<< incognizable incognizant >>

incognizance Meaning in Odia (Oriya). ( incognizance ଶବ୍ଦର ଓଡିଆ ଅର୍ଥ)



ଗୁପ୍ତଚର, ଅଜ୍ଞାନତା, ଅଜଣା ବ୍ୟକ୍ତି, ଅଜ୍ଞ,

ଜ୍ଞାନ କିମ୍ବା ସ୍ୱୀକୃତିର ଅଭାବ |,

Noun:

ଅଜଣା ବ୍ୟକ୍ତି,

incognizance తెలుగు అర్థానికి ఉదాహరణ:

ମାତ୍ର ସେହି ସମୟରେ ,ସୋଭିଏତ ସଂଘର ଗୁପ୍ତଚରଙ୍କ ପ୍ରରୋଚନାରେ ସେ ଉକ୍ତ ରେକର୍ଡଗୁଡ଼ିକ ଆସୁଥିବା ଗାଡି ଗୁଡିକୁ କ୍ରାବ ତନଖି ନକରି ଛାଡି ଦେଇଥିଲେ,ଯାହାକି ପରବର୍ତ୍ତୀ ସମୟରେ ସେନାର ହସ୍ତଗତ ହୋଇଥିଲା।

ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହେବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡ଼ିତ କରାଯାଇଥିଲା ।

ବ୍ରିଟିଶ ଗୁପ୍ତଚରମାନେ ଗଦର ଆନ୍ଦୋଳନରେ ଅନୁପ୍ରବେଶ କରି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା ପରେ ଫେବୃଆରୀ ବିଦ୍ରୋହ ଶେଷରେ ବିଫଳ ହୋଇଥିଲା ।

ଏପରି କୌଳିକ ବୃତ୍ତିଧାରୀ ବ୍ୟକ୍ତିଙ୍କୁ ଖୋଜି ଗୁପ୍ତଚର ସଂସ୍ଥାରେ ନିଯୁକ୍ତି ଦିଆଯିବା ଉଚିତ୍ ବୋଲି ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

ଅନେକ ଜାତୀୟ ନେତା ଅଣ୍ଡରଗ୍ରାଉଣ୍ଡରେ ଯାଇ ଗୁପ୍ତଚର ରେଡିଓ ଷ୍ଟେସନ ଉପରେ ବାର୍ତ୍ତା ପ୍ରସାରଣ, ପାମ୍ପଲେଟ୍ ବଣ୍ଟନ ଏବଂ ସମାନ୍ତରାଳ ସରକାର ଗଠନ କରି ସେମାନଙ୍କ ସଂଗ୍ରାମ ଜାରି ରଖିଥିଲେ।

ସୁରେନ୍ଦ୍ର ପୁନଶ୍ଚ ବନ୍ଦୀ କରିବା ପାଇଁ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କାର ପୁରସ୍କାର ଘୋଷଣା କରିବା ସହ ଗୁପ୍ତଚର ନିୟୋଜିତ କରିଥିଲେ ।

ଅତିଥି ତଥା କାଞ୍ଚିରାଜ୍ୟ ମନ୍ତ୍ରୀଙ୍କ ଏଭଳି ଅନୌପଚାରିକ ପ୍ରସ୍ଥାନ ଦେଖି, ରାଜା ପୁରୁଷୋତ୍ତମ ଦେବ ଜଣେ ଗୁପ୍ତଚରଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ କାଞ୍ଚି ପଠାଇଥିଲେ ।

ପଞ୍ଚମ ଅଧିକରଣର ଦ୍ୱିତୀୟ ଅଧ୍ୟାୟର ୬୯ତମ ଶ୍ଳୋକରେ କୁହାଯାଇଛି ଯେ ବିଶ୍ୱାସଘାତକ ଓ ଭ୍ରଷ୍ଟ ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ପଛରେ ଗୁପ୍ତଚର ଲଗାଇବା ଠିକ୍ ନୁହେଁ ।

ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ ।

| ଆଧାର |ଔଷଧ ଲିଓନେଲ ବୁଷ୍ଟର କ୍ରାବ,ବିଶ୍ୱ ଇତିହାସରେ ଜଣେ ବିଚକ୍ଷଣ ଗୁପ୍ତଚର ଭାବରେ ଖ୍ୟାତ।

ଏହି ଶୋଭାଯାତ୍ରାର ଖବର ଗୁପ୍ତଚରମାନେ ପାପଡ଼ାହାଣ୍ଡି ଥାନାର ଅଧିକାରୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ଜଣାଇଲେ ।

ଗୁପ୍ତଚରଙ୍କଠାରୁ ସ୍ୱୟମ୍ବର ଆୟୋଜନର ସମ୍ବାଦ ପାଇ ପୁରୁଷୋତ୍ତମ ଦେବ ଅତ୍ୟନ୍ତ ବ୍ୟଥିତ ଓ ଅପମାନିତ ହୋଇଥିଲେ ।

incognizance's Usage Examples:

could not recommend that particular show to his readers, and evinced incognizance of both her early role as a pioneering woman and her long regional importance.


Unfortunately, in countries such as America, there is hesitation and incognizance to separate waste.



Synonyms:

knowing,

Antonyms:

cognizance, uneducated,

incognizance's Meaning in Other Sites