦେବତାମାନଙ୍କ ବିଶ୍ୱାସଘାତକତାର ଏକୋଇଶିଟି ଛବି ବୁଣିଥିଲା ।
ବିଶପ ଜୁଆନ ରୋଡ୍ରୀଗ୍ୟୁଜଙ୍କ ବିଶ୍ୱାସଘାତକତା ଯୋଗୁଁ କାଷ୍ଟାଇଲର ରାଜା ଖ୍ରୀଷ୍ଟୋଫର କଲମ୍ବସଙ୍କ ସହ ଏକଚାଟିଆ କାରବାର ବନ୍ଦ କରିଦେଇ ନୂତନ ନାବିକମାନଙ୍କୁ ୱେଷ୍ତ ଇଣ୍ଡୀଜ ଜଲଯାତ୍ରା ନିମିତ୍ତ ନୂତନ ନାବିକ ମାନଙ୍କୁ ଅଧିକାର ଦେବା ଆରମ୍ଭ କଲେ ।
infidelities's Usage Examples:
For some years, he was virtually co-ruler with her, but his repeated infidelities and the enmity of Catherine"s other advisers led to his fall from power.
marital strife between Don and Betty Draper as Don"s infidelities further intrude on his family life.
The plot follows a bourgeois married couple whose infidelities are exposed by their disabled child.
how friends and family repeatedly warn the singer about a partner"s infidelities.
But, one day, the husband discovered her doing one of her infidelities with her lover, who, in an incredible state of jealousy, killed her lover.
Rumors of his parents" infidelities drive him to nearly kill a local gossiper.
The "circle" of the title refers to the ring of infidelities (suspected and otherwise) central to the plot.
Janice forgives him for his infidelities and he reconciles with his son.
She said that he flaunted his infidelities and forced her to have an abortion.
Unfortunately, Potiphar"s wife, who was known for her infidelities, took a liking to Joseph, and attempted to seduce him.
characters, with Lucan expressing his feelings about his wife"s many infidelities.
found that men and women who are involved in both sexual and emotional infidelities reported being the most dissatisfied in their relationships than those.
He soon goes and Susan sympathises with Lady Enderby on her husband"s constant infidelities.
Synonyms:
fickleness, falseness, unfaithfulness, disloyalty, quality, inconstancy, faithlessness,
Antonyms:
constancy, changelessness, loyalty, faithfulness, fidelity,