indicts Meaning in Odia (Oriya). ( indicts ଶବ୍ଦର ଓଡିଆ ଅର୍ଥ)
ଦୋଷୀ, ଅଭିଯୁକ୍ତ ହେବା,
Verb:
ଅଭିଯୁକ୍ତ ହେବା |,
People Also Search:
indieindies
indifference
indifferences
indifferency
indifferent
indifferentism
indifferently
indigence
indigences
indigencies
indigency
indigene
indigenes
indigenise
indicts తెలుగు అర్థానికి ఉదాహరణ:
ସଂରକ୍ଷଣ ରାୟ - ସେପ୍ଟେମ୍ବର ୧୦: ମୁକେଶ, ବିନୟ, ଅକ୍ଷୟ, ପୱନଙ୍କୁ ଅନ୍ୟାନ୍ୟ ଦଫା ସହ ୧୩ଟି ଅପରାଧରେ ଗଣ ବଳାତ୍କାର, ଅପ୍ରାକୃତିକ ଅପରାଧ ଏବଂ ପୀଡ଼ିତାର ହତ୍ୟା ଏବଂ ପୀଡ଼ିତାର ପୁରୁଷ ବନ୍ଧୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ।
| ପୃଷ୍ଠଭୂମି |ସଂପ୍ରତି ଭାରତରେ ସାଂବିଧାନିକ ବ୍ୟବସ୍ଥାରେ କେବଳ ହତ୍ୟା, ଧର୍ଷଣ ତଥା ଅପହରଣ ଭଳି ଗମ୍ଭୀର ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କୁ ହିଁ ନିର୍ବାଚନ ଲଢିବାରୁ ବଞ୍ଚିତ କରିବା ଭଳି ଆଇନ ରହିଛି ।
ରାଜ୍ୟ ସଭାର ନୀତିଶାସ୍ତ୍ର ସମିତି ଏବଂ ଲୋକ ସଭାର ଏକ ବିଶେଷ ସମିତିଦ୍ୱାରା ପଚରାଉଚୁରାଦ୍ୱାରା ଏହି ସଦସ୍ୟମାନଙ୍କୁ ଦୋଷୀ ଭାବରେ ଦର୍ଶାଗଲା ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।
ସେହି ସମୟରେ ଟିଟଲାଗଡ଼ଠାରେ ବନ୍ଦ ଡାକରା ଦିଆଯିବା ସହ ଅନେକ ସ୍ଥାନରେ ପୋଡ଼ାଜଳା ହୋଇଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମ୍ବ୍ରଞ୍ଚ ଏହି ଘଟଣାର ତଦନ୍ତ କରିଥିଲା ଏବଂ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।
ଆଇନ ପରିସରରେ ରହି ଦୋଷୀ ଯୁବକଙ୍କ ଉପରେ ଦଣ୍ଡ ବିଧାନ ହୁଏ ।
|ମାର୍ଚ୍ଚ ୨୦: ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଚାରିଜଣ ମୃତ୍ୟୁଦଣ୍ଡର ଦୋଷୀଙ୍କୁ ତିହାର ଜେଲରେ ସକାଳ ୫.୩୦ ମିନିଟରେରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
ଏହି ରାୟ ବିରୁଦ୍ଧରେ ଉଚ୍ଚନ୍ୟାୟାଲୟରେ ଅପିଲ ହେବାପରେ ମୁମ୍ବାଇ ଉଚ୍ଚନ୍ୟାୟାଳୟର ନାଗପୁର ଖଣ୍ଡପୀଠ ଆରୋପୀକୁ ଦୁଇଟି ଅପରାଧରେ ଦୋଷୀ ଭାବେ ସଜା ଏକ ବର୍ଷ ଏବଂ ପାଞ୍ଚ ବର୍ଷର ସଜା ଶୂଣାଇଲେ ।
ଇଂରେଜ ଶାସନ କାଳରେ ୧୮୭୧ ମସିହାର ଜାତି ମୋକଦମା ନିୟମ ଅନୁସାରେ ସେମାନଙ୍କୁ ଦୋଷୀ ଜାତି ବୋଲି ଅଭିହିତ କରାଯାଇଥିଲା ଯାହା ଆଜି ମଧ୍ୟ କେତେକାଂଶରେ ସେମାନଙ୍କୁ ସମାଜିକତାରୁ ଦୂରେଇ ରଖିଅଛି ।
ଶ୍ରୀଦେବୀ ତାଙ୍କର ଅଭିନୟ ଜୀବନ ଟଲିଉଡରେ ପିଲା କଳାକାର ଭାବେ ୧୯୭୦ରେ ତେଲୁଗୁ ଚଳଚ୍ଚିତ୍ରରେ ମା ନାନ୍ନା ନିର୍ଦ୍ଦୋଷୀଦ୍ୱାରା ଆରମ୍ଭ କରିଥିଲେ ।
୧୯୩୭- -ରୁ୧୯୩୮ ସମୟରେ ବୋଲ୍ସେଭିକ୍ ଦଳ ମଧ୍ୟରେ ଚାଲିଥିବା ଅନ୍ତର୍ସଙ୍ଘର୍ଷ ତାର ଶେଷସୀମାରେ ପହଂଚିଥିଲା ,ଯେତେବେଳେ ହଜାର,ହଜାର ସଂଖ୍ୟାରେ ଲୋକ, ଦୋଷୀ ସାବ୍ୟସ୍ତ ହୋଇଥିବା ସେନାନେତାଙ୍କ ସହିତ ମ୍ରୁତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଏଥିରେ କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୧ରୁ ୩ ବର୍ଷର ଜେଲଦଣ୍ଡ କିମ୍ବା ଜୋରିମାନାର ପ୍ରାବଧାନ ରହିଛି ।
| ମାମଲାର ବିଚାର |ମାମଲାର ଗମ୍ଭୀରତା ଦୃଷ୍ଟିରୁ ଉକ୍ତ ମାମଲାର ବିଚାର ସକାଶେ ଗଠିତ ସ୍ୱତନ୍ତ୍ର ଅଦାଲତ ୧୪ ସେପ୍ଟେମ୍ବର ୨୦୧୩ ଦିନ ଚାରିଜଣ ବୟସ୍କ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ।
ମେୟର୍ ଏଡ୍ୱାର୍ଡୋ ପେସ୍ ଏହାକୁ ଏକ ଦେଶବିରୋଧୀ ଜଘନ୍ୟ ଅପରାଧ ବୋଲି ଅଭିହିତ କରିଥିଲେ; ତେବେ ପରେ ଦୋଷୀମାନେ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି କ୍ଷମା ପ୍ରାର୍ଥନା କରିଥିଲେ ।
indicts's Usage Examples:
their well-stated doctrine of rock " roll purity, which in their mind, indicts most forms of rock that follow 1960s garage, such as glitter rock, alternative.
dying breath, Ezra indicts his wife: "She"s guilty — not medicine!", he gasps, and then dies.
Johnson describes as unsurpassed in its argumentative force, Wollstonecraft indicts Burke"s justification of an equal society founded on the passivity of women.
July 26 – A federal grand jury indicts Cornell University student Robert Tappan Morris, Jr.
SOWF is cut off and the Shikastans degenerate, Lessing "both indicts and exculpates" them, implying that humanity is bad, but it is not their fault.
The nationalists were offended by the artist’s depiction of the Russian soul as a cartoonish creature with clichéd attributes of Russian everyday life — a bottle of vodka, a model of Sputnik — and by the crudely painted text in Welcome that indicts the Russian character as simultaneously overaggressive and alarmingly God-fearing.
and reflects social divisions within contemporary Iranian society and indicts a middle and upper class that have lost their moral centre.
"Taiwan indicts 6 over illegal ship-to-ship oil transfers to North Korea".
Illinois, The Patriot-News reporter Sara Ganim learns that the grand jury"s presentment also indicts Curley and Schultz.
"Bosnia indicts Serb army general over Srebrenica genocide".
"Jury indicts no one in burglary slaying".
Chapters 5–10 Porfírio, the town"s barber, indicts Bacamarte for his corruptive influence over the Municipal Council, which since the beginning approved.
Popper indicts Plato, Georg Wilhelm Friedrich Hegel, and Karl Marx as totalitarian for.
Synonyms:
accuse, charge,
Antonyms:
calm, absolve, linger,