<< inexpungible inextensible >>

inextended Meaning in Odia (Oriya). ( inextended ଶବ୍ଦର ଓଡିଆ ଅର୍ଥ)



ଅବିଭକ୍ତ,

Adjective:

ଅସମାପ୍ତ,

inextended తెలుగు అర్థానికి ఉదాహరణ:

ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ।

| ଜନ୍ମ, ଶିକ୍ଷା ଓ ପରିବାର |ଶ୍ୟାମସୁନ୍ଦର ମହାପାତ୍ର ୧୯୨୯ ମସିହାର ଜାନୁଆରୀ ମାସ ୨୫ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

| ଜନ୍ମ, ପରିବାର ଓ ଶିକ୍ଷା |ଅର୍ଜୁନ ସେଠୀ ୧୯୨୮ ମସିହାର ଜୁଲାଇ ମାସ ୨୮ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

|ଜୀବ ବିଜ୍ଞାନ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବିଶିଷ୍ଟ ସମବାୟବିତ୍‌ ତଥା ସମାଜସେବୀ ।

ସାହିତ୍ୟର ପ୍ରଚାର,ପ୍ରସାର ତଥା ଗଂଜାମ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ଇତିହାସ ଓ ପ୍ରତ୍ନତତ୍ତ୍ୱ ଉପରେ ଗବେଷଣା ସମ୍ପର୍କିତ ୫୦ରୁ ଉର୍ଦ୍ଧ୍ୱ ପ୍ରବନ୍ଧ ପ୍ରକାଶ ହୋଇସାରିଛି ।

|ରାଜନୈତିକ ଜୀବନ|ଜଣେ ରାଜନେତା ଭାବେ ଅନ୍ନଦା ପ୍ରସାଦ, ଅବିଭକ୍ତ କଟକ ଜିଲ୍ଲାର କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପଦରେ ରହିଥିଲେ ।

| ଜନ୍ମ, ଶିକ୍ଷା ଓ ପରିବାର |ଚିତ୍ତରଞ୍ଜନ ଷଡ଼ଙ୍ଗୀ ୧୯୫୦ ମସିହାର ଜୁନ ମାସ ୧ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

| ଜନ୍ମ, ଶିକ୍ଷା ଓ ପରିବାର |ଯୁଗଳ କିଶୋର ପଟ୍ଟନାୟକ ୧୯୩୯ ମସିହାର ନଭେମ୍ବର ମାସ ୨ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

| ଜନ୍ମ, ଶିକ୍ଷା ଓ ପରିବାର |ବିରେନ ପଲେଇ ୧୯୫୫ ମସିହାର ମାର୍ଚ୍ଚ ମାସ ୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ସେହିପରି ୩୦୦,୦୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଲାଞ୍ଜିଆ ସଉରା ଜନ‌ଜାତି ମୁଖ୍ୟତ ଅବିଭକ୍ତ ଗଞ୍ଜାମ ଏବଂ ଜିଲ୍ଲାରେ ବସବାସ କରନ୍ତି ।

ପୂର୍ବତନ କଳାହାଣ୍ଡି ରାଜକୀୟ ରାଜ୍ୟ ଅବିଭକ୍ତ  କଳାହାଣ୍ଡି ଜିଲ୍ଲା ନାମରେ ଥିଲା ।

| ଜୀବନୀ |ରବି ସିଂ, ୧୯୩୧ ମସିହାରେ, ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ନବାପାଟଣା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

|ଅଧିକାଂଶ ଘୁଣଙ୍କର ଆକାର ଛୋଟ, ପ୍ରାୟ ୧ ମି:ମି: ଲମ୍ବରୁ କମ୍ ଓ ସାଧାରଣ ଅବିଭକ୍ତ ଶରୀର ଗଠନ ଥାଏ ।

inextended's Usage Examples:

space would have been complete, and the group of reals would have been inextended; or had the several reals been simply contiguous, i.



inextended's Meaning in Other Sites