inarms Meaning in Odia (Oriya). ( inarms ଶବ୍ଦର ଓଡିଆ ଅର୍ଥ)
ଅସ୍ତ୍ରଶସ୍ତ୍ର,
Noun:
ସାଧନ, ଅସ୍ତ୍ରଶସ୍ତ୍ର,
People Also Search:
inarticulacyinarticulate
inarticulately
inarticulateness
inarticulation
inartificial
inartistic
inartistical
inasmuch
inasmuch as
inattention
inattentions
inattentive
inattentively
inattentiveness
inarms తెలుగు అర్థానికి ఉదాహరణ:
ପାଇକ ସମ୍ପ୍ରଦାୟର ସମସ୍ତ ପରିବାରରେ ଅସ୍ତ୍ରଶସ୍ତ୍ର ଏବେ ମଧ୍ୟ ଅଛି ।
ରାଣୀ ନାଚିଆରଙ୍କୁ ଯୁଦ୍ଧ ମ୍ୟାଚ୍ ଅସ୍ତ୍ରଶସ୍ତ୍ର ବ୍ୟବହାର, ଭାଲାରି, ସିଲାମ୍ବମ୍ (ବାଡ଼ି ବ୍ୟବହାର କରି ଯୁଦ୍ଧ), ଘୋଡ଼ା ଚଢ଼ିବା ଏବଂ ତୀରନ୍ଦାଜ ଭଳି ତାଲିମ ଦିଆଯାଇଥିଲା।
ତାହାର ଚାରିପାଖରେ ସୈନ୍ୟ ସାମନ୍ତ ଓ ଅସ୍ତ୍ରଶସ୍ତ୍ର ରହୁଥିଲା ।
ଏହାପରେ ପ୍ରୋମେଥିଅସ୍, ହେପ୍ହାଏସ୍ତସ୍, ହର୍ମିସ୍, ଏରିସ୍ କିମ୍ବା ପାଲେମନ୍ (କିମ୍ବଦନ୍ତୀର ସ୍ରୋତାନୁସାରେ ଭିନ୍ନ ଭିନ୍ନ) ଇଆବ୍ରିସ୍ ନାମକ କୁଠାରରେ ତାଙ୍କ ଶିରଶ୍ଛେଦନ କରନ୍ତେ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ସାଞ୍ଜୁ ଖଞ୍ଜିତ ଅଥୀନା ଯୁଦ୍ଧଡାକରା ଦେଇ ଆବିର୍ଭୂତ ହେଲେ ।
ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା ।
ମହାଳୟା ପୂର୍ବରୁ ଥୋରିଆ ଓ ବଳଦିଆ ଜାତିର ସ୍ତ୍ରୀ ଲୋକମାନେ ଘରଦ୍ୱାର ଲିପାପୋଛା କରିବା ପରେ ଖଣ୍ଡା, ମାଣ, ତାମ୍ବି, ଘଣ୍ଟ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଫା କରି ପୂଜାର୍ଚ୍ଚନା କରି ରଖିଥାଆନ୍ତି ।
ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ ।
|ଅସ୍ତ୍ରଶସ୍ତ୍ର:|ଗରୁଡ଼ କମାଣ୍ଡୋ ମାନେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାର ପ୍ରଶିକ୍ଷଣ ପାଇଛନ୍ତି।
ଧାତୁରୁ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାର ଅନୁଭବ ରହିଥିବାରୁ ଏମାନେ ଧାତବ ପଦାର୍ଥର ମୂଲ୍ୟ ଜାଣନ୍ତି ।
ଫଳରେ ଭାରତର ସ୍ୱାଧୀନତା ପାଇଁ ସେମାନେ ଅସ୍ତ୍ରଶସ୍ତ୍ର ଧରି ସିଧାସଳଖ ଇଂରେଜ ସରକାର ବିରୁଦ୍ଧରେ ସମ୍ମୁଖ ଲଢ଼େଇ କରିପାରିବେ ।