<< incestuousness incharitable >>

inch Meaning in Odia (Oriya). ( inch ଶବ୍ଦର ଓଡିଆ ଅର୍ଥ)



ଇଞ୍ଚ,

Noun:

ଉଚ୍ଚତା, ଇଞ୍ଚ, ଦ୍ୱୀପ,

inch తెలుగు అర్థానికి ఉదాహరణ:

|ଅକ୍ଟୋବର ୧, ୨୦୧୪ରେ ଇଞ୍ଚିଅନ୍ (ଦକ୍ଷିଣ କୋରିଆ)ରେ ଅନୁଷ୍ଠିତ ୧୭ତମ ଏସୀୟ କ୍ରୀଡାରେ କାଂସ୍ୟ ପକ ଜିତିଥିବା ଭାରତୀୟ ମହିଳା ହକି ଦଳର ସେ ସଦସ୍ୟ ଥିଲେ ।

ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ ।

ଏହି ମାଇ ପ୍ରଜାପତିର ପଙ୍ଖର ପ୍ରସାର 12 ଇଞ୍ଚରୁ ଅଧିକ ହୋଇଥାଏ ।

ଫଳର ଆକାର ୩-୫ ସେଣ୍ଟିମିଟର (୧-୨ ଇଞ୍ଚ) ଲମ୍ବା ।

ବାଲେଶ୍ୱର ଉପକୂଳ ଇଞ୍ଚୁଡିଠାରେ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଲୁଣମରା ଆରମ୍ଭ ହୋଇଥିଲା ।

ମନ୍ଦିରର ଲମ୍ବ ୮୧ ଫୁଟ ୮ ଇଞ୍ଚ, ପ୍ରସ୍ଥ ୨୭ଫୁଟ ୨ଇଞ୍ଚ

|ସତ୍ୟ ନାରାୟଣ ମନ୍ଦିର|ଶ୍ରୀଅଗ୍ନୀଶ୍ୱର ମହାଦେବ ଓ ଭୋଗ ରାସ୍ତା ପାର ହୋଇ କୂର୍ମବେଢା଼ରେ ଦକ୍ଷିଣକୁ ଆଗେଇ ଆସିଲେ ୫ଫୁଟ ୧୦ଇଞ୍ଚ କଳା ମୁଗୁନି ପ୍ରସ୍ତରରେ ନିର୍ମିତି ସତ୍ୟ ନାରାୟଣଙ୍କ ବିଗ୍ରହ ଦେଖାଯାନ୍ତି।

ଏହାର ପତ୍ର ବୈକଳ୍ପିକ, ସରଳ, ୩ରୁ ୫ ସେମୀ (୧.୨ରୁ ୨.୦ ଇଞ୍ଚ) ଚୌଡା ଓ ପାଞ୍ଚ ପାଲମେଟ ଲୋବ ଏକ କରତ ଦାନ୍ତିଆ ଯୁକ୍ତ ମାର୍ଜିନ ସହିତ ଲମ୍ବା ହୋଇଥାଏ ।

|ଇଞ୍ଚିଅନ୍‌ଠାରେ ଅନୁଷ୍ଠିତ ୨୦୧୪ ଏସୀୟ କ୍ରୀଡାରେ ଚୌଧୁରୀ, ୧୭୬.୪ ପଏଣ୍ଟ୍ ସ‌ହ ମହିଳା ଏୟାର୍ ପିସ୍ତଲ୍ ବିଭାଗରେ କାଂସ୍ୟ ପଦକ ଜିତିଥିଲେ, ଯାହା ଭାରତ ପାଇଁ ପ୍ରଥମ ପଦକ ଥିଲା ।

ଏହା ୫ ଫୁଟ ୬ ଇଞ୍ଚ ବ୍ରଡ଼ଗଜ ଟ୍ରାକ ବିଶିଷ୍ଟ ଓ ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ହେଉଛି ୨୦୭ ମିଟର ।

ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ଟିକସ ନଦେବା ପାଇଁ ଶ୍ରୀଜଙ୍ଗ ବାଲେଶ୍ୱରରେ ହୋଇଥିବା ସତ୍ୟାଗ୍ରହ ସ୍ୱାଧିନତା ଆନ୍ଦୋଳନର କେତେକ ଜଣାଶୁଣା ଭାଗ ।

ପୂର୍ଣ୍ଣ ବୟସ୍କ ସୁମାତ୍ରା ବଳିଆ କୁକୁରର ଶରୀରର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍, ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୧୫-୧୮ ଇଞ୍ଚ, ଭୂମିରୁ କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା ପ୍ରାୟ ୧୯.୬୯ ଇଞ୍ଚ ଏବଂ ଶରୀରର ଓଜନ ପ୍ରାୟ ୧୦-୧୩ କିଲୋଗ୍ରାମ ।

inch's Usage Examples:

5 inch Mark 8 naval gun: contemporary standard naval gun for British ships AK-130:.


Johnson slid past Bobby Labonte in turn four, claiming the checkered flag by inches.


expert, sharpshooter, marksman first-class (Winchester/NRA Marksmanship Qualification Program only), marksman, and pro-marksman.


059"nbsp;inch) to 2"nbsp;mm (0.


The blade is typically 3 to wide, 1/4-inch thick, and 1 to in length.


At one end of the table (the "baulk end" ) is the so-called baulk line, which is 29 inches from the baulk end cushion.


Track listingsUS and UK 7-inch versionA.


set off around the world April 22, 1884 on a 50-inch Columbia with a money belt, a revolver, two shirts and a rain cape, spending two years on the road.


Spanish language Big Bird, Abelardo Montoya NokScoot airline call sign A speciated Galápagos finch on Daphne Major, originally created from the mating of.


The Type 41 3-inch (76 mm) naval gun otherwise known as the 8 cm/40 3rd Year Type naval gun was a Japanese dual-purpose gun introduced before World War.



Synonyms:

pica, ft, em, linear measure, mesh, in, ligne, foot, linear unit, mil, pica em,

Antonyms:

outgoing, unfashionable, head, subtract, ride,

inch's Meaning in Other Sites