infantrymen Meaning in Odia (Oriya). ( infantrymen ଶବ୍ଦର ଓଡିଆ ଅର୍ଥ)
ପଦାତିକ,
Noun:
ପାଇକ, ପଦାତିକ,
People Also Search:
infantsinfarct
infarction
infarctions
infarcts
infare
infatuate
infatuated
infatuates
infatuating
infatuation
infatuations
infeasibility
infeasible
infect
infantrymen తెలుగు అర్థానికి ఉదాహరణ:
| ଅନ୍ୟ ଗହ୍ୱର |ଦ୍ୱିତୀୟ ଗହ୍ୱରରେ ଅଶ୍ୱାରୋହୀ, ପଦାତିକ ଓ ଯୁଦ୍ଧ ରଥ ଇତ୍ୟାଦି ରହିଛି ଏବଂ ଏହାକୁ ରାଜାଙ୍କ ଅଙ୍ଗରକ୍ଷକ ଦଳ ବୋଲି ବିଚାର କରାଯାଏ ।
ତାଙ୍କ ସୈନ୍ୟ ବାହିନୀରେ ୩୦ହଜାର ପଦାତିକ ଓ ୫୦୦୦ ଅଶ୍ୱାରୋହୀ ଥିଲେ ।
ପନ୍ଦର ବର୍ଷ ବୟସରେ ସେ ଜଣେ ପଦାତିକ ସୈନିକଙ୍କୁ ବିବାହ କରିଥିଲେ ଓ ଜୀବନର ଅଧିକାଂଶ ସମୟ ଘରୋଇ ମହିଳା ଭାବରେ ବିତେଇଥିଲେ ।
ଗ୍ରୀକ ଏଇତିହାସିକଙ୍କ ବର୍ଣ୍ଣନା ଅନୁସାରେ ନନ୍ଦଙ୍କ 2000,000 ପଦାତିକ , 20,000 ଘୋଡାସବାର , 2000 ଯୁଦ୍ଧ ରଥ , 3000 ଯୁଦ୍ଧ ହସ୍ତୀ ରହିଥିଲେ ।
ସେଗୁଡିକ ମଧ୍ୟରେ ଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇର ନେସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ୍ସ, କଲିକତାର ପଦାତିକ ନୃତ୍ୟ କେନ୍ଦ୍ର ଅନ୍ୟତମ ଥିଲା ।
ଏହି ପୁସ୍ତକ ଅନୁସାରେ, ୬୫୮ରୁ ୬୬୦ ମଧ୍ଯରେ ଆବେନୋ ହିରାଫୁ ଏକ ବଡ଼ ନୌବାହିନୀ ଏବଂ ପଦାତିକ ବାହିନୀ ନେଇ ଉତ୍ତର ଆଡକୁ ଗତି କଲେ ଏବଂ ମିଶିହାସେ ଓ ଏମିଶିମାନଙ୍କ ସଂସ୍ପର୍ଶରେ ଆସିଲେ ।
|| ପଦାତିକ ସେନା |ଚାନ୍ଦିପୁର ବେଳାଭୂମିଠାରେ ଭାରତୀୟ ପଦାତିକ ସେନାର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ (ଆଇଟି ଆର) ଅଛି ।
|ସଂସ୍କୃତ ଭାଷାର ପଦାତିକ ଶବ୍ଦରୁ ପାଇକ ଶବ୍ଦ ଆସିଛି ଓ ଏହିଭଳି ଶିକ୍ଷା କେନ୍ଦ୍ରକୁ ଆଖଡ଼ା କୁହାଯାଏ ।
ହସ୍ତୀଙ୍କ ଘଣ୍ଟାଧ୍ୱନି, ଅଶ୍ୱଙ୍କର ହ୍ରେଷା ଧ୍ୱନି, ପଦାତିକ ଚତୁରଙ୍ଗ ବଳଙ୍କର ମୁଖରବ ଧ୍ୱନିତ ହେଉଥାଏ ।
| ଆଧାର | ବାହାର ଆଧାର |୧୯୪୯ ଜନ୍ମ|୨୦୨୦ ମୃତ୍ୟୁ|ଓଡ଼ିଆ କଥାଚିତ୍ର ଅଭିନେତା|ମୟୂରଭଞ୍ଜ ଜିଲ୍ଲାର ଲୋକ|ଭାରତରେ କୋଭିଡ-୧୯ ମହାମାରୀ ଯୋଗୁ ମୃତ୍ୟୁ ପାଇକମାନେ ଭାରତୀୟ ମୁକ୍ତି ସଂଗ୍ରାମର ସାମରିକ ପଦାତିକ ଯୋଦ୍ଧା ଥିଲେ ।
୧୩୧୪୧ ତୀସ୍ତା ତୋର୍ସା ଏକ୍ସପ୍ରେସ୍, ୧୫୯୫୯ କାମରୂପ ଏକ୍ସପ୍ରେସ୍, ୧୨୩୭୭-୦୫୭୨୫ ପଦାତିକ ଏକ୍ସପ୍ରେସ୍ ଯୋଗେ ପର୍ଯ୍ୟଟକମାନେ ମୟନଗୁଡ଼ି ପହଞ୍ଚି ପାରିବେ ଓ ସେଠାରୁ ୨୦ ମିନିଟ୍ର ଯାତ୍ରା ପରେ ଲତାଗୁଡ଼ି ବା ରାମସାହିରେ ପହଞ୍ଚିପାରିବେ ।
ତା' ପଛକୁ ପଦାତିକ ବାହିନୀର ସୈନିକମାନେ ବାପୁଙ୍କର ପ୍ରିୟ ରଘୁପତି ରାଘବ ରାଜାରାମ ଭଜନର କାରୁଣ୍ୟ ତାଳରେ ବାଜା ବଜାଇ ମାର୍ଚିଂ କରାଇ ଗାନ୍ଧିଜୀଙ୍କ ଶବାଧାରରେ ପୁଷ୍ପବର୍ଷା , ଗଙ୍ଗାଜଳ ସିଞ୍ଚନ କରୁଥାନ୍ତି ।
କିଛି କାଳ ପରେ ' ଯାତ୍ରୀକ ' ବନ୍ଧ ହେଇଯିବା ପରେ ସେ କଲିକତା ଆସି ସେଠାରେ ' ପଦାତିକ ' ନାମକ ଗ୍ରୁପରେ ଯୋଗ ଦେଲେ ।
infantrymen's Usage Examples:
The Spanish army compromised 2,500 infantrymen and 250 cavalry.
The badge is awarded to infantrymen and Special Forces soldiers in the.
The CIB is awarded to infantrymen for participation in ground combat while the EIB is presented for completion.
axe, or sword, or an early ranged weapon like a javelin, sling, or bow, with a few infantrymen having both a melee and a ranged weapon.
The Guelph cavalry lacked combat experience and suffered from indiscipline, so that the about 10,000 infantrymen formed the actual core of the Guelph army.
Anatoli KoziyevTotal: 28,000 infantrymen, 518 pieces of artillery, 174 tanks and 44 self-propelled gunsSeparate Corps and Divisions (possibly subordinated to one the above-mentioned Armies):8th Estonian Rifle Corps – Lt.
The Bulgarian additions to the Skylitzes Chronicle are more detailed, saying that Ivan Vladislav dueled with the strategos of Dyrrhachium, the patrikios Niketas Pegonites, on horseback, and while fighting, two Byzantine infantrymen from the audience rushed to the emperor and wounded him mortally in the belly.
Japanese infantrymen.
The United Kingdom airlifted 1,200 British paratroopers, infantrymen and sailors to Singapore in order to help guard Malaysia from a threatened attack by Indonesia.
I also stated that I doubted General Marshall intended for infantrymen who rode around in Bradley Fighting Vehicles, mortar tracks, and busses to get them either.
Also known as foot soldiers, infantrymen or infanteer.
The Daylamite infantrymen used solid shield walls while advancing against their enemies, and used their two-pronged short spears and battle-axes from behind.
For the gunners discharged the falconets at the German infantrymen.
Synonyms:
marcher, musketeer, fusilier, soldier, grenade thrower, grenadier, footslogger, foot soldier, doughboy,