<< improving improvisate >>

improvingly Meaning in Odia (Oriya). ( improvingly ଶବ୍ଦର ଓଡିଆ ଅର୍ଥ)



ଉନ୍ନତିମୂଳକ,

Adjective:

ଉନ୍ନତି, ପ୍ରଗତିଶୀଳ |,

improvingly తెలుగు అర్థానికి ఉదాహరణ:

ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍‍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ ।

|୧୯୦୬ରୁ ୧୯୧୪ ଭିତରେ ସେ ଜିପର୍ ତିଆରିରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।

ଏହି ସମୟ ମଧ୍ୟରେ ସେ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ ।

ଏହି ନଦୀମାନଙ୍କ ଜଳକୁ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର କରିବା ଭାରତର ଆକାଂକ୍ଷା ରହିବା ସ୍ୱାଭାବିକ କିନ୍ତୁ ଜଳସେଚନର ଏକ ମୁଖ୍ୟ ଉତ୍ସ ଅଭାବରେ ପାକିସ୍ତାନର ଦୁଇ କୃଷିପ୍ରଧାନ ପ୍ରାନ୍ତରେ କୃଷି ବ୍ୟବସ୍ଥା ଧରାଶାୟୀ ହେବାର ଆଶଙ୍କା ଦେଖାଦେଲା ।

| ଇତିହାସ | ପ୍ରତିଷ୍ଠା |୧୯୪୭ ମସିହାରେ ଓଡ଼ିଶା ସରକାର, ତାଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ ଏଠାରେ ଜଯପୁରର ପ୍ରାକ୍ତନ ରାଜା ବିକ୍ରମ ଦେବଙ୍କଦ୍ୱାରା ପ୍ରଦତ୍ତ ଜମିରେ "ଜୟପୁର କଲେଜ" ନାମରେ ଏହାକୁ ଆରମ୍ଭ କରିଥିଲେ ।

ତାଙ୍କ ମତରେ ସେ କରିବାକୁ ଚାହୁଁଥିବା ଉନ୍ନତିମୂଳକ କାର୍ଯ୍ୟ ସେ କରିସାରିଥିବାରୁ ଅନ୍ୟ କେହି ସରପଞ୍ଚ ହେଲେ ଭଲ କାର୍ଯ୍ୟ ହେବ ।

କେତେକ ସଦ୍ୟ ପରୀକ୍ଷଣରୁ ଜଣାପଡ଼ିଛି ଯେ ଶରୀରର ପ୍ରତିରୋଧକ କ୍ଷମତାରେ ଉନ୍ନତିମୂଳକ ପରିବର୍ତ୍ତନ ବା ମ୍ୟୁଟେଶନ୍ (Mutation) ହେଲେ ଶରୀରରେ ମେଲାନିନ୍ ବୃଦ୍ଧିପାଏ ।

ସେ ମୁରୁଦ ଉନ୍ନୟନ ପାଣ୍ଠି ମାଧ୍ୟମରେ ଗାଆଁପାଇଁ କେତେକ ଉନ୍ନତିମୂଳକ କାମ କରିଲେ ।

ଏହି ଅନୁଷ୍ଠାନ ମାଧ୍ୟମରେ ସେ ଓଡ଼ିଶାର ଗ୍ରାମୀଣ ତଥା ଆଦିବାସୀ ବହୁଳ ଅଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ କରିଆସୁଛନ୍ତି ।

ଏହି ସଂସ୍ଥାର ପ୍ରମୁଖ କାର୍ଯ୍ୟ ହେଉଛି ଉନ୍ନତିମୂଳକ କାର୍ଯ୍ୟକ୍ରମ, ଶିକ୍ଷା, କୃଷିରେ ଉନ୍ନତି ଏବଂ ଜଳ ଅମଳ ଇତ୍ୟାଦି ।

ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ତାଙ୍କୁ ସମାଜର ପରିବର୍ତ୍ତନ ଧାରାରେ ସାହାଯ୍ୟ କରିଥିଲା | ଏହାସହ ସେ ନିଜ ଜିଲ୍ଲାରେ ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।

improvingly's Meaning in Other Sites