inconveniencing Meaning in Odia (Oriya). ( inconveniencing ଶବ୍ଦର ଓଡିଆ ଅର୍ଥ)
ଅସୁବିଧା,
Noun:
ଅସୁବିଧା,
People Also Search:
inconveniencyinconvenient
inconveniently
inconversable
inconversant
inconvertibility
inconvertible
inconvertibly
inconvincible
incony
incoordinate
incoordination
incoronate
incoronated
incoronation
inconveniencing తెలుగు అర్థానికి ఉదాహరణ:
ବଟିକା ଗିଳିବାରେ ଅସୁବିଧା ଥିଲେ ନାକ ସ୍ପ୍ରେ ବ୍ୟବହାର କରାଯାଇପାରେ ।
ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା ।
ସ୍ତନ୍ୟପାନ ସମୟରେ ଏହା ଅସୁବିଧା କରେନି ।
ଅଧିକ ତରଙ୍ଗରେ ଚାଲୁଥିବା ୨ଜି ପ୍ରଣାଳୀରେ ଏହା ଏକ ବଡ଼ ଅସୁବିଧା କିନ୍ତୁ ଅଳ୍ପ ତରଙ୍ଗରେ ଚାଲୁଥିବା ପ୍ରଣାଳୀପାଇଁ କୌଣସି ପ୍ରତିବନ୍ଧକ ନୁହେଁ ।
|ଲୁରାସିଡନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅଇ, ତରଳ ଝାଡ଼ା, ଚଳନ ଅସୁବିଧା (movement disorders) ହୋଇପାରେ ।
ଏହି ସରୁ ରକ୍ତ ନାଳିରେ ରକ୍ତ ଯାଇ ନ ପାରିବାରୁ ସଞ୍ଚାଳନ ଜନିତ ଅସୁବିଧା ହୁଏ ।
|ଆର୍ଥିକ ଅସୁବିଧା ତଥା ସହପାଠୀ ଏବଂ ଶିକ୍ଷକମାନଙ୍କଠାରୁ ଭେଦଭାବ ସତ୍ତ୍ୱେ ବାନୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡିପ୍ଲୋମା ଗ୍ରହଣ କରିଥିଲେ ।
କବକର ଏର୍ଗୋସ୍ଟିରଲ (ergosterol) ତିଆରି କ୍ଷମତାକୁ ଏହି ଔଷଧ କମେଇଦେବାଦ୍ୱାରା ତାହାର କୋଷ ଝିଲ୍ଲୀ (cell membrane) ତିଆରିରେ ଅସୁବିଧା ହୁଏ ।
ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଯୋନୀପଥ ଶୁଷ୍କ ହୋଇଯାଏ, ଶୋଇବାରେ ଅସୁବିଧା ହୁଏ ଓ ମିଜାଜ ଘଡ଼ି ଘଡ଼ି ବଦଳେ ।
ଏହି ଅସୁବିଧାକୁ ଦୂର କରିବାକୁ ମେ ୧୭ ତାରିଖକୁ ଡବ୍ଲ୍ୟୁ.ଏଚ୍.ଡେ. (World Hypertension Day ବା WHD) ହିସାବରେ ପାଳନ କରାହେଉଛି ।
ମାତ୍ର କିଛି ଅସୁବିଧା କାରଣରୁ ତାଙ୍କୁ ସେହି ବ୍ୟବସାୟରୁ ଓହରିଯିବାକୁ ପଡ଼ିଥିଲା ।
| ଅସୁବିଧା |କୌଣସି ଏକ ଫଣ୍ଡରେ ନିବେଶ କରିଲାବେଳେ (ଏଣ୍ଟ୍ରି ଲୋଡ) ବା ସେଥିରୁ ନିବେଶ ଟଙ୍କା କାଢ଼ିବାକୁ ଗଲାବେଳେ (ଏକ୍ଜିଟ ଲୋଡ) କିଛି ଟଙ୍କା ଦେବାକୁ ପଡ଼ିଥାଏ ।
ଏହି ଥଳିଗୁଡ଼ିକର ଭିତର ପାର୍ଶ୍ୱରେ ସାଇନୋଭିଆଲ ସ୍ତର ଥାଏ ଯେଉଁଥିରୁ ସାଇନୋଭିଆଲ ତରଳ ପଦାର୍ଥ ବାହାରି ଭିତର ପାର୍ଶ୍ୱ ଚିକ୍କଣ କରେ | ବର୍ସାଇଟିସ୍ ପ୍ରଭାବିତ ଅଞ୍ଚଳରେ ଚଳପ୍ରଚଳ ଅସୁବିଧା, ଦରଜ ଏବଂ ଯନ୍ତ୍ରଣା ହୋଇପାରେ | ଧୀରେ ଧୀରେ ଆରମ୍ଭ ହେଉଥିବା ବର୍ସାଇଟିସ୍ ରୋଗରେ ଯନ୍ତ୍ରଣା ଅନୁପସ୍ଥିତ ରହିପାରେ | ଏହି ରୋଗ ଜଟିଳ ହେଲେ ସେପ୍ଟିକ ବର୍ସାଇଟିସ୍ ହୋଇପାରେ ।
inconveniencing's Usage Examples:
Many argue that it is not inconveniencing the military in any way, and in fact paints them in a good light.
The siege was successful to the extent of isolating and inconveniencing the residents of Recife, however, despite a need to subsist mostly.
The first panel of each strip generally had someone inconveniencing or annoying True, an innocent bystander or an animal.
"I also want to apologize to all my fans everywhere, for inconveniencing them, and I thank them so much for their love and support.
the new service benefits the country"s moneyed elite, while severely inconveniencing the majority of the population in the regions through which the railway.
blind and relies on the attention and care of her son Willy, often inconveniencing his social life.
"get a quick confession" and bundle Josefa off to prison to avoid inconveniencing her wealthy banker boss, Benjamin Beaurevers (Walter Matthau).
Corporation of Greater Mumbai (MCGM) objected to this, claiming that it was inconveniencing people on the road and asked for it to be removed.
The case was filed against inconveniencing the public by protesting against the arrival of the United Nations.
dramatic once in the last 10 years, with no effect other than temporarily inconveniencing pedestrians using the park as a short cut between Millbridge and the.
where the darker elements of the Western mindset can emerge without inconveniencing decent people.
official from the motorcade arrives at the summit, she berates Reese for inconveniencing her, and Wax reminds Reese of the often ungrateful and ignorant people.
available to anyone without a commercial BitKeeper license, significantly inconveniencing most Linux kernel developers.
Synonyms:
unwieldiness, difficultness, worriment, difficulty, awkwardness, cumbersomeness, fly in the ointment, flea bite, troublesomeness,
Antonyms:
stifle, pleasure, calm, please, ease,