<< incumbent on incumbents >>

incumbently Meaning in Odia (Oriya). ( incumbently ଶବ୍ଦର ଓଡିଆ ଅର୍ଥ)



ଅବଶ୍ୟ,

Adjective:

ସମ୍ଭାବନା |,

incumbently తెలుగు అర్థానికి ఉదాహరణ:

ଅବଶ୍ୟ, ରାଜ୍ୟସଭା ଅଧ୍ୟକ୍ଷ୍ୟ ଏହି ମହାଭିଯୋଗ ନୋଟିସକୁ ଖାରଜ କରିଦେଇଥିଲେ ।

ଅତଏବ ୧୮୬୧ ମସିହାରେ ପ୍ରସ୍ତୁତ ପୋଲିସ ଅଧିନିୟମର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଅନୁଭବ କରିବାହେତୁ ଭାରତ ସରକାରଙ୍କ ଗୃହ ବିଭାଗଦ୍ୱାରା ୨୦୦୫ ମସିହାରେ ଏକ କମିଟି ସ୍ଥାପନ କରାଯାଇଛି ।

ପାରମ୍ପରିକ ଭୌତିକ ବିଜ୍ଞାନଦ୍ୱାରା ଉପସ୍ଥାପିତ ଅନୁରୂପ ବିଷୟ ଓ ତଥ୍ୟମାନଙ୍କଠାରୁ ଏହା ଅବଶ୍ୟ ଯଥେଷ୍ଟ ଭିନ୍ନ ।

ଅବଶ୍ୟ ଆମ ଦେଶକୁ ବାଦଦେଲେ ଶ୍ରୀଲଙ୍କା, ଚୀନ, ଜାଭା, ଅଷ୍ଟ୍ରେଲିଆ, ପେରୁ ଏବଂ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ହଳଦିଚାଷ କରାଯାଏ ।

ଅବଶ୍ୟ, ଭାରତ ବିଭାଜନର ସିଦ୍ଧାନ୍ତ ଅନୁସାରେ ଦୁଇଟି ନୂତନ ଦେଶ ମଧ୍ୟରେ ରହିଥିବା ୬୫୦ରୁ ଅଧିକ ଗଡଜାତ ରାଜ୍ୟର ଶାସକମାନଙ୍କ ପାଇଁ ସେମାନେ କେଉଁ ଦେଶରେ ଯୋଗ ଦେବେ ତାହା ସେମାନଙ୍କ ଅଧିକାରଭୁକ୍ତ ଥିଲା ।

ଅବଶ୍ୟ, କେତେକ ବାଦାମୀ ବାମନ ତାରା ଡିଉଟେରିୟମ୍ ବିଲୟ ପାଇଁ ଆବଶ୍ୟକୀୟ ତାପମାତ୍ରା ପ୍ରାପ୍ତ କରିଥାନ୍ତି ।

ଅବଶ୍ୟ, ୧୯୬୭ ମସିହାରେ ଆଇନ ଅଧ୍ୟୟନ ସମାପ୍ତ ନକରି ସେ ଫ୍ରେଞ୍ଚ ଷ୍ଟଡିଜ୍ ଇନଷ୍ଟିଚ୍ୟୁଟରୁ ଛାତ୍ରବୃତ୍ତିପାଇ ଫ୍ରାନ୍ସକୁ ଚାଲିଯାଇଥିଲେ ।

 ଅବଶ୍ୟ କିକିତ୍ସାରେ ଏହାର କିଛି ପ୍ରଭାବ ନ ଥାଏ ଯଦି ଅପରେସନ ପ୍ଳାନ ନ ଥାଏ ।

ଯେତେବେଳେ ଦ୍ରୌପଦୀ କୁରୁ ରାଜସଭାରେ ଅପମାନିତ ହୋଇଥିଲେ ଏବଂ ଦୁର୍ଯ୍ୟୋଧନଙ୍କଦ୍ୱାରା ଶାନ୍ତି କଥାବାର୍ତ୍ତା ପ୍ରତ୍ୟାଖ୍ୟାନ କରାଯାଇଥିଲା, କୃଷ୍ଣ ମଧ୍ୟ ମନେକଲେ ଅଧର୍ମ ଉପରେ ଧର୍ମର ଜୟ ନିମିତ୍ତ ଯୁଦ୍ଧ ଅବଶ୍ୟମ୍ଭାବି ।

ଏହାକୁ ସେମାନେ ପ୍ରତିଦିନ ଖାଇବା ସହିତ ରୋଶ ହସାନା ବା ଜୀଉ ନବବର୍ଷର ପ୍ରଥମ ଓ ଦ୍ୱିତୀୟ ରାତ୍ରୀର ଭୋଜନରେ ଅବଶ୍ୟ ସେବନ କରିଥାନ୍ତି ।

ଏହାଦ୍ୱାରା ଆମେ ଜ୍ଞାନପିପାସୁ ବିନୋଦ କାନୁନଗୋଙ୍କୁ ଅବଶ୍ୟ ଯଥାର୍ଥ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବା ।

incumbently's Meaning in Other Sites