<< industrialists industrialize >>

industrialization Meaning in Odia (Oriya). ( industrialization ଶବ୍ଦର ଓଡିଆ ଅର୍ଥ)



ଶିଳ୍ପାୟନ,

ବ୍ୟାପକ ସ୍ତରରେ ଶିଳ୍ପର ବିକାଶ |,

Noun:

ଶିଳ୍ପାୟନ,

industrialization తెలుగు అర్థానికి ఉదాహరణ:

| ବିଶେଷ ପ୍ରାବଧାନ |୫୦ରୁ ଅଧିକ ଧାରା ରହିଥିବା ଏହି ଅଧିନିୟମରେ ବାୟୁ ପ୍ରଦୂଷଣର ନିବାରଣ ନିମିତ୍ତ ବିଭିନ୍ନ ପ୍ରବଧାନ ଯଥା, କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବୋର୍ଡ ଗଠନ, ନିର୍ଦ୍ଦିଷ୍ଟ ଶିଳ୍ପାୟନ ଅଞ୍ଚଳକୁ ବାୟୁ ପ୍ରଦୂଷଣ ଅଞ୍ଚଲରୂପେ ଘୋଷଣା କରିବା, ନିର୍ଦ୍ଦିଷ୍ଟ କେତେକ ଶିଳ୍ପର ପ୍ରତିଷ୍ଠା ଉପରେ କଟକଣା ଜାରି କରିବା ତଥା ବାୟୁ ପ୍ରଦୂଷଣକାରୀକୁ ଦଣ୍ଡ ଦେବା ଭଳି ମଧ୍ୟ ଅନେକ ପ୍ରାବଧାନ ରହିଛି ।

ଦ୍ୱିତିୟ ଆଲେକଜାନ୍ଦର୍ (୧୮୫୫-୮୧) ବିଧିବଦ୍ଧ ଭାବରେ ଯେଉଁ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଥିଲେ ଦାସତ୍ୱ ମୋଚନ ସଂସ୍କାର(emancipation reform of 1861 ) ତା ଭିତରେ ଅନ୍ତର୍ଭୁକ୍ତ ଥିଲା l ଏହି ଉଲ୍ଲେଖନୀୟ ସଂସ୍କାର ସବୁ ରଷିଆରେ ଶିଳ୍ପାୟନ ଏବଂ ସେନାବାହିନୀର ଆଧୁନିକରଣ ପାଇଁ ସହାୟ ହୋଇଥିଲା |ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରୁଷିଆରେ ଅନେକ ସାମ୍ୟବାଦୀ ଆନ୍ଦୋଳନ ଦେଖାଯାଇଥିଲା ।

ସେ ୨୦୦୭ ମସିହାରୁ ଏସିଆର ପ୍ରଥମ ପୋଷଣୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଯୋଗିତାର ମଧ୍ୟ ପ୍ରତିଷ୍ଠାତା ହୋଇଥିଲେ ଯାହା ପୃଥିବୀରେ ପୋଷଣୀୟତା ବୃଦ୍ଧି କରିବା ପାଇଁ ଶିଳ୍ପାୟନ ମାଧ୍ୟମରେ ବଜାରକୁ ନୂତନ, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଆଣିଥାଏ ।

|||||||| ମୁଖ୍ୟ ଶିଳ୍ପାୟନ | ନଗରନାର ଇସ୍ପାତ କାରଖାନା |ଜାତୀୟ ଖାଦାନ ବିକାଶ ପରିଷଦ (NMDC)ଦ୍ୱାରା ଏହି ଜିଲ୍ଲାର ନଗରନାରଠାରେ ୩ ଏମ.ଟି.ପି.ଏ କ୍ଷମତା ଯୁକ୍ତ ଏକ ଇସ୍ପାତ କାରଖାନା ଏଠାରେ ସ୍ଥାପନ କରାଯାଇଛି ଯାହାକି ନାଗରନାର ଇସପନ କାରଖାନା ନାମରେ ବିଖ୍ୟାତ।

କାଳକ୍ରମେ ଏହା ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ଚାଲୁଅଛି।

| ପୃଷ୍ଠଭୂମି |ଦେଶରେ ଦୃତ ଶିଳ୍ପାୟନ ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଏବଂ ଅନ୍ୟ କେତେକ କାରଣରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।

ଏହି ଅଞ୍ଚଳରେ କୋଇଲା ଥିବାର ଅବସ୍କୃତ  ହେଲା ପରେ ଏହି ଅଞ୍ଚଳରେ ଶିଳ୍ପାୟନ କାର୍ଯ୍ୟ ଆରଭ ହେଇଥିଲା ଓ ଫଳତଃ ଅନେକ ଜଙ୍ଗଲ ସଫା କରାଯାଇ ଶିଳ୍ପାନୁଷ୍ଠାନ ମାନ ଗଢ଼ି ଉଠିଥିଲା .| Demographics |ସେମିଲିଗୁଡାର ଜନସଂଖ୍ୟା 2011 ଜନଗଣନାରେ 16,264 ରହିଥିଲା ।

industrialization's Usage Examples:

The anticlerical policies of the Progresista government led to friction with the Roman Catholic Church, and the attempts to bring about industrialization alienated old trade guilds.


1950"ndash;2000In the 1950s, an accelerated industrialization was ordered by the Hungarian Socialist Workers' Party and the railway was considered a backbone of these efforts.


Við fossinn - Another sarcastic poem, directed against industrialization.


The respective findings of Robert Fogel and Albert Fishlow do not support Rostow's claim that railroads stimulated widespread industrialization by increasing demand for coal, iron, and machinery.


He has argued that what he refers to as The Thirty Years' Crisis was caused by the problems of a dynamic new society produced by industrialization coexisting with a rigid political order.


This growth of manufacturing has been referred to as a form of proto-industrialization, similar to 18th-century Western Europe prior to the Industrial Revolution.


He served in the Legislature at the time of the Industrial Revolution and witnessed the growing problems caused by industrialization.


policy practices, industrialization increasingly includes technological leapfrogging, with direct investment in more advanced, cleaner technologies.


Traditional examples of industrial policy include subsidizing export industries and import-substitution-industrialization (ISI), where.


The Meiji government based its industrialization program on tax revenues from private land ownership, and the Land Tax Reform of 1873 increased the process of landlordism, with many farmers having their land confiscated due to inability to pay the new taxes.


they came out of social concerns about cities, poverty, immigration, and vagrancy following industrialization, as well as from a shift in society"s attitude.


Workshops were the only places of production until the advent of industrialization and the development of larger factories.



industrialization's Meaning in Other Sites